ପାରା ଏସିଆନ ଗେମ୍ସ : ଭାରତୀୟ ଦଳରେ ୭ ଓଡିଆ
ଭୁବନେଶ୍ୱର : ହାଙ୍ଗଝୋଉ ଏସିଆନ ଗେମ୍ସରେ ପ୍ରଥମ ଥର ୧୦୬ ପଦକ ହାସଲ କରିଛି । ଏହା ଦ୍ୱାରା ଦେଶରେ କ୍ରୀଡାର ବାତାବରଣ ସୃଷ୍ଟି ହୋଇଛି । ଏବେ ପାରା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୭ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ପୂଜାସ୍ୱିନୀ ନାୟକ…
Read More...
Read More...