୧୨୮ ବର୍ଷପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ସହ ଆହୁରି ୪ଟି ଗେମ

କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଅଲମ୍ପିକ୍ସରେ ପୁଣି ସାମିଲ ହେବାକୁ ଯାଉଛି କ୍ରିକେଟ । ୧୨୮ ବର୍ଷପରେ ପୁଣିଥରେ ଦର୍ଶକ କ୍ରିକେଟ ମ୍ୟାଚର ମଜା ନେଇପାରିବେ । ଅନ୍ତର୍ଜାତୀୟ ଅଲମ୍ପିକ୍ସରେ କମିଟି ଶୁକ୍ରମାର ଦିନ ୫ଟି ଖେଳକୁ ସାମିଲ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ।…
Read More...

ବୃଦ୍ଧା ପତ୍ନୀଙ୍କ ବିକଳ ଆବେଦନ ଭାବବିହ୍ୱଳ  ହେଲେ ବିଚାରପତି : ୮୯ବର୍ଷରେ ଛାଡପତ୍ର

ଦୀର୍ଘ ୨୦ ବର୍ଷ ଧରି ଚାଲିଆସୁଥିବା ଛାଡପତ୍ରର ସମାଧାନ  ହୋଇଛି । ଶେଷରେ ଏହି ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ୮୨ ବର୍ଷୀୟା ପିତ୍ନୀଙ୍କ ଭାବପ୍ରବଣତାକୁ ଗୁରୁତ୍ୱ  ଦେଇ ସ୍ୱାମୀଙ୍କ ଆବେଦନକୁ ଖାରଜ କରିଛନ୍ତି।  ଏଭଳି ଘଟଣା ଘଟିଛି ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ସହ ।…
Read More...

ଟ୍ୱିଟର ବଡ ଆକ୍ସନ : ଆତଙ୍କବାଦୀ ସଂଗଠନର ବହୁ ଆକାଉଣ୍ଟ ବନ୍ଦ

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହାମସା ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ସେନା ପ୍ରତି ଆକ୍ରମଣ କାର୍ଯ୍ୟ ଜାରି ରହିଛି । ଇସ୍ରାଏଲ ସେନାହ ପ୍ରତି ଆକ୍ରମଣ କାର୍ଯ୍ୟ ଜାରି ରହିଛି । ଇସ୍ରାଏଲ ଏବସ ଗାଜାରେ ଏବେ ଯାଏଁ ୩୦୦୦ରୁ ଅଧିକ ଳୋକଙ୍କ ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି ।…
Read More...

ଭୋଗରାଇ ସମୁଦ୍ର କୂଳରୁ ୧୩ଫୁଟର ଘଡିଆଳ କୁମ୍ଭୀର ଉଦ୍ଧାର

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ସମୁଦ୍ର କୂଳରୁ ଏକ ବିଶାଳକାୟ ଘଡିଆଳ କୁମ୍ଭୀର ଉଦ୍ଧାର ହୋଇଛି । ଗୁରୁବାର ଭୋର ପ୍ରାୟ ୩ ଟା ସମୟରେ ୧୩ଫୁଟ ଲମ୍ବର ଏହି କୁମ୍ବୀର ଦେଖି ମତ୍ସ୍ୟଜୀବୀ ମାନେ ଫାଶ ଲଗାଇ ବାନ୍ଧିବା ସହ ବନବିଭାଗକୁ ଖବର ଦେଇଥିଲେ । ଶୁକ୍ରବାର ସକାଳେ ବନ ବିଭାଗ…
Read More...

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ କଟକଣା ; ସେବାୟତ ନିଯୋଗ ଓ ହୋଟେଲ ଆସେସିଏସନ ପ୍ରଶାସନ ଚିଠି

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ନୂଆ ଡ୍ରେସ କଟକଣା ନେଇ ସେବାୟତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦ୍ର ପ୍ରଶାସନ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିପରି ଡ୍ରେସ ପିନ୍ଧିବେ ସେନେଇ ସଚେତନ କରିବାକୁ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ…
Read More...

ଶ୍ରମିକ ନେତା ଘନଶ୍ୟାମ ଜେନା ବିୟୋଗରେ ପାରାଦୀପ ଶ୍ରମିକ ମାନେ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା

ପାରାଦୀପ (ପ୍ରଶାନ୍ତ କୁମାର ସ୍ଵାଇଁ) : ସର୍ବଭାରତୀୟ ଶ୍ରମିକ ନେତା ଘନଶ୍ୟାମ ଜେନା ବିୟୋଗରେ ପାରାଦୀପ ଶ୍ରମିକ ମାନେ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଛି  | ପାରାଦୀପ ଜୟଦେବ ସଦନ ଠାରୁ ସାରଳା ମନ୍ଦିର ଦେଇ ଏକ ଶୋଭାଯାତ୍ରାରେ ସ୍ତାନୀୟ  ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ…
Read More...

ଡାକ୍ତରଙ୍କ ଘରେ ସିବଆଇ ରେଡ୍ : କୋଟିଏରୁ ଅଧିକ ଟଙ୍କା ସହ ବିଦେଶୀ ମୁଦ୍ରା ଜବତ

ପାରାଦୀପ : କୋଟିପତି ଡାକ୍ତର ରଜେନ୍ଦ୍ର ନାରାୟଣ ପାଣିଗ୍ରହୀଙ୍କ ବିଭିନ୍ନସ୍ଥାନରେ ଗତକାଲିଠୁ ସିବିଆଇ ଚଢାଉ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ପୁଳା ପୁଳା ଟଙ୍କା ସହ ଫରୋନ କରେନ୍ସି ଜବତ ହୋଇଛି । ଏହାସହ ରାଜେନ୍ଦ୍ରଙ୍କ ଘରୁ ଦାମୀ ମଦ ଓ ସିଗାରେଟ ମିଳିଛି ସିବିଆଇକୁ । ପାରାଦୀପ…
Read More...

ରାସ୍ତାରୁ ସିଗାରେଟ ଉଠାଇ ସିଗାରେଟ ଡ୍ରେସ ବନାଇଲେ ଉର୍ଫି

ମୁମ୍ବାଇ : ଉର୍ଫି ଜାଭେଦ ସୋସିଆଲ ମିଡିଆରେ କିଛି ନା କିଛି କରି ଚର୍ଚ୍ଚାର ରୁହନ୍ତି । ଅଧିକାଂଶ ସମୟରେ ନିଜ ପୋଷାକ ପାଇଁ ହିଁ ଆଲୋଚନାର ପରିସର ଭିତରକୁ ଆସିଥାନ୍ତି।ପ୍ଲାଷ୍ଟିକ୍ ବ୍ୟାଗଠାରୁ ଆରମ୍ଭ କରି ପିଲାମାନଙ୍କର ଖେଳନା ପର୍ଯ୍ୟନ୍ତ, ପୂର୍ବରୁ ଉର୍ଫି ଅନେକ ଜିନିଷରୁ ତାଙ୍କ ପୋଷାକ…
Read More...

ଭାରତୀୟ କ୍ରକେଟ ଟିମ ପାଇଁ ଖୁସି ଖବର , ହସ୍ପିଟାଲରୁ ଡିସଚାର୍ଜ ହେଲେ ଶୁଭମନ

ଭାରତୀୟ କ୍ରକେଟ ଟିମ ପାଇଁ ଖୁସି ଖବର । ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ଶୁଭମନ ଗିଲ । ସକାଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଶୁଭମନ ଆଗାମୀ ମ୍ୟାଚ ଖେଳିବେ କି ନାହିଁ ସେ ବାବଦରେ ବିସିସିଆଇ ପକ୍ଷରୁ କୌଣସି ସ୍ୱଷ୍ଟ…
Read More...

ଗାଜା ପଟ୍ଟୀ ନିକଟରୁ ମିଳିଛି ୧୫ଶହ ହମାସା ଆତଙ୍କବାଦୀଙ୍କ ମୃତଦେହ

ଇସ୍ରାଏଲ ଉପରେ ହମସା ଆତଙ୍କବାଦୀ ଆକ୍ରମର ପରେ ଏବେ ଇସ୍ରାଏଲ ତରଫରୁ ଫିଲିସ୍ତନ ଉପରେ ହଜୋରଦାର ଆକ୍ରମଣ ଜାରି ରହିଛି । ଏସବୁ ଭିତରେ ଇସ୍ରାଏଲ ସେନା ଦାବି କରିଛି କି ଗାଜା ପଟ୍ଟୀ ନିକଟବର୍ତ୍ତୀଅଞ୍ଚଳରୁ ୧୫ଶହ ହମସା ଆତଙ୍କବାଦୀଙ୍କ ଶବ ମିଳିଛି । ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବୋଞ୍ଜାମିନ…
Read More...