ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର:ଆଜି ବିଜେଡିର ସଂସଦୀୟ ଦଳ ବୈଠକ । ସଂସଦର ମୌସୁମୀ ଅଧିବେଶନ ପାଇଁ ଆଜି ସନ୍ଧ୍ୟାରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ । ଗୃହରେ ଆଭିମୁଖ୍ୟ ନେଇ ରଣନୀତି ପ୍ରସ୍ତୁତ କରିବ ବିଜେଡି । ଆଜି ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧକ୍ଷତାରେ ବୈଠକ ବସିବ । ସଂସଦର ଅଧିବେଶନରେ…
Read More...

ରେନକୋର୍ଟ ପିନ୍ଧି ଲୋକଙ୍କ ସମସ୍ୟା ବୁଝିଲେ ୫ଟି ସଚିବ

ଦେବଗଡ:ଆଜି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଦେବଗଡ ଗସ୍ତର ଶେଷଦିନ । ୫ଟି ସଚିବଙ୍କ ଆଗରେ ପିକା ପଡିଛି ବର୍ଷା । ଲୋକମାନେ ବର୍ଷାରେ ଭିଜି ୫ଟି ସଚିବଙ୍କୁ ଅପେକ୍ଷା କରିଥିିଲେ । ୫ଟି ସଚିବ ମଧ୍ୟ ଲୋକଙ୍କ ସମସ୍ୟା ଶୁଣିବା ଓ ଦାବିପତ୍ର ଗ୍ରହଣ କରିବା ପାଇଁ ବର୍ଷା ପାଗରେ ରେନକୋଟ ପିନ୍ଧି…
Read More...

୫୩ ବର୍ଷ ପୂର୍ବେ ଜଙ୍ଗଲରୁ କାଠ କାଟିଥିଲେ ଏବେ ହେଲେ ଗିରଫ

ରାଜସ୍ଥାନ: ୫୩ ବର୍ଷ ପୂର୍ବେ ଜଙ୍ଗଲରୁ କାଠ କାଟିଥିଲେ ଏବେ ହେଲେ ଗିରଫ । ୭ଜଣ ବୃଦ୍ଧାଙ୍କୁ ଗିରଫ କରି କେର୍ଟ ଚାଲାଣ କରିଛି ପୁଲିସ । ଏହି ମହିଳାମାନେ ୧୯୭୧ ମହିହାରେ ଯୁବତୀ ଥିବା ଅବସ୍ଥାରେ ରୋଷେଇ କରିବାକୁ ନିକଟସ୍ଥ ହିଣ୍ଡୋଲି ଜଙ୍ଗଲରୁ କାଠ କାଟିଥିଲେ । ଏହାକୁ ନେଇ ବନ ବିଭାଗ ସେମାନଙ୍କ…
Read More...

ଏକାଦିନେ ଗୋଟେ ପରିବାରର ୯ଜଣଙ୍କ ଜନ୍ମଦିନ

ନିଜ ଜନ୍ନଦିନକୁ ସମସ୍ତେ ବେଶ୍ ଧୁମଧାମରେ ପାଳନ କରନ୍ତି । ଏହି ଦିନ ସମସ୍ତଙ୍କ ପାଇଁ ବେଶ ଖାସ ଓ ସ୍ୱତନ୍ତ୍ର ହୋଇଥାଏ । ତେବେ ଏମିତି ଏକ ପରିବାର ଅଛି, ଯେଉଁ ପରିବାରର ସବୁ ସଦସ୍ୟଙ୍କ ଜନ୍ମଦିନ ଗୋଟେ ତାରିଖରେ ପଡିଥାଏ । କଥାଟି ଅବିଶ୍ୱସନୀୟ ଲାଗୁଥିଲେବି ଏହା ସତ । ପାକିସ୍ତାନର ଲରକାନା…
Read More...

ମାହିଙ୍କ ଆଗରେ କଥା ହେବାକୁ ଡରନ୍ତି ଚହଲ

ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦର ଚହଲ । ସେ ପଡିଆ ହେଉ କିମ୍ବା ପଡିଆ ବାହାରେ ସବୁବେଳେ ମସ୍ତି କରନ୍ତି । ତାଙ୍କ ସହ ର୍ଯେୁମାନେ ଖେଳନ୍ତି ତାଙ୍କ ସହ ବି ବହୁ ମଜା ମସ୍ତି କରନ୍ତି ଚହଲ । କିନ୍ତୁ ଚହଳ ଧୋନିଙ୍କୁ ଦେଖିଲେ ଭୟ କରନ୍ତି । ଧୋନିଙ୍କ ସହ କେବେ ବି ମଜାମସ୍ତି କରିବାର ସାହସ…
Read More...

ବାପାଙ୍କୁ ଭିଡିଓ କଲ କରି କାନ୍ଦିଲେ ଯଶ୍ୱସ୍ୱୀ

ମଣିଷର ଭାଗ୍ୟ କେତେବେଳେ କହାକୁ କେଉଁଠି ପହଞ୍ଚାଇ ଦେବ ତହା କହି ହେବନି । ସମ୍ବାଇ ରାସ୍ତାରେ ଗୁପଚୁପ ବିକୁଥିବା ସାଧାରଣ ପିଲା ଆଜି ଭାରତର ଷ୍ଟାର ବ୍ୟାଟର । ତେବେ ଯଶସ୍ୱୀ ଜୟସୱାଲ ଡେବ୍ୟୁ ମ୍ୟାଚରେ ୧୭୧ ରନ କରି ରେକର୍ଡ କରିଛନ୍ତି । ଡୋମିନିକରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ…
Read More...

ପ୍ରଭାତ ହେଲେ ଗଞ୍ଜାମ ଜିଲ୍ଲା ବିଜେଡ଼ି ଯୁବ ସାଧାରଣ ସମ୍ପାଦକ

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ମ୍ୟୁନିସିପାଲିଟିର ଘରେ ଘରେ ପରିଚିତ ଯୁବ ଚେହେରା ତଥା ୱାର୍ଡ ନଂ ୨୦ର ଅଧିବାସୀ ହେଉଛନ୍ତି ପ୍ରଭାତ ମହାରଣା।ପ୍ରଭାତ ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣା ନାମ।ସେ ପିଲାଟି ଦିନରୁ ସମାଜସେବାରେ ମନୋନିବେଶ କରି ସରକାର,ପ୍ରଶାସକ ତଥା ଗୁରୁଜନଙ୍କ ନିକଟରୁ ସାଧୁବାଦ…
Read More...

ହିଂଜିଳିକାଟୁ ଅଞ୍ଚଳର ନେତାଙ୍କୁ ବିଭିନ୍ନ ପଦପଦବୀରେ ସ୍ଥାନ ମିଳିଛି

ହିଂଜିଳିକାଟୁ: ଆଗକୁ ଆସୁଥିବା  ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହିଂଜିଳିକାଟୁ ଅଞ୍ଚଳର ୨୯ଜଣ ନେତାଙ୍କୁ ବିଭିନ୍ନ ପଦପଦବୀରେ ସ୍ଥାନ ମିଳିଛି । ଯୁବଛାତ୍ର,ବରିଷ୍ଠ ନାଗରିକ ଓ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।ଦଳ ଆଗକୁ କିଭଳି ମଜବୁତ ହେବ ଓ ଭୋଟ୍ ବ୍ୟବଧାନ ବଢିବା ଆଶା ନେଇ ଶନିବାର…
Read More...

ଯାଜପୁର ରୋଡଥାନା ଅନ୍ତର୍ଗତ ଅହମ୍ମଦ ନଗରରୁ ବିପୁଳ ପରିମାଣର ଗୋ ଚମଡା ଜବତ

ଯାଜପୁର: ଯାଜପୁର ରୋଡଥାନା ଅନ୍ତର୍ଗତ ଅହମ୍ମଦ ନଗରରୁ ବିପୁଳ ପରିମାଣର ଗୋ ଚମଡା ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ ଅହମ୍ମଦ ନଗରରୁ ଗୋ ଚମଡା ବୋଝେଇକରି ପାଣିକୋଇଲି ଅଭିମୁଖେ ଆସୁଥିଲା । ଟ୍ରକଟିରୁ ପଚା ଦୁର୍ଗନ୍ଧ ବାହାରି ପାଣି ବୋଉଥିବାରୁ ଦଳା ନିକଟରେ ସ୍ଥାନୀୟ ଲୋକ ଗାଡିଟିକୁ ଅଟକାଇ…
Read More...

ବଦଳିଲେ ବିଷମ କଟକ ଏସ୍‌.ଡି.ପି.ଓ

ବିଷମକଟକ:ଶୁକ୍ରବାର ଦିନ ଗୃହ ବିଭାଗର ଏସ୍.ଡି.ପି.ଓ. ସ୍ଥରରେ ଏକ ବଡ ଧରଣ ଅଦଳ ବଦଳ ହୋଇଛି  । ଏହି ବଦଳି ତାଲିକାରେ ରାୟଗଡା ଜିଲ୍ଲା ବିଷମ କଟକ ଏସ୍.ଡି.ପି.ଓ ଆକାଶ କୁମାର ସାହୁଙ୍କୁ ଏସ୍.ଓ.ଜି ର ଡେପୁଟି ଆରକ୍ଷି ଅଧିକ୍ଷ ଭାବେ ଭୂବନେଶ୍ୱର ବଦଳି କରାଯାଇଥିବା ବେଳେ ବ୍ରହ୍ମପୁର…
Read More...