ମହା ଆଡ଼ମ୍ବରରେ ପାଳିତ ହେଲା ଅଷ୍ଟପ୍ରହରୀ ନାମଯଜ୍ଞ

ଗଜପତି/ବିବେକାନନ୍ଦ ବେହେରା: ପାରଳାଖେମୁଣ୍ଡି ନିକଟସ୍ଥ ଜାଜପୁର ଗ୍ରାମରେ ମହାଆଡମ୍ବରରେ ବାର୍ଷିକ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ବହୁପୁରାତନ ସମୟରୁ ଏହି ଅଷ୍ଟପ୍ରହରୀ ନାମଯଜ୍ଞ ଏକାଦଶୀ ତିଥିରେ ପୂଜା ହୋଇ ଆସୁଛି। ପ୍ରଥମ ଦିନରେ ରିତିନିତୀ ଅନୁସାରେ, ସ୍ଥାନୀୟ  ରାମସାଗରରୁ …
Read More...

ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ଗଜପତି/ବିବେକାନନ୍ଦ ବେହେରା: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ, ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ମେଳାରେ ବ୍ରହ୍ମପୁର ସାଂସଦ  ଚନ୍ଦ୍ର ଶେଖର ସାହୁ ମୁଖ୍ୟ…
Read More...

ଶ୍ରୀମନ୍ଦିରରେ ଅଘଟଣ; ପଞ୍ଚୁକ ଦ୍ୱିତୀୟ ଦିନରେ ହବିଷ୍ୟାଳୀଙ୍କ ମୃତ୍ୟୁ

ପୁରୀ/ସଞ୍ଜୟ ମହାପାତ୍ର: ଶ୍ରୀମନ୍ଦିରରେ ଅଘଟଣ । ପଞ୍ଚୁକ ଦ୍ୱିତୀୟ ଦିନରେ ହବିଷ୍ୟାଳୀଙ୍କ ମୃତ୍ୟୁ । ମୃତକ ହେଲେ ନୟାଗଡରୁ ଆସିଥିବା ୭୩ ବର୍ଷୀୟା ହବିଷ୍ୟାଳୀ ଫକୀର ଧଳୁଆ । ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୁଡା ବେଶ ଦର୍ଶନ ସାରି ମନ୍ଦିର ଭିତରେ ଥିବା ଉପବନରେ ବସିଥିଲେ। ହଠାତ୍…
Read More...

ବି.ଏନ୍.ଇ.ମ୍ ସ୍କୁଲ ଛାତ୍ର ଛାତ୍ରୀଙ୍କ କୃତିତ୍ୱ

ଗଞ୍ଜାମ/ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଟାଟା ଗ୍ରୁପ୍ ତରଫରୁ ରଚନା ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହି ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ  ଅର୍ଦୁ ଆଦିତ୍ୟ (ଷଷ୍ଠ) ପ୍ରଥମ ସ୍ଥାନ, ସାଇନା ମିଶ୍ର (ଅଷ୍ଟମ) ଦ୍ୱିତୀୟ ସ୍ଥାନ, ରାଜ…
Read More...

୧୬ ନମ୍ବର ଜାତୀୟ ରାଜପଥରେ ଗୋଟିକିଆ ଦନ୍ତା, ଲୋକେ ଭୟଭିତ

ଟାଙ୍ଗୀ/ରାକେଶ ଜଗଦେବ:୧୬ ନମ୍ବର ଜାତୀୟ ରାଜପଥ ଉପରେ ଗୋଟିକିଆ ଦନ୍ତା । ସାରା ଅଞ୍ଚଳରେ ଖେଳି ଯାଇଛି ଆତଙ୍କ । ଲୋକେ ଭୟଭିତ । ଗାଡି ଚଳାଚଳ ବ୍ୟାହତ । ବନ ବିଭାଗ କର୍ମଚାରୀଙ୍କର ଦେଖା ନାହିଁ । ଖାଦ୍ୟର ଅଭାବ ଯୋଗୁଁ ଜଙ୍ଗଲରେ ରହୁଥିବା ହାତୀ ମାନେ ଏବେ ଗାଁ ମୁହାଁ ହେଉଛନ୍ତି । ଖୋର୍ଦ୍ଧା…
Read More...

ପାରଳାଖେମୁଣ୍ଡି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନିଆରା ପ୍ରୟାସ

ଗଜପତି / ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନିଆରା ପ୍ରୟାସ । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ରକ୍ତ ସଂଗ୍ରହ ଭ୍ୟାନ ପ୍ରଦାନ କରାଯାଇଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ…
Read More...

କାଲିଠାରୁ ଆରମ୍ଭ ହେବ ପଞ୍ଚୁକ, ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ

ପୁରୀ/ସଞ୍ଜୟ ମହାପାତ୍ର: ସରି ଆସୁଛି ମହାକାର୍ତିକ ବ୍ରତ । ଆସନ୍ତା କାଲିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ । ପଞ୍ଚୁକ ପାଞ୍ଚଦିନ ଧରି ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।…
Read More...

୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ଜିଲ୍ଲା ସ୍ତରୀୟ ମହୋତ୍ସବ

ଗଜପତି/ବିବେକାନନ୍ଦ ବହେରା: ପାରଳାଖେମୁଣ୍ଡିଠାରେ ୭୦ତମ ଜିଲ୍ଲା ସ୍ତରୀୟ ସର୍ବ ଭାରତୀୟ ସମବାୟ ସପ୍ତାହ ମହୋତ୍ସବ ପାଳନ ହୋଇଛି । ଏହି ଅବସରରେ ଶ୍ରୀ ବାଲା ଧନଞ୍ଜୟଙ୍କୁ ବିଶିଷ୍ଟ ସମବାୟବିତ୍ତ୍ ସମ୍ମାନରେ ସଂମ୍ମାନିତ କରାଯାଇଛି।ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ…
Read More...

ପୂର୍ବତନ ସାହାଡା ସରପଞ୍ଚ ମିନ୍ଦ କାଡ୍ରାକାଙ୍କ ପରଲୋକ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସାହାଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ମିନ୍ଦ କାଡ୍ରାକାଙ୍କ ପରଲୋକ । ମିନ୍ଦ କାଡ୍ରାକା ହେଉଛନ୍ତି ଜୟରାମ କାଡ୍ରାକାଙ୍କ ଧର୍ମପତ୍ନୀ । ଦୀର୍ଘଦିନରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାଯୋଗୁଁ ବିଷମକଟକ ଖ୍ରୀଷ୍ଟୀୟାନ…
Read More...

ମୁଣ୍ଡ ନେଉଛି ୧୬ ନମ୍ବର ଜାତୀୟ ରାଜପଥ, ଚାହୁଁ ଚାହୁଁ ଅକାଳରେ ଝରିପଡୁଛି ଅନେକ ଜୀବନ

ପାଣିକୋଇଲି/ସୁନୀଲ ଓଝା: ଅଧା ରହିଗଲା ଜଗା ଦର୍ଶନ । ରାସ୍ତାରେ ଜଗିଥିଲା ଯମ । ପୁଣି ମୁଣ୍ଡ ନେଲା ୧୬ ନଂ ଜାତୀୟ ରାଜପଥ । ପବିତ୍ର ଅଁଳା ନବମୀ ଅବସରରେ ଜଗା ଦର୍ଶନ ପାଇଁ ପୁରୀ ଗଲାବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ…
Read More...