ସଂସଦ ସୁରକ୍ଷା ତ୍ରୁଟିକୁ ନେଇ ଗୃହରେ ହଟ୍ଟଗୋଳ : ଅଧୀର ଚୌଧୁରୀ ସହ ଆଉ ୩୩ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ : ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ଶୀତ ଅଧିବେଶନରେ ସାଂସଦଙ୍କ ହୋହଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ଅଚଳ ହୋଇ ଯାଇଛି। ପ୍ରବଳ ହଟ୍ଟଗୋଳ କରିବାରୁ ଆଜି ପୁଣି ୩୩ ଜଣ ସାଂସଦଙ୍କୁ ବହିଷ୍କାର କରିଛନ୍ତି ବାଚସ୍ପତି। ବିଭିନ୍ନ ବିରୋଧୀ ଦଳର ୩୩ ଜଣ ସାଂସଦ ବହିଷ୍କୃତ ହୋଇଥିବା ବେଳେ ସେମାନଙ୍କ…
Read More...
Read More...