ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ଚିଲିକା : ଚିଲିକା ମଝିରେ ଫସିଲା ଡଙ୍ଗା । ଡଙ୍ଗାଟ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଜହ୍ନିକୁଦା ଘାଟରୁ ସାତପଡା ଘାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମାତ୍ର ଯାନ୍ତ୍ରିକ ତୃଟି ଯୋଗୁଁ ଅଧା ବାଟରେ ଅଟକି ଯାଇଛି । ଏହି ଡଙ୍ଗା ୬୦ରୁ ଉର୍ଦ୍ଧ ଯାତ୍ରୀ ଥିବା ବେଳେ ୪୦ ରୁ ଅଧିକ…
Read More...

ଜୋରଦାର ବିକ୍ରି ହେଉଛି ‘ଡଙ୍କି’ ଫିଲ୍ମ ଟିକେଟ

ବଲିଉଡ କିଙ୍ଗ ଖାନ ଶାହାରୁଖ ଏହି ବର୍ଷର ତୃତୀୟ ଫିଲ୍ମ ଆସୁଛି । ତେବେ ‘ପଠାନ’ ଏବଂ ‘ଯୱାନ’ର ସଫଳତା ପରେ ‘ଡଙ୍କି’ ଏବେ ସିନେମା ହଲକୁ ଆସିବାକୁ ଯାଉଛି । ଏହି ଫିଲ୍ମ ପାଇଁ କ୍ରେଜ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହି ପରିସ୍ଥିତିରେ ‘ଡଙ୍କି’ର ଆଡଭାନ୍ସ ବୁକିଂ ଶନିବାର ଠାରୁ ଆରମ୍ଭ…
Read More...

ଶ୍ରଦ୍ଧା ସେବା ସହଯୋଗ ଫାଉଣ୍ଡେସନ ତରଫରୁ ବନ୍ଧୁ ମିଳନ ଅନୁଷ୍ଠିତ

ଅନୁଗୁଳୁ  : ଅନୁଗୁଳୁ  ଜିଲ୍ଲା କଣିହାଁ ବ୍ଲକ ପାରାବିଲ ପଂଚାୟତ ଅନ୍ତର୍ଗତ ଗହମ ଆମ୍ବତୋଟା ଠାରେ ପାଳଲହଡା ନିର୍ବାଚନ ମଣ୍ଡଳୀ 10ନୁମ୍ବର ଜୋନ ତରଫରୁ ଶ୍ରଦ୍ଧା ସେବା ସହଯୋଗ ଫାଉଣ୍ଡେସନର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ଏହି ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅଥିତି ଭାବେ ଓଡିଶା ରାଜ୍ୟ…
Read More...

ଶସ୍ତା ହେଲା ଆଳୁ; ୩୦୦ ଟଙ୍କାରେ ବୋହିନେଲେ ଲୋକେ

ବାଲେଶ୍ୱର : ଶସ୍ତା ହେଲା ଆଳୁ । ଟ୍ରକ ପହଞ୍ଚୁ ପହଞ୍ଚୁ ବୋହିନେଲେ ଆଳୁ ବସ୍ତା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱରର ରେମୁଣା ହାତିଆଗଣ୍ଡ ଅଞ୍ଚଳରେ । ବସ୍ତା ଆଳୁ ୩ଶହ ଟଙ୍କାରେ ପାଇ ଲୋକମାନେ ବୋହି ନେଇଥିଲେ । ସକାଳୁ ସକାଳୁ ଦୁଇ ଟ୍ରକ ଆଳୁ ବିକ୍ରି ହୋଇଛି । ଗୋଟେ ବସ୍ତା ଦୁଇ…
Read More...

ଭୁବନେଶ୍ୱରରୁ ଅପହରଣ ଶିଶୁପୁତ୍ର ଉଦ୍ଧାର ,ଅପହୃତ ପଛରେ ଥିଲା ବାପାଙ୍କ ହାତ

ଭୁବନେଶ୍ୱର : ଅପହୃତ ହୋଇଥିବା ଶିଶୁପୁତ୍ର ଭୁବନେଶ୍ୱରରେ ଉଦ୍ଧାର । କଟକରୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଏହି ଅପହରଣ କରିଥିଲା ଶିଶୁର ବାପା ଯାହାର ପର୍ଦ୍ଦାଫାଶ କରିଛି ପୋଲିସ । ବାପା ରଚିଥିଲା ଏହି ନାଟକ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।…
Read More...

ଉପ ରାଷ୍ଟ୍ରପତିଙ୍କୁ ଅପମାନ , ରାଷ୍ଟ୍ରପତିଙ୍କ ନିନ୍ଦା

ଉପରାଷ୍ଟ୍ରପତିଙ୍କୁ ଜଗଦୀସ ଧନଖଡକୁ ତାଙ୍କ ମିମିକ୍ରି କରି ଅପମାନ କରିଛନ୍ତି ପିରୋଧୀ ସାଂସଦ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କଜ ସମାଲୋଚନା ପରେ ରାଷ୍ଟ୍ରତିଙ୍କ ବୟାନ ଆସିଛି । ଘଟଣାକୁ ନିନ୍ଦା କରିବା ସହ ରାଷ୍ଟ୍ରପତି କହିଛନ୍ତି, ସଂସଦ ଭବନରେ ସମ୍ମାନନୀୟ ଉପରାଷ୍ଟ୍ରପତିଙ୍କୁ ଯେଉଁଭଳି…
Read More...

କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଜଳିଗଲା ଭେଡିଙ୍ଗ ଜୋନ , ୧୧ ଦୋକାନ ପୋଡି ନଷ୍ଟ

ଭୁବନେଶ୍ୱର : ଜଳିଗଲା ଭେଣ୍ଡିଙ୍ଗ ଜୋନ । ରାଜଧାନୀର ଭେଣ୍ଡିଙ୍କଗ ଜୋନରେ ବଡଧରଣର ଅଗ୍ନିକାଣ୍ଡ । କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଥିବା ଭେଡିଙ୍ଗ ଯୋନରେ ନିଆଁ ଲାଗି ୧୧ ଦୋକାନ ପୋଡିଯାଇଛି । ଆଜି ଭୋର ୪ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି…
Read More...

ବିନା ଅନୁମତିରେ ବିଜ୍ଞପ୍ତି ଲଗାଇଲା ବିମଳ ପାନ ମସଲା କମ୍ପାନୀ : ତଣ୍ଡ ଗଣିଲା ୫ଲକ୍ଷ

ଭୁବନେଶ୍ୱର : ବିନା ଅନୁମତିରେ ବିମଲ ପାନ ମସଲା କମ୍ପାନୀ ତାର ପ୍ରଚାର ପ୍ରସାର ପାଇଁ ରାସ୍ତା ଉପରେ ବିଜ୍ଞାପନ ପାଇଁ ତୋରଣ କରିଥିଲା । ଯାହା ଫଳରେ ଏବେ ସେହି କମ୍ପାନୀକୁ ୫ଲକ୍ଷ ତଣ୍ଡ ଗଣିବାକୁ ପଡିବ । ଭୁବନେଶ୍ୱର ମହାନଗର ନିଗମ ଏହି ଜୋରିମାନା ଲଗାଇଛି । ଏହି କମ୍ପାନୀର ଅଫିସ ଭୁବନେଶ୍ୱର…
Read More...

ସାରା ରାଜ୍ୟରେ ହାଡଭଙ୍ଗା ଶୀତ , ସବୁଠୁ ଥଣ୍ଡା ଜି. ଉଦୟଗିରି

ଭୁବନେଶ୍ୱର : ସାରାରାଜ୍ୟରେ ହାଡଭଙ୍ଗା ଶୀତ । ୫ଡିଗ୍ରୀରେ ଥରିଲା ଜି . ଉଦୟଗିରି । ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ତିନି ଦିନରେ ୩.୫ ଡିଗ୍ରୀ ରେକର୍ଡ ପାରଦ ଖସିଛି । ଜି . ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୭…
Read More...

୧କିଲୋ ସୁନା ଓ ୭ କିଲୋ ଚାନ୍ଦିରେ ନିର୍ମିତ ଭଗବାନ ରାମଙ୍କ ‘ପାଦୁକ’

ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭଗବାନ ରାମଙ୍କ ନବନିର୍ମିତ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋବ । ଏହାକୁ ନେଇ ରାମନଗରୀରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ପ୍ରାଣ ପ୍ରତିଷ୍ଠା ପରେ ଭଗବାନଙ୍କ ଚରଣ ପାଦକୁ ମନ୍ଦିରରେ ସ୍ଥାପନ କରାଯିବ । ବର୍ତ୍ତମାନ ପାଦୁକାକୁ ସାରା ଦେଶରେ ପରିକ୍ରମା କରାଯାଉଛି ।…
Read More...