ମେଡିକାଲ ଷ୍ଟୋରରୁ ବଡ଼ଧରଣର ଚୋରୀ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଜିପୁର ମୁଖ୍ୟ ରାସ୍ତାରେ ଥିବା ନ୍ୟୁ କେସିଏମ ମେଡିକାଲ ଷ୍ଟୋରରୁ ବଡ଼ଧରଣର ଚୋରି  ।  ନଗଦ ଏକ ଲକ୍ଷ ଟଙ୍କା ସହ ଦୁଇଟି ଲାପଟପ ଏବଂ ବହୁ ସାମଗ୍ରୀ ଚୋରୀ ହୋଇଛି ।  ଦୂର୍ବୁତମାନେ ସିସିଟିଭି କ୍ୟାମେରାକୁ ଭାଙ୍ଗିବା ସହ ଅନେକ…
Read More...

ରୋଷେଇ କରୁଥିବା ବେଳେ ଅଗ୍ନିକାଣ୍ତ, ଜଳିଗଲା ଦୁଇବଖରା ଘର 

ଗଞ୍ଜାମ/ରଜନୀକାନ୍ତ ପାତ୍ର : ରୋଷେଇ କରିବା ବେଳେ ଅଗ୍ନିକାଣ୍ତ ଜଳିଗଲା ଦୁଇ ବଖରା ଘର । ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମର ବାରିସାହିରେ। ଶଙ୍କୁରୁ ଗ୍ରାମର କୁଞ୍ଜ ବିଷୋୟୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ବିଷୋୟୀ ରୋଷେଇ କରିବା ସମୟରେ ଗ୍ୟାସ ହାଣ୍ତିରୁ…
Read More...

ଗଜପତିଠାରେ ପଞ୍ଚମ ମିରାକଲ ଷ୍ଟାର୍ ନାଇଟ ଆୟୋଜିତ

ଗଜପତି/ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ହୋମକାର୍ଡ ପଡିଆ ଠାରେ ମିରାକଲ ନାଇଟ ପଞ୍ଚମ ସଂସ୍କରଣ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୂଖ୍ୟ…
Read More...

ଭିଜିଲାନ୍ସ ଜାଲରେ ଚକ୍ଷୁ ଡାକ୍ତର

ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସଞ୍ଜୀବ କୁମାର କର ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ସୋନପୁର ଭିଜିଲାନ୍ସ ଟିମ । ଜଣେ ରୋଗୀଙ୍କ ଆଖି ଅପରେସନ ପାଇଁ ପଇସା ଡିମାଣ୍ଡ କରି ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ…
Read More...

ପୁଣି ଝଲସିବ ବଡବନ୍ଧ ଶିବ ମନ୍ଦିର

ବଲାଙ୍ଗୀର/ପ୍ରଶାନ୍ତ କୁମାର ମେହେର : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ  ବଡବନ୍ଧ ଗ୍ରାମରେ ବହୁ ପୁରାତନ  ସପ୍ନେଶ୍ବର ପୀଠ  ଅସହାୟ ଅବସ୍ଥାରେ ପଡିରହିଥିଲା । ସୂଚନା ମୁତାବକ ବହୁ ପୁରାତନ ଶୈବପୀଠକୁ  ଗ୍ରାମବାସୀଙ୍କ  ସହଯୋଗ କ୍ରମେ ନୂତନ ମନ୍ଦିର  ନିର୍ମାଣ ଉତ୍ତମ ପରିବେଶ ସୃଷ୍ଟି କରିବା ସହ…
Read More...

ଫିରିଙ୍ଗିଆ ପୋଲିସକୁ ସଫଳତା, ୨୨କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ ୨ ଗିରଫ

କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ : ଫିରିଙ୍ଗିଆ ପୋଲିସକୁ ବଡ ସଫଳତା । ପାଟ୍ରୋଲିଙ୍ଗ ସମୟରେ ୨୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଗଲାସାହି ଗାଁ ଖଣ୍ଡପଡ଼ା ଥାନା ନୟାଗଡ଼ ଜିଲ୍ଲା ଅଞ୍ଚଳର  ସୁବାଷ ବରାଢ (୪୪) ଓ …
Read More...

ବିଧିବଦ୍ଧ ଭାବେ ପ୍ରାର୍ଥିତ୍ୱ  ଘୋଷଣା ପାଇଁ ନିବେଦନ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ଆସନ ନିମନ୍ତେ ନିବେଦନ । ବିଧିବଦ୍ଧ ଭାବେ ପ୍ରାର୍ଥିତ୍ୱ  ଘୋଷଣା ପାଇଁ ଦରଖାସ୍ତ । ନିବେଦନ କରିଥିବା ପାର୍ଥୀମାନେ ହେଲେ ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଶ୍ରୀ ନୀଳମାଧଵ ହିକକା  ,…
Read More...

ମଦପି ବିଦ୍ୟୁତ ଟାୱାର ଉପରେ ଚଢିବା ପଡିଲା ମହଙ୍ଗା

ବଡ଼ଚଣା/ ବେଦପ୍ରକାଶ ନାୟକ: ଦିନକୁ ଦିନ ବଢୁଛି ଦେଶୀମଦ ବେପାର । ଅକାଳରେ ଚାଲିଯାଉଛି ଜୀବନ । ଏମିତିକିଛି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରଠାରେ। ମୃତ ବ୍ୟକ୍ତି ଜଣକ ଘଡେଇ ସାହିର ବଇନ  ଘଡେଇ ବୋଲି ଜଣାପଡିଛି । ବ୍ୟକ୍ତି ଜଣକ ୧୩୨ କେଭି ବିଦ୍ୟୁତ ଟାୱାର ଉପରେ ଚଢି…
Read More...

ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ ପାଳିତ

ଗଜପତି/ବିବେକାନନ୍ଦ ବେହେରା:  ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ତରଫରୁ  ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।  ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ରୀନା ସାହୁଙ୍କ ଉପସ୍ଥିତିରେ ସଙ୍ଗୀତ ଓ ସୃଜନଶୀଳତା ଲେଖା ପ୍ରତିଯୋଗିତା…
Read More...

ବଡ଼ ଏକାଦଶୀରେ ଲକ୍ଷ୍ମୀ ନାରାୟଣ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼

ଗଜପତି/ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ  ଦେଵୋତ୍ଥାପନି ବଡ଼ ଏକାଦଶୀ ପାଳିତ ହୋଇ ଯାଇଛି। ସକାଳୁ ଭକ୍ତ ମାନେ ନଡ଼ିଆ କଦଳୀ ଧୂପ ଦୀପ ଫୁଲ ଫଳ ଧରି ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ। କାର୍ତ୍ତିକ ମାସ ବଡ଼ ଏକାଦଶୀ ହୋଇ…
Read More...