Browsing Category

ଦୁର୍ଘଟଣା

ମାଲକାନଗିରି ବିଜାଘାଟିରେ ବସ୍ ଦୁର୍ଘଟଣା

ମାଲକାନଗିରି ; ବସ୍ ଦୁର୍ଘଟଣାଗ୍ରସ୍ତ । ମାଲକାନଗିରି ବିଜାଘାଟିରେ ବସ୍ ଦୁର୍ଘଟଣା । ଏଥିରେ ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଛି । ତେବେ ଘାଟି ଉପରେ ଯାନ୍ତ୍ରିକ ତ୍ରୁଟି ପାଇଁ ୧୦୦ ମିଟର ପଛକୁ ଖସିଥିଲା ବସ୍…
Read More...

ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ସ୍ଥତି ଅସମ୍ଭାଳ ହୋଇପଡିଛି

ନୂଆଦିଲ୍ଲୀ-: ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କିଛି ଦିନ ଧରି ଲଗାତାର ବର୍ଷା ହେଉଛି । ଯାହା ଫଳରେ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆସାମ, ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ମଣିପୁରରେ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ…
Read More...

କାର୍ ଧକ୍କାରେ ବାପା ପୁଅ ଗୁରୁତର

ବସ୍ତା;-(ଅଜିତ ସାହୁ ) ବସ୍ତା ଥାନା ଗଙ୍ଗା ଧରପୁର  ନିକଟରେ  ଦୁର୍ଘଟଣା। ଦୁର୍ଘଟଣାରେ ବାପ ପୁଅ ଗୁରୁତର। ସୂଚନା ମୁତାବକ ସିଂଲା ଥାନା ଗମ୍ଭାରିଆ ଗ୍ରାମର ସୁଦାମ ଚରଣ ନାୟକ ତାଙ୍କର  ୭୫ ବର୍ଷୀୟ ବୃଦ୍ଧ ବାପାକୁ ନେଇ ଚିକିତ୍ସା ପାଇଁ ଜଳେଶ୍ୱର  ଯାଉଥିବା ବେଳେ, ଗଙ୍ଗାଧରପୁର ନିକଟରେ  OD…
Read More...

ବିଦ୍ୟୁତ ସଂସ୍ପର୍ଶରେ ବଳଦର ପ୍ରାଣ ଗଲା

ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ କରନ ମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କରନ ମୁଣ୍ଡା ଗାଁର ଦାନ ମାଝୀଙ୍କ ଗୋଟିଏ ବଳଦ କରନମୁଣ୍ଡା ଗାଁ ନିକଟସ୍ଥ ଟ୍ରାନ୍ସଫର୍ମର ପାଖରେ ଆଜି ସକାଳୁ ଚରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଘଟଣାସ୍ଥଳରେ ହିଁ ବଳଦର ମୃତ୍ୟୁ ଘଟିଛି । ତେଵେ…
Read More...

ନଦୀକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍, ଓଡ଼ିଆ ଯାତ୍ରୀ ଥିବା ସୂଚନା; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ; ନଦୀକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍ । ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଛି । ଫଳରେ ଅନେକ ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଅନେକ ଓଡ଼ିଆ ଯାତ୍ରୀ ଥିବା ସୂଚନା । ଏନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
Read More...

ଦକ୍ଷିଣ କୋରିଆରେ ଏକ ନୌସେନା ପାଟ୍ରୋଲିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଏକ ନୌସେନା ପାଟ୍ରୋଲିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଦକ୍ଷିଣ-ପୂର୍ବ ସହର ପୋହାଙ୍ଗ ସ୍ଥିତ ନୌସେନା ବିମାନରୁ ନିଜ ବେସରୁ ଉଡ଼ାଣ ଭରିଥିଲା । କିନ୍ତୁ ଉଡ଼ାଣର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନଟି ଭାଙ୍ଗି…
Read More...

ନାରାୟଣପାଟଣା ବ୍ଲକ କୁମ୍ଭାରି ପଞ୍ଚାୟତ ବାଗାମ ଛକଠାରେ ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ

ନାରାୟଣପାଟଣା-: ନାରାୟଣପାଟଣା ବ୍ଲକ କୁମ୍ଭାରି ପଞ୍ଚାୟତ ବାଗାମ ଛକଠାରେ ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ । ଗାଡ଼ିରେ ଥିବା ୩ ଜଣ ଶ୍ରମିକ ଗୁରୁତର ହୋଇଥିବାବେଳେ ଜଣେ ଟ୍ରକ ତଳେ ଚାପି ହୋଇ ରହିଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି…
Read More...

ଚାଷ ଜମି ପାଖରେ ଥିବା ବେଳେ ବ୍ରଜପାତରେ ଚାଲିଗଲା ଚାଷୀଙ୍କ ଜୀବନ…

ବ୍ରଜପାତରେ ଚାଲିଗଲା ଚାଷୀଙ୍କ ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ପଧାନପାଳି ଗ୍ରାମର ଚାଷୀ ଚାଷ ଜମି ପାଖରେ ଥିବା ଏକ ଖଲାରେ ଧାନକାମ କରୁଥିବା ସମୟରେ ବ୍ରଜପାତରେ ଯୁବକଙ୍କ ଜୀବନ ଚାଲିଯାଇଛି । ଯୁବକ ଜଣକ ହେଲେ ରାମପୁର ଥାନା ପଧାନପାଲି ଗ୍ରାମର ରାଜୀବ ପ୍ରଧାନ ବୟସ  ୩୭ ବୋଲି…
Read More...

ଟ୍ରାକ୍‌ରୁ ଖସିଲା ମାଲବାହୀ ଟ୍ରେନର ୨୫ ୱାଗନ୍‌

କୋରାପୁଟ-: ଟ୍ରାକ୍‌ରୁ ଖସିଲା ମାଲବାହୀ ଟ୍ରେନର ୨୫ ୱାଗନ୍‌ । ବୁଧବାର ଆନ୍ଧ୍ର ଟାଇଡାରୁ ଚିମିଡିପାଲି ଭିତର ଟନେଲ୍‌ରେ ୱାଗନ୍‌ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ କିରଣ୍ଡୁଲ- ବିଶାଖାପାଟଣା ପାସେଞ୍ଜରର ଗତିପଥ ପରିବର୍ତ୍ତନ କରାଯାଇଛି । ଖବର ପାଇ ରେଳ ବିଭାଗ…
Read More...

ଚୀନର ଶାନଦୋଙ୍ଗ୍ ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି

ନୂଆଦିଲ୍ଲୀ-: ଚୀନର ପୂର୍ବ ଶାନଦୋଙ୍ଗ୍ ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । କାରଖାନାରେ କୀଟନାଶକ ଏବଂ ଚିକିତ୍ସା ବ୍ୟବହାର ପାଇଁ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ ଉତ୍ପାଦନ କରାଯାଉଥିବା ବେଳେ ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର…
Read More...