ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ରାଇରଙ୍ଗପୁର : ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବାମନଘାଟି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଆୟୋଜିତ ।…
Read More...

ଗଣ୍ଡଳା ଧାନ ମିଲରେ ଅଗ୍ନିକାଣ୍ଡ

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ହିଂଜିଲି ଥାନା ଗଣ୍ଡଳା ଗ୍ରାମରେ ଏକ ଧାନ ମିଲରେ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଛି ।ଘଟଣା ସ୍ଥଳରେ ହିଂଜିଲିକାଟୁ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।ମିଲରେ ଗଚ୍ଛିତ ଥିବା ଧାନ ଓ ଚାଉଳ ସମ୍ପୂର୍ଣ୍ଣ ପୋଡି…
Read More...

ବାରାହୀ ପାହାଡ଼ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଦମକଳ କେନ୍ଦ୍ର ନିକଟବର୍ତ୍ତୀ ବାରାହୀ ପାହାଡ଼ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ମୃତ ମହିଳାଙ୍କ ନାମ ଲିଲି ନାୟକ,ଗତ ଦଶ ଦିନ ଧରି ସେ ନିଖୋଜ ଥିଲେ। ତେବେ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସେପଟେ…
Read More...

ଜିନ୍ଦଲ କମ୍ପାନୀର ଦାଦାଗିରି , ପ୍ରଶାସନ ସବୁ ଜାଣି ଚୁପ

ଅନୁଗୋଳ (ସୁଧାକର ସାହୁ) : ଅନୁଗୋଳରେ ଥିବା ଜିନ୍ଦଲ କମ୍ପାନୀ ତାର ନିଜସ୍ୱ କୋଇଲା ଖଣିରୁ କୋଇଲା  ଉତ୍ତୋଳନ ପାଇଁ ରାଇଝରଣ ଗ୍ରାମକୁ ଅଧିଗ୍ରହଣ କରିଥିଲା l ମାତ୍ର ଗ୍ରାମବାସୀଙ୍କୁ ସେମାନଙ୍କର ଉପଯୁକ୍ତ କ୍ଷତିପୂରଣ  ନଦେଇ ଲୋକଙ୍କୁ ପୋଲିସର ଭୟ ଦେଖାଇ ଜୋର ଜବରଦସ୍ତ କୋଇଲା ଉତ୍ତୋଳନ ପାଇଁ…
Read More...

ଏସ୍ କେ.ସି.ଜି ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମେଗା ରକ୍ତଦାନ ଶିବିର

ଗଜପତି: ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ଆଗାମୀ ସମୟରେ  ୧୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ମହାବିଦ୍ୟାଳୟର ରେଡ଼କ୍ରସ ଶାଖା ପକ୍ଷରୁ  ମେଗା ରକ୍ତଦାନ ଶିବିରରେ ୧୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ୧୨୫ତମ ସ୍ବନକ୍ଷତ୍ର ଦିବସ ମହାବିଦ୍ୟାଳୟ ପାଳନ କରିବାକୁ…
Read More...

ସାଇବର ସଚେତନତାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଗଣଦୌଡ଼

ଖୋର୍ଦ୍ଧା (ପ୍ରବୀଣ ଭଞ୍ଜ) : ସାଇବର କ୍ରାଇମ ବିରୁଦ୍ଧରେ ଏବେ ଅଣ୍ଟା ଭିଡ଼ିଛି ଖୋର୍ଦ୍ଧା ଜିଲ୍ଲା ପୁଲିସ । ଏ ନେଇ ଜିଲ୍ଲା ପୋଲିସ୍ ତରଫରୁ ସାଇବର ସୁରକ୍ଷା ସଚେତନତା ଲାଗି ଏକ ଗଣଦୌଡ ଅନୁଷ୍ଟିତ ହୋଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଓ ଏସ୍‌ପି ସିଦ୍ଧାର୍ଥ କଟାରିଆ ସବୁଜ ପତାକା…
Read More...

ପ୍ରାତଃ ଭ୍ରମଣ ବେଳେ ଟ୍ରକ ଧକ୍କାରେ ଦୁଇ ମୃତ

ପାଳଲହଡା : ପ୍ରାତଃ ଭ୍ରମଣ ବେଳେ ଟ୍ରକ ଧକ୍କାରେ ଦୁଇ ମୃତ । ମୃତକ ଜଣକ ହେଲେ ଅନୁଗୋଳ ଜିଲ୍ଲା  ପାଲଲହଡା ଥାନା ମୁକ୍ତାପୁର ଗ୍ରାମର ମାଧବ ସମାଡ଼ (୨୬)ଓ ଅନ୍ୟଜଣେ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଗୋଳାବନ୍ଧ ଗ୍ରାମର ରାଜେଶ ଶୁଣ୍ଢି (୧୭) । ଦୁର୍ଘଟଣା ସ୍ଥାନରୁ  ଟ୍ରକ  ସହ ଡ୍ରାଇଭର…
Read More...

ଇସ୍ରାଏଲ ରାସ୍ତାରେ କୁଢ କୁଢ ଶବ

ତେଲ ଆଲିଭ : ହମାସ୍ ବିରୋଧରେ ଇସ୍ରାଏଲ ସେନାର କ୍ଷୁଦ୍ଧ ଘୋଷଣା ପରେ ଏବେ ଉଭୟ ପକ୍ଷର ଆକ୍ରମଣ ଓ ପ୍ରତ୍ୟାକ୍ରମଣରେ ଇସ୍ରାଏଲ ମାଟି ଯୁଦ୍ଧ କ୍ଷେତ୍ରରେ ପାଲଟିଛି । ଶନିବାର ଆରମ୍ଭ ହୋଇଥିବା ସଂଘର୍ଷ ବେଳକୁ ବେଳ ତୀବ୍ର ହେବା ସହିତ ଉଭୟ ପକ୍ଷରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି । ରବିବାର…
Read More...

ଫେରିଯିବ ମୌସୁମୀ, ଆଗକୁ ବଢିବ ତାତି

ଭୁବନେଶ୍ୱର : ଫେରିଯାଇଛି ମୌସୁମୀ ସେଥିପାଇଁ ରାଜ୍ୟରେ ବଢିବ ତାତି । ଓଡିଶାରୁ ଆରମ୍ଭ ହୋଇଛି ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ର୍ରିୟା । ଆଜି ପଶ୍ଚିମ ଓଡିଶାର କିଛି ଅଞ୍ଚଳରୁ ବିଦାୟ ନେଇଛି ମୌସୁମୀ ।ଆସନ୍ତା ୪୮ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ରାଜ୍ୟରୁ ଅପସାରଣ ହେବ । ମୌସୁମୀ ଅପସାରଣ ପାଇଁ…
Read More...

କେନ୍ଦ୍ରାପଡ଼ା ପାଇଁ ଗର୍ବ ଆଉ ଗୌରବ, ଓଡ଼ିଆ ପୁଅ ହେଲେ ଦୁବାଇ ବାସିନ୍ଦା

ଓଡ଼ିଆ ପୁଅଙ୍କୁ ମିଳିଲା ଦୁବାଇରେ ଗୋଲଡେନ୍ ଭିସା ଓଡ଼ିଆ ପୁଅ ହେଲେ ଦୁବାଇ ବାସିନ୍ଦା ଅକ୍ଷୟ ପରିଜାଙ୍କ ପରେ ଦେବାଶିଷ କେନ୍ଦ୍ରାପଡ଼ା ପାଇଁ ଗର୍ବ ଆଉ ଗୌରବ ଭୁବନେଶ୍ୱର (ତାପସ ଦାସ): ବିଶ୍ୱର ମୁସଲିମ୍ ବହୁ ଦେଶ ଦୁବାଇ । ଏଠାରେ ରହିବା କଷ୍ଟକର ବ୍ୟାପାର । କୂଟନୈତିକ କ୍ଷେତ୍ରରେ…
Read More...