Browsing Category

ଦୁର୍ଘଟଣା

ପାରାଦୀପ ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ

ପାରାଦୀପ-: ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ । ଲାଇଟ ହାଉସ ପାଖରେ ୮ ଛାତ୍ର ଗାଧୋଇଲା ବେଳେ  ଅଘଟଣ ଘଟିଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ପାରାଦୀପ ସମୁଦ୍ରରେ ଗାଧୋଉଥିଲେ । ଜଣେ ନିଖୋଜ ଛାତ୍ରଙ୍କୁ ସିଆଇଏସଏଫ ପକ୍ଷରୁ ଖୋଜାଖୋଜି ଚାଲିଛି । ସୂଚନା…
Read More...

କେଦାରନାଥ ଦର୍ଶନ ପାଇଁ ଭକ୍ତଙ୍କୁ ନେଇ ଯାଉଥିବା ବିମାନ ହଠାତ ରାଜପଥରେ ଓହ୍ଲାଇ ପଡ଼ିଲା

ଉତ୍ତରାଖଣ୍ଡ-: ବଡ ଦୁର୍ଘଟଣାରୁ ବର୍ତ୍ତିଲା ହେଲିକପ୍ଟର । କେଦାରନାଥ ପାଖରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜାତୀୟ ରାଜପଥରେ ଓହ୍ଲାଇଲା । ହେଲିକପ୍ଟରରେ ପାଇଲଟଙ୍କ ସହ ଥିବା ୫ ଯାତ୍ରୀ  ସୁରକ୍ଷିତ ଥିବା ସୂଚନା ମିଳିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ…
Read More...

ଦକ୍ଷିଣ ମେକ୍ସିକୋ ଗୁଆଟେମାଲା ସୀମା ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି

ମେକ୍ସିକୋ-: ଦକ୍ଷିଣ ମେକ୍ସିକୋ ଗୁଆଟେମାଲା ସୀମା ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ଦୁଇଜଣ ଗୁଆଟେମାଲା ପାଇଲଟ ଏବଂ ଜଣେ ମେକ୍ସିକୋ କୃଷି ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି । ମେକ୍ସିକୋର କୃଷି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଗୁଆଟେମାଲା ବିମାନଟି ଦକ୍ଷିଣ…
Read More...

ଭୁବନେଶ୍ୱର ଉପକଣ୍ଠ ଗୋହିରିଆ ଛକରେ ଶିରିଜ୍ ଦୁର୍ଘଟଣା

ରାଜଧାନୀରେ ସିରିଜ ଦୁର୍ଘଟଣା। ଭୁବନେଶ୍ୱର ଉପକଣ୍ଠ ଗୋହିରିଆ ଛକରେ ଶିରିଜ୍ ଦୁର୍ଘଟଣା ଘଟିଛି। ୩ଟି ଗାଡିକୁ ପଛକୁ ପଛ ଧକ୍କା ଦେଲା ବୋଲେରୋ କାର ଓ ଡିଭାଇଡର୍ । ବ୍ୟାରିକେଡ଼ ଭାଙ୍ଗି ରାସ୍ତା ତଳକୁ ଖସିଲା ବୋଲେରୋ। ବୋଲେରୋ ଧକ୍କାରେ ଆଇଚର୍, ସ୍କୁଟର ଚୁରମାର୍। କାର୍ ଧକ୍କାରେ ଜଣେ ଯୁବକଙ୍କର…
Read More...

ବେଙ୍ଗାଲୁରୁରେ ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ-: ବେଙ୍ଗାଲୁରୁରେ ଆରସିବି (ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ) ବିଜୟ ଉତ୍ସବରେ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ସରକାର । ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।…
Read More...

କଟକ ଜିଲ୍ଲା ବାରଙ୍ଗର ଷଣ୍ଢପୁର ଗାଁ ନିକଟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କଟକ -: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକ ଜିଲ୍ଲା ବାରଙ୍ଗର ଷଣ୍ଢପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମନ୍ତ୍ରୀଙ୍କ କାରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଠଗଡରୁ ଭୁବନେଶ୍ୱର ଫେରୁଥିବା ସମୟରେ…
Read More...

ବସ ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ

ଝରୀଗାଁ ; ବସ୍ ଦୁର୍ଘଟଣାରେ ଚାଲିଗଲେ କନିଷ୍ଠ ଯନ୍ତ୍ରୀ । ଝରୀଗାଁ ପଞ୍ଚାୟତ ସମିତିର କନିଷ୍ଟ ଯନ୍ତ୍ରୀ ବିନୋଦ କୁମାର ବେହେରା ବସ୍ ଦୁର୍ଘଟଣାରେ ମତ୍ୟୁ ବରଣ କରିଛନ୍ତି । ତେବେ ସୂଚନାରୁ ପ୍ରକାଶ ଯେ, ଭୁବନେଶ୍ୱରରୁ ଝରୀଗାଁ ଫେରୁଥିବା ବେଳେ ଏକ ଟ୍ରକକୁ ଧକା ଦେଇଥିଲା ଯାତ୍ରୀବାହୀ ବସ୍ ।…
Read More...

ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ତେଜସ ଏକ୍ସପ୍ରେସ ଇଞ୍ଜିନରେ ଲାଗିଛି ନିଆଁ

ବାଲେଶ୍ୱର-: ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ୨୨୮୧୧ ତେଜସ ଏକ୍ସପ୍ରେସରେ ଲାଗିଛି ନିଆଁ । ବସ୍ତା ଦକ୍ଷିଣ କ୍ୟାବିନ ରେଳ ଫାଟକ ନିକଟରେ ବାଲେଶ୍ୱର ପଟରୁ ହାଓ୍ବଡା ଅଭିମୁଖେ ଆସୁଥିବା ତେଜସ ଏକ୍ସପ୍ରେସ ଇଞ୍ଜିନ ଉପରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ଟ୍ରେନ ଡ୍ରାଇଭର…
Read More...

ଶୀତଳ ଷଷ୍ଠୀ ଦେଖିଯିବା ସାଜିଲା କାଳ ; ଚାଲିଗଲା ଜୀବନ

ସୁବର୍ଣ୍ଣପୁର ; ଶୀତଳ ଷଷ୍ଠୀ ଦେଖିଯିବା ସାଜିଲା କାଳ । ବୌଧ ଜିଲ୍ଲାରୁ ସମ୍ବଲପୁରକୁ ଶୀତଳ ଷଷ୍ଠୀ ଦେଖୀ ଯାଉଥିବା ସମୟରେ ବାଟରେ ଜଗି ବସିଥିଲା ମୃତ୍ୟୁ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଫୁଲମୁଠି ଛକ ଠାରେ ରାସ୍ତା ଉପରେ କଟା ହୋଇଥିବା ଧାନ ଗଦା ଉପରକୁ ବାଇକ ଚଢ଼ି ଯାଇଥିଲା । ଫଳରେ…
Read More...

ବାଇକ ମୁହାଁମୁହିଁ ଧକ୍କା ; ବାଇକ ଚାଳକଙ୍କ ମୃତ୍ୟୁ ଦୁଇ ଗୁରୁତର

ଥୁଆମୂଳ ରାମପୁର( ସୁଶାନ୍ତ ନାୟକ);- ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର । ଏଭଳି ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା ବାଲିସରା ଡମ ମସାଣି ନିକଟରେ । ସୂଚନା ମୁତାବକ , ମୃତ ବାଇକ୍…
Read More...