ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆଜିଠୁ ବଢିବ ବର୍ଷାର ପରିମାଣ । ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ଆଶଙ୍କା ରହିଛି । ରାଜ୍ୟରେ ୨୧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଂକା ରହିଛି । ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼,…
Read More...

ଭାରତ ରଚିବ ଇତିହାସ, ସପଳତା ପାଇଁ ସବୁଠି ଚାଲିଛି ପୁଜାର୍ଚ୍ଚନା

ନୂଆଦିଲ୍ଲୀ: ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରେର)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚନ୍ଦ୍ରଯାନ-୩ର କାର୍ଯ୍ୟକଳାପ ଉପରେ ଇସ୍ରୋ ଇଞ୍ଜିନିୟର ଏବଂ…
Read More...

ନୂଆଦିଲ୍ଲୀଠାରେ ଧାରଣାରେ ବାମନଘାଟୀରୁ ଶତାଧିକ ସାମିଲ

ରାଇରଙ୍ଗପୁର : ଆଦିବାସୀ ହୋ ଭାଷାକୁ ସମ୍ବିଧାନର 8ମ ଅନୁଚ୍ଛେଦରେ ସାମିଲ ଦାବିରେ ନୂଆଦିଲ୍ଲୀର ଯନ୍ତ୍ରମନ୍ତରଠାରେ ଦିନିକିଆ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଆଦିବାସୀ ହୋ ଯୁବ ମହାସଭାର କେନ୍ଦ୍ରୀୟ ସଭାପତି ଡାକ୍ତର ବାବୁଲୁ ଶୁଣ୍ଡି ଏବଂ ଅଖିଳ ଭାରତ ହୋ…
Read More...

ଚନ୍ଦ୍ରଯାନ-୩ କୁ ନେଇ ସେସିଆଲ ମିଡିଆରେ ମଜାକ ବନାଇଲେ ପ୍ରକାଶ ରାଜ

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ ଉପରେ ସେସିଆଲ ମିଡିଆରେ ମଜାକ ଉଢାଉଥିଲେ ଅଭିନେତା ପ୍ରକାଶ ରାଜଙ୍କ ବିରୋଧରେ ମାମଲା । ଏହି ମାମଲାଳ ରୁଜୁ ହୋଇଛି ଜର୍ଣ୍ଣାଟକର ବାଗାଲକୋଟା ଥାନାରେ । ସେହି ପୋଷ୍ଟରେ ସେ ଚନ୍ଦ୍ରଯାନ-୩କୁ ନେଇ ତାତ୍ସଲ୍ୟ କରିଥିଲେ । ଚନ୍ଦ୍ରଯାନ-୩ ଉପରେ ମିଶନ ଉପରେ ଏହି ପୋଷ୍ଟ…
Read More...

ରାସ୍ତା ନଥିବାରୁ ଭାରରେ ବୁହା ହେଲେ  ଗର୍ଭବତୀ ମହିଳା

କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ :  ନେଟୱର୍କ ଅଭାବରୁ ହୋଇ ପାରୁନି ଯୋଗାଯୋଗ । ଗର୍ଭବତୀ ମହିଳାଙ୍କୁ  ଭାରରେ  ନେବକୁ ପଡୁଛି। ଏମିତି ଏକ ଅଭାବନୀୟ  ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଢ଼ିଙ୍ଗିଆ ପଞ୍ଚାୟତରେ । ପ୍ରଥମ ଥର ଏପରି ଘଟିନି ଆଗରୁ ଅଧ୍ୟ  ଏ ଭଳି ଘଟଣା…
Read More...

ସୁରତର ଜଣେ ବ୍ୟବସାୟୀ ବିରାଟଙ୍କୁ ଉପହାରରେ ଦେବେ ହୀରା ବ୍ୟାଟ

ନିକଟରେ ବିରାଟଙ୍କୁ ୧୫ ବର୍ଷ ପୂରିଛି । ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟଙ୍କ ଫ୍ୟାନ୍ ଫଲୋଇଂ ଆକାଶଛୁଆଁ। ତେଣୁ ଫ୍ୟାନ୍ସ ବିରାଟଙ୍କ ପାଇଁ କେତେ ବେଳେ କିଛି ବି କରିପାରନ୍ତି । ଏମିତି ଜଣେ ଫ୍ୟାନ୍ସ ବିରାଟଙ୍କୁ ଏଭଳି ଉପହାର ଦେବାକୁ କହି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେିଛନ୍ତି । ବିରାଟ…
Read More...

ଏସିଆ କପରେ ସ୍ଥାନ ପାଇବି ସ୍ୱପ୍ନରେ ବି ସୁଦ୍ଧା ଭାବିନଥିଲି

ସୋମବାର ଏସିଆ କପ ପାଇଁ ଟିମ ଚୟନ ହୋଇସାରିଛି । ଟିମରେ ତିଲକ ବର୍ମାଙ୍କ ଚୟନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛି । ନିଜର ଦମଦାର ପ୍ରଦର୍ଶନ ବଳରେ ଏସିଆ କପ ପାଇଁ ନଜ ସ୍ଥାନ ସଂରକ୍ଷଣ କରିନେଇଛି । ଏସିଆ କପ ନେଇ ତିଲକ ବର୍ମା ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କହିଛନ୍ତି ମୁଁ କେବେ ସ୍ୱପ୍ନରେ…
Read More...

ନରେନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନୋନିତ

ଚାନ୍ଦବାଲି: ଚାନ୍ଦବାଲି ଥାନା ପାଇଁ ଗୌରବ ଆଣିଛନ୍ତି ଏ ଏସ ଆଇ ନରେନ୍ଦ୍ର କୁମାର ରାଉତ । ଚାନ୍ଦବାଲି ଥାନାରେ ୨୦୨୧ ରୁ ଆଜି ପର୍ଯ୍ୟନ୍ତ ଏ ଏସ ଆଇ ଭାବେ କାର୍ଯ୍ୟରତ ଅଛନ୍ତି । ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନନିତ କରାଯାଇଛି । ପୂର୍ବରୁ ୨୦୦୫…
Read More...

ନଖାଇକି ନୁହେଁ , ଖାଇକି କରନ୍ତୁ ଓଜନ ହ୍ରାସ

ଆଜିକାଲି ଓଜନ ବଢିବା ଏକ ବଡ ସମସ୍ୟା ।ସଭିଏଁ ଚାହାନ୍ତି ଫିଟ୍ ରହିବାକୁ। ସେଥିପାଇ ଭିନ୍ନ ଭିନ୍ନ ଉପାୟ ଓଜନ ହ୍ରାସ କରିବାର ନିଶା ସଭିଙ୍କୁ ଘାରିଛି।  କିନ୍ତୁ  ଖାଦ୍ୟକୁ ନିୟନ୍ତ୍ରଣରେ ରଖି ଫିଟ୍ ରହିବାକୁ କେହି ବି ଚାହାନ୍ତି ନାହିଁ। ସଭିଏଁ ଚାହାନ୍ତି ଆମେ ସବୁ ସ୍ବାଦିଷ୍ଟ ଜିନିଷ ଖାଇବା…
Read More...

ଲାଗୁ ହେବ ରୋମିଓ-ଜୁଲିଏଟ ଆଇନ ? ଯହାକୁ ନେଇ ଦେଶରେ ଚର୍ଚ୍ଚା

ନୂଆଦିଲ୍ଲୀ: ବିଦେଶ ପରି ଆମ ଦେଶରେ ଲାଗୁହେଇପାରେ ରୋମିଓ ଜୁଲିଏଟ ଆଇନ । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମତାମତ ଦେବାକୁ କହିଛନ୍ତି ରୋମିଓ ଜୁଲିଏଟ । ଏହି ଆଇନ ଲାଗୁ ହେଲେ ଦେଶରେ ୧୮ ବର୍ଷରୁ କମ ପିଲାଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଆଇନଗତ ଭାବେ ବୈଧ ହୋଇପାରେ । ଅର୍ଥାତ ଏହି ଆଇନ…
Read More...