ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ…
Read More...

ଆମ୍ବ ଖାଇ ମହିଳା ମୃତ,ପୋଷ୍ଟମର୍ଟମ ରିପୋର୍ଟରେ ବାହାରିଲା ସତ

ଆମ୍ବା ହେଉଛି ଫଳ ମାନଙ୍କର ରାଜା । ଏହା ସିଜିନ ଅନୁସାରେ ମିଳେ ତେଣୁ ଲୋକମାନେ ଏହାକୁ ଖାଇବାକୁ ଖୁବ୍ ପସନ୍ଦ କରନ୍ତି ।ଛୋଟରୁ ବଡ ଯାଏ ଆମ୍ବ ଖାଇବାକୁ ସମସ୍ତେ ଭଲପାଆନ୍ତି । ଆମ୍ବରେ ଫାଇବର ଏବଂ ଭିଟାମିନ୍ସ ସହିତ ଅନେକ ଲାଭଦାୟକ ଗୁଣ ରହିଛି । ଏତେ ଆମ୍ବ ଖାଇ ଜଣଙ୍କର ଜୀବନ ଯାଇଛି । ଏହା…
Read More...

ବିଶ୍ୱକପ ପାଇଁ ୫୦୦ ହେଟେଲ ଖୋଲିବ OYO

ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଅକ୍ଟେବର ୫ରୁ ଅହମଦାବାରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଇଂଲଣ୍ଡ ଏବଂ ନୁଜିଲାଣ୍ଡ ମଧ୍ୟରେ ହେବ । ସେଥିପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏଥିପାଇଁ ଙଣଙ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି । ବିଶ୍ୱକପକୁ ଦୃଷ୍ଟିରେ…
Read More...

ମାସକରେ ଦେଢ କୋଟି ଆୟକଲେ ପୁନେ ଚାଷୀ, ଗୋଟିଏ ଦିନରେ ବିକିଥିଲେ ୧୮ଲକ୍ଷ ଟମାଟୋ

ପୁନେ: ଦେଶବ୍ୟାପୀ ଟମାଟୋର ଅତ୍ୟଧିକ ଦରବୃଦ୍ଦି ଯୋଗୁ ସାଧାରଣ ଜନତାଙ୍କ ରୋଷେଇ ଘରୁ ତାହା ଉଭାନ୍ ହୋଇଯାଇଛି । କେତେକ ରାଜ୍ୟରେ ଚାଷୀଙ୍କୁ ତାହା ଭରପୁର ଫାଇଦା ଆଣିଦେଇଛି । ମହାରାଷ୍ଟ୍ର ପୁନେ ସହର ଅନ୍ତର୍ଗତ ଜୁନ୍ନର ଅଂଚଳର ତୁକାରାମ ଭାଗୋଜି ଗାୟକର ନାମକ ଚାଷୀ ଓ ତାଙ୍କ ପରିବାର ମାସକରେ…
Read More...

ନଦୀ ସମୁଦ୍ର ମିଶ୍ରଣରେ ସୃଷ୍ଟି ହେଉଛି ଅଦ୍ଭୁତ ରଙ୍ଗ

ଆମେ ସବୁ ବେଳେ ବିଭିନ୍ନ ଜଳପ୍ରପାତ କଥା ଶୁଣି ଆସୁଛୁ । ଆମେରିକା,ବ୍ରିଟେନ, ଫ୍ରାନ୍ସ, , ଜର୍ମାନୀ ପରି ଅନେକ ଦେଶ ଥିବା ଜଳାଶୟ ବିଷୟରେ ସୁଣିଛୁ । ହେଲେ କାନାଡାରେ ଥିବା ଏମିତି ଏକ ଜଳାଶୟ ଅଛି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। କାନାଡାର ଫ୍ରେଜର ନାମକ ଜଳାଶୟର ଜଳ ସମୁଦ୍ରରେ…
Read More...

ସ୍ୱାଧୀନତା ଦିବଶ ପାଇଁ ବୈଠକ

ରାଇରଙ୍ଗପୁର : ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ସଭାପତିତ୍ବରେ ୭୭ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ପ୍ରସ୍ତୁତି…
Read More...

ଏନଡିଏ ବିରୋଧରେ ଲଢିବ ଇଣ୍ଡିଆ

ଏନଡିଏ ବିରୋଧରେ ଲଢିବ ଇଣ୍ଡିଆ । ୨୦୨୪ ନିର୍ବାଚନରେ ବିରୋଧୀଙ୍କୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ପାଟନା ପରେ ବେଙ୍ଗଲୁରୁରେ ଦୁଇଦିନିଆ ବୈଠକ ଆୟେଜିତ ହୋଇଛି । ତେବେ ଏହି ବୈଠକର ନାଁ ଇଣ୍ଡିଆ ରଥିଛନ୍ତି । ଯାହାର ପୂରା ନାଁ ହେଉଛି Indian National Democratic Inclusive…
Read More...

ଲୁପ ଲାଇନରେ ପଶିଗଲା ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ

ବାଲେଶ୍ୱର:ଲୁପ ଲାଇନରେ ପଶିଗଲା ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ । ଲୋକୋ ପାଇଲଟଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ଟଳିଲା ବିପଦ । ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମେୁ ଟ୍ରେନ । ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ । ନୀଳଗିରି ରୋଡରେ ଦୁର୍ଘଟଣାରୁ ବର୍ତ୍ତିଲେ ଟ୍ରେନ । ଅଳ୍ପକେ…
Read More...

ଅଙ୍ଗନବାଡି କେନ୍ଦ୍ରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବାଜପୁର ପଞ୍ଚାୟତ ରାଇରଙ୍ଗପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ୟୋର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ରିନାରାଣୀ ନାୟକଙ୍କ ଆବାହକତ୍ବରେ ବୃକ୍ଷ ରୋପଣ  ହୋଇଛି। ଏଥିରେ ସରପଞ୍ଚ କେଦାର…
Read More...

ଆସନ୍ତା  ୨୫ରୁ ରଷ୍ଟ୍ରପତିଙ୍କ ୩ ଦିନିଆ ଓଡିଶା ଗସ୍ତ, ବିଦ୍ୟୁତ୍ ସରବରାହ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ସଚିବଙ୍କ…

ଭୁବନେଶ୍ୱର: ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।୨୫ ତାରିଖରୁ ୩ ଦିନିଆ ଓଡିଶା  ଗସ୍ତରେ ଆସିବେ ରଷ୍ଟ୍ରପତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟ ସଚିବଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତଚ ହୋଇଛି । ଗତ ମେ ମାସରେ ମହାମହିମ ରାଷ୍ଟ୍ରପତି…
Read More...