ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ଆଜି ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବାମନଘାଟି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ…
Read More...

କାର୍ତ୍ତିକ ମାସର ତୃତୀୟ ସୋମବାର, ସମସ୍ତ ଶୈବପୀଠରେ ଭକ୍ତଙ୍କ ସମାଗମ

ଗଜପତି/ବିବେକାନନ୍ଦ ବେହେରା: ଆଜି ହେଉଛି ପବିତ୍ର ଧାର୍ମିକ କାର୍ତ୍ତିକ ମାସର ତୃତୀୟ ସୋମବାର। ଧର୍ମକୁ ନେଇ ଅତ୍ୟୁଟ ବିଶ୍ୱାସ ସହ ଆମ ପରମ୍ପରା ଜଡିତ ରହିଛି। ଆଉ ପରମ୍ପରାକୁ ନେଇ ସମାଜ। ଏହି ଅବସରରେ ଦେବ ଦେବ ମହାଦେବଙ୍କୁ ପୂଜା ଲାଗି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ…
Read More...

ସାବଧାନ…ଏଥର ଫୋନ୍ କହିବ ଆପଣ ମଦ ପିଛନ୍ତି କି ନାହିଁ

ନୂଆଦିଲ୍ଲୀ: ଆମେମାନେ ସମସ୍ତେ ଜାଣନ୍ତି ଯେ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କେତେମାତ୍ରାରେ କ୍ଷତିକାରକ । ମଦ୍ୟପାନକୁ ରୋକିବା ପାଇଁ ସରକାର ଅନେକ ବିଜ୍ଞାପନ ମାଧ୍ୟମରେ ସଚେତନ କରୁଛନ୍ତି । ମଦ ବୋତଲରେ ଲେଖାଯିବା ସହ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ ।  ଏହା ସତ୍ତ୍ୱେ ବି ଅନେକ…
Read More...

କନ୍ଧମାଳରୁ ଉଦ୍ଧାର ହେଲା ନୟାଗଡର ମୃତଦେହ; ମୃତ୍ୟୁର କାରଣ ଅସ୍ପଷ୍ଟ

କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳରୁ ଉଦ୍ଧାର ହେଲା ନୟାଗଡ ଜିଲ୍ଲାର ନିଖୋଜ ଯୁବତୀଙ୍କ ମୃତ ଦେହ । ମୃତ ଯୁବତୀ ଜଣକ ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗାଁର ବିପ୍ରବର ନାୟକଙ୍କ ୧୭ ବର୍ଷିୟା ଝିଅ ତୁଳସୀ  । ନୂଆଗାଁ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ…
Read More...

ପୁଣି ଚର୍ଚ୍ଚାରେ ଟାଇଟାନିକ୍‌, ୧୧୧ ବର୍ଷ ପରେ ନିଲାମ ହେବ ଟାଇଟାନିକ୍‌ ଡ଼ିନର ମେନ୍ୟୁ

ମୁମ୍ବାଇ: ଫିଲ୍ମ ଟାଇଟାନିକ ବିଷୟରେ ଆଲୋଚନା ହେଲେ ବିଶାଳକାୟ ଜାହାଜ କଥା ମନକୁ ଆସିଥାଏ । ଏହି ଫିଲ୍ମ ଅଧିକାଂଶ ଲୋକଙ୍କର ମନେ ଥିବ । ଆଜିକୁ ଦୀର୍ଘ ୧୧୧ ବର୍ଷ ତଳେ ଟାଇଟାନିକ୍‌ ଜାହାଜଟି ବୁଡ଼ି ଯାଇଥିଲା । ଯାହାକି ଲୋକମାନଙ୍କ ମନରେ ଆଜିବି ଜୀବିତ । କିଛି ମାସ ତଳେ ଟାଇଟାନିକ ମେନ୍ୟୁର ଫଟୋ…
Read More...

ବିଜେଡିର ୩ ଦିନିଆ ପ୍ରଶିକ୍ଷଣ ଶିବିରର ଶେଷ ଦିନ, ଡିଜିଟାଲ ମୋଡ଼ରେ ପହଁଚିବ ଜନହିତକର ଯୋଜନା

ଟାଙ୍ଗୀ/ରାକେଶ ଜଗଦେବ: ବାଲୁଗାଁ ଅଶୋକ ନଗର ସ୍ଥିତ ବଣିକ ସଂଘ ଭବନଠାରେ ଆୟୋଜିତ ହୋଇଥିବା ବିଜୁ ଜନତା ଦଳ ପକ୍ଷରୁ ୩ ଦିନିଆ ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଶେଷ ଦିନ । ଏହି ପ୍ରଶିକ୍ଷଣ ଶିବିର ଗତ ୮ ତାରିଖଠାରୁ ଚାଲିଥିବା ବେଳେ ଶେଷ ଦିନରେ ରାଜ୍ୟ ସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗ…
Read More...

ସାର୍ବଜନୀନ ମାଁ କାଳୀପୂଜାକୁ ଦୃଷ୍ଟିରେ ରଖି, ବାରକୋଟ କାଳୀପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ

ଦେବଗଡ/ସୁଦାମ ବେହେରା : ଆଉ ଗୋଟିଏ ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମାଆ କାଳୀ । ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପଞ୍ଚିଚିଛି । ତେବେ କାଳୀପୂଜାକୁ ଦୃଷ୍ଟିରେ ରଖି ବାରକୋଟ ଥାନା ଅଧିକାରୀ ଯାଜ୍ଞସେନୀ ପ୍ରଧାନଙ୍କ ଆହ୍ୱାନ କ୍ରମେ,…
Read More...

ଉଦ୍ଧାର ହେଲା ୭ ଫୁଟ ଲମ୍ବର ଅଜଗର

ଗଞ୍ଜାମ/ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲାରୁ ଉଦ୍ଧାର ହେଲା ବିରାଟ ଅଜଗର ସାପ । ସାପଟି ଖଲ୍ଲିକୋଟ ଥାନା ଭରଷା ଅନ୍ତର୍ଗତ ପେଟ୍ରୋଲ ପମ୍ପ ନିକଟରୁ ଉଦ୍ଧାର ହୋଇଛି । ତେବେ ସାପଟିର ଲମ୍ବ ୭ ଫୁଟ ହୋଇଥିବା ବେଳେ ଓଜନ ପାଖାପାଖି ୧୦ କେଜିରୁ ଉର୍ଦ୍ଧ ରହିଛି । ବିରାଟ ଅଜଗରକୁ ଦେଖି…
Read More...

ବିଚିତ୍ର ଗାଁ ବିମାନ ନ ଥିଲେ ବଜାର ବନ୍ଦ

କାଲିଫର୍ଣ୍ଣିଆ: ଯୁଗ ବଦଳିଛି ବଦଳିଛି ସମୟ । ବର୍ତ୍ତମାନ ସମୟରେ ଘରେ ଘରେ ସମସ୍ତଙ୍କ ପାଖରେ ରହିଛି ନିଜ ନିଜର ବିଳାସପୂର୍ଣ୍ଣ ଗାଡି । ଏମିତି ବି କିଛି ଲୋକ ଥିବେ ଯେଉଁମାନଙ୍କ ପାଖରେ ନିଜର ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ମଧ୍ୟ ରହିଛ । କିନ୍ତୁ ଏହି ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠାରେ…
Read More...

କୁକୁର କାନ୍ଦିବା ଶୁଭ ନା ଅଶୁଭ ?

କ’ଣ ଆପଣ କେବେ ଭାବିଛନ୍ତି କୁକୁର ରାତିରେ କାହିଁକି କାନ୍ଦନ୍ତି ଏବଂ କୁକୁର କାନ୍ଦିବା କାହିଁକି ଅଶୁଭ ହୋଇଥାଏ । ବୟସ୍କ ଲୋକ କହିଥାନ୍ତି କୁକୁର କାନ୍ଦିବା ଦ୍ୱାରା କୌଣସି ବ୍ୟକ୍ତିର ମୃତ୍ୟୁ ସଂକେତ ହୋଇଥାଏ । ଏହା ଦ୍ୱାରା ଆଖ ପାଖରେ କାହାର ନା କାହାର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ।…
Read More...