୫୮ ବର୍ଷରେ ପାଦ ଦେଇଛନ୍ତି ବଲିଉଡର ସୁପରଷ୍ଟାର କିଙ୍ଗ ଖାନ ଶାହାରୁଖ

ମୁମ୍ବାଇ : ଆଜି ବଲିଉଡର ସୁପରଷ୍ଟାର କିଙ୍ଗ ଖାନ ତଥା ବାଦଶାହ ଶାହାରୁଖଙ୍କ ଜନ୍ମ ଦିନ । ରେମାନ୍ସର କିଙ୍ଗ ଶାହାରୁଖ ଆଜି ୫୮ ବର୍ଷରେ ପାଦ ଦେଇଛନ୍ତି । ଶାହାରୁଖଙ୍କ କ୍ରେଜ ଆଜିବି କମିନି । ରେମାନ୍ସ ହେଉ କି ଆକ୍ସନ ଫ୍ୟାନ ତାଙ୍କର ପ୍ରତ୍ୟେକ ଚରିତ୍ରକୁ ଖୁବ ପସନ୍ଦ କରନ୍ତି । ପଠାନ ଷ୍ଟାର…
Read More...

ମାଲାୟଲମ ଅଭିାନେତ୍ରୀଙ୍କ ହୃଦଘାତରେ ବିୟୋଗ : ୮ମାସ ଥିଲେ ଗର୍ଭବତୀ , ପିଲା ଆଇସିୟୁରେ

ସାଉଥ୍‌ ସିନେମା ଜଗତରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାଲାୟାଲମ୍ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଡା. ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ ୩୫ ବର୍ଷୀୟା ପ୍ରିୟା ୮ ମାସର ଗର୍ଭବତୀ ଥିଲେ ଏବଂ ଡାକ୍ତରଖାନାରେ…
Read More...

IFS ସୁଶାନ୍ତ ନନ୍ଦ ହେଲେ ବନ୍ୟପ୍ରାଣୀ ସଂରକ୍ଷକ

ଭୁବନେଶ୍ବର : ଆଇଏଫଏସ୍‌ ସ୍ତରରେ ଅଦଳବଦଳ। IFS ସୁଶାନ୍ତ ନନ୍ଦଙ୍କୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦାୟିତ୍ବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ନିଜ ଦାୟିତ୍ବ ସହ ପିସିସିଏଫ- ୱାଇଲ୍ ଡ ଲାଇଫ ଦାୟିତ୍ବ ତୁଲାଇବେ। ସେହିପରି ଆଇଏଫଏସ୍‌ ମନୋଜ ନାୟାରଙ୍କୁ CDAର ମୁଖ୍ୟ ଭାବେ ଦାୟିତ୍ବ…
Read More...

ସାରାଙ୍କ ସହ ଶୁଭମନ , ୟୁଜର୍ସ କହିଲେ ଏଥର କନଫର୍ମ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ଓପନର ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ କିଏ ବା ନ ଜାଣେ । ତେବେ ଶୁଭମନ ଗିଲ ତାଙ୍କ କ୍ରିକେଟ ପାଇଁ ଯେତେ ଚର୍ଚ୍ଚାରେ ରୁହନ୍ତି ସେହିପରି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ର୍ଚ୍ଚରେ ରୁହନ୍ତ । ତାଙ୍କ ରିଲେସନସିପ ଷ୍ଟାଟସକୁ ନେଇ ଅନେକ ର୍ଚ୍ଚରେ…
Read More...

ଅଷ୍ଟ୍ରେଲିଆକୁ ଝଟକା: ଗୋଲ୍ଫ କୋର୍ଟରୁ ଖସିଲେ ମ୍ୟାକ୍ସୱେଲ, ଇଂଲଣ୍ଡ ବିପକ୍ଷରେ ଖେଳିବେନି

ନୂଆଦିଲ୍ଲୀ : ଚଳିତ ବିଶ୍ୱକପ ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ ଝଟକା । ଦଳର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଗୋଲ୍ଫ କୋର୍ଟରୁ ଖସି ଆହତ ହୋବା କାରଣରୁ ଇଂଲଣ୍ଡ ବିପକ୍ଷ ମ୍ୟାଚ ଖେଳିପାରିବେ ନାହିଁ । ଏହି ମ୍ୟାଚ୍ ନଭେମ୍ଵର ୪ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ…
Read More...

ଶଚିନ୍ଦ୍ର ଦାସ ମୟୂରଭଞ୍ଜ ଜିଲ୍ଲାର ବିଜେଡି  ଉପସଭାପତି ଭାବେ ନିଯୁକ୍ତି

ରାଇରଙ୍ଗପୁର : ଵହଳଦା ବ୍ଳକର ବରିଷ୍ଠ ବିଜେଡ଼ି ନେତା ଶଚିନ୍ଦ୍ର ଦାସ ( ଶଚିନ)ଙ୍କୁ ମୟୂରଭଞ୍ଜ ସଦର ଜିଲ୍ଲା ବିଜେଡ଼ି ଉପସଭାପତି ଭାବେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି ।  ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ  ଗତକାଲି ବିଜ୍ଞପ୍ତି…
Read More...

ରବି ଫସଲ ପାଇଁ ଜଳ ଯୋଗାଣ ନିମନ୍ତେ ‘ କୃଷକ ଉତ୍ପାଦକ ସଂଗଠନ’ , ଜଳ ସଂପଦ ବିଭାଗ ଯନ୍ତ୍ରୀଙ୍କୁ ଦାବିପତ୍ର

ରାଇରଙ୍ଗପୁର : ଧାନ ଅମଳ ପରେ ପରେ ରବି ଚାଷ ଆରମ୍ଭ ହେବ । ଲୌହର ପ୍ରାଚୁର୍ଯ୍ଯ ଭିତରେବି  ଶିଳ୍ପ ବିହୀନ ବାମନଘାଟୀ ଉପଖଣ୍ଡର କୃଷକଙ୍କ ପାଖରେ ଧାନ ଚାଷ ଛଡ଼ା ସେମାନଙ୍କ ପାଖରେ ବିକଳ୍ପ ଵ୍ଯଵସ୍ଥା ନାହିଁ  ।  ସେଥିପାଇଁ  ଦାଦନ ଖଟିବାକୁ ଯୁବ ଗୋଷ୍ଠୀ ପ୍ରସ୍ତୁତ ହେଲେଣି । ଏଠାରେ କ୍ଷୁଦ୍ର‌ ଓ…
Read More...

ରାଜ୍ୟର ସବୁ ବିଶ୍ୱ ବିଦ୍ୟାଳୟର କ୍ୟାମ୍ପସ ହେବ WI-FI

ଭୁବନେଶ୍ବର: ରାଜ୍ୟର ସବୁ ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସ ହେବ Wi-Fi ଯୁକ୍ତ। ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା Wi-Fi। ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସୁବିଧା ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତି। ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍ ଲାଇନରେ ରହିଛି। ମାଗଣା  ଇଣ୍ଟରନେଟ ସୁବିଧା ଦ୍ଵାରା…
Read More...

ଆକ୍ସନ ମୋଡରେ କମିଶନରେଟ ପୋଲିସ , ବେଆଇନ ବାଣ ବିକ୍ରି ଓ ତିଆରି ଉପରେ ଲାଗିବ ରୋକ

ଭୁବନେଶ୍ବର : ଦୀପାବଳି ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ। ବେଆଇନ ବାଣ ବିକୁଥିଲେ କିମ୍ବା ତିଆରି କରୁଥିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ବେଆଇନ ବାଣ ତିଆରିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବ ପୁଲିସ । ଜଦି ଆପଣଙ୍କ ଅଞ୍ଚଳରେ ବେଆଇନ ବାଣ ତିଆରି ହେଉଛି ତେବେ ଆପଣ ତୁରନ୍ତ…
Read More...

ଇଓଡବ୍ଲୁ ପରେ ଆରବିଆଇ ସାମ୍ନାରେ ଇଡି, ୨ ହଜାର ଟଙ୍କା ବଦଳାଇବାକୁ ଧାଡିରେ କରୁଛନ୍ତି ପଚରାଉଚରା

ଭୁବନେଶ୍ବର : ଇଓଡବ୍ଲୁ ପରେ ଆରବିଆଇ ସାମ୍ନାରେ ପହଞ୍ଚିଲା ଇଡି । ୨ହଜାର ଟଙ୍କା ବଦଳାଇବାକୁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରିବା ସହ କରୁଛନ୍ତି ତନାଘନା । ଟଙ୍କା ବଦଳାିବାକୁ ଆରବିଆଇ ସାମ୍ନାରେ ଲାଗିଛି ଲମ୍ବା ଲାଇନ । ଧାଡିରେ ଠିଆ ହୋଇଥିବା ଲୋକକୁ ଇଓଡବ୍ଲୁ ଟିମ ପଚରାଉଚରା କରୁଛନ୍ତି…
Read More...