ବିଷମ କଟକ ନାଗରିକ ମଞ୍ଚ ଦ୍ୱାରା ଷ୍ଟେସନ ମାଷ୍ଟ୍ରଙ୍କ ଦ୍ୱାରା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଦାବି ପତ୍ର ପ୍ରଦାନ

ବିଷମକଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ବିଷମ କଟକ ନାଗରିକ ମଞ୍ଚ ଦ୍ୱାରା ଆଜି ବିଷମକଟକ ଷ୍ଟେସନ ମାଷ୍ଟ୍ରଙ୍କ ଜରିଆରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ରେ ବିଷମ କଟକ ରେଳ ଷ୍ଟେସନରେ ଜଗଦଳପୁର ଇଣ୍ଟରସିଟି ଏକ୍ସପ୍ରେସ…
Read More...

ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ, ଶୁନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ…

ବିଜେଡି ବିଧାୟକ ବ୍ୟମୋକେଶ ରାୟଙ୍କ ବିବୃତି : କେନ୍ଦ୍ର ମନ୍ତ୍ରୀ ଯେଉଁ କଥା କହିଲେ ତାକୁ ଉପ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ସମର୍ଥନ କଲେ । ମୁଁ ରେଭେନ୍ସା ଭିଆନ ଏହି ପ୍ରସଙ୍ଗ କୁ ଗୃହରେ ଉଠାଉଛି । ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ ୧୫୬ ବର୍ଷର ଏକ ମାଇଲ ଖୁଣ୍ଟ । ୧୮୬୬ ନଅଙ୍କ…
Read More...

ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ, ୫ ବର୍ଷରେ ଗଲାଣି ୧୧୦୩ ଜଣଙ୍କ ଜୀବନ…

ଭୁବନେଶ୍ୱର : ଭାରତ ବର୍ଷର ସବୁ ରାଜ୍ୟ ଠାରୁ ଅଧିକ ଓଡ଼ିଶାରେ 5 ବର୍ଷରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି | 1103 ଜଣ ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ବେଶୀ ଥାଏ ସେଠି ବଜ୍ରପାତ ମୃତ୍ୟୁ ସଂଖ୍ୟା ବେଶୀ | ବଜ୍ରପାତର ସ୍ଥାୟୀ ନିରାକରଣ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ | ବାଦଲ ଓ ବାଦଲ…
Read More...

ଶୂନ୍ୟକାଳରେ ପୂର୍ବତନ ବିଧାୟକଙ୍କ ପେନସନ ବଢିବାସହ ବର୍ତ୍ତମାନର ଭତ୍ତା ବଢିବା ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ

ଭୁବନେଶ୍ୱର : ଗୃହରେ ଉଠିଲା ପୂର୍ବତନ ବିଧାୟକଙ୍କ ପେନସନ ବଢିବା ପ୍ରସଙ୍ଗ | ପୂର୍ବତନ ବିଧାୟକଙ୍କ ଜୀବନ ଯିବିକା ଦୁର୍ବିସହ ହେଉଛି ବହୁତ କମ ପେନସନ ପାଉଛନ୍ତି | ପେନସନ ବଢାଇବା ପାଇଁ ଦାବି କଲେ ବିଧାୟକ | ବାଚସ୍ପତି ଦିନେ ପୂର୍ବତନ ବିଧାୟକ ଥିଲେ, ପ୍ରଚଳିତ ବଜାର ମୂଲ୍ୟରେ ମିଳୁଥିବା ଭତ୍ତା…
Read More...

ଭୁବନେଶ୍ୱର IIT  ଛାତ୍ରୀଙ୍କ ଆତ୍ମହତ୍ୟା | ହଷ୍ଟେଲର ପଞ୍ଚମ ମହଲା ଛାତରୁ ଡେଇଁ ମୃତ୍ୟୁ

ଭୁବନେଶ୍ୱର : ଭୁବନେଶ୍ୱର IIT ଛାତ୍ରୀଙ୍କ ଆତ୍ମହତ୍ୟା | ହଷ୍ଟେଲର ପଞ୍ଚମ ମହଲା ଛାତରୁ ଡେଇଁ ମୃତ୍ୟୁ | ମୃତକ ହେଲେ ଦିଲ୍ଲୀର କୃତ୍ତିକା ରାଜ | କୃତିକ ବିଟେକ ତୃତୀୟ ବର୍ଷ ଛାତ୍ରୀ | ମୃତ ଦେହକୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ରଖା ଯାଇଛି | ମୃତ ଛାତ୍ରୀ ଙ୍କ ପରିବାର ଦିଲ୍ଲୀରୁ…
Read More...

ବଡ଼ିଗେଟା ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି/ଆଶିଶ କୁମାର ବାଇନ୍ : ମାଲକାନଗିରି ଜିଲ୍ଲାସ୍ଥ କାଲିମେଳା ଥାନା ବଡ଼ିଗେଟା ଅଞ୍ଚଳରେ ବିଏସ୍ଏଫ୍ ଯବାନଙ୍କ କମ୍ବି ଅପରେସନ ସମୟରେ ମାଓ ଡମ୍ପ ଠାବ ସହ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଓ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନମାନେ । ସୂଚନା ଅନୁଯାୟୀ, ଶୁକ୍ରବାର କାଲିମେଳା ଥାନା…
Read More...

ଓଡିଶାରେ PM-USHA କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ଵର : ଆଜି ରାଜ୍ୟ କୃଷି ଭବନରେ ଓଡିଶାର ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ PM-USHA କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ। କାର୍ଯ୍ୟକ୍ରମରେ ଯୋଗ ଦେଇ…
Read More...

ଚର୍ଚ୍ଚାରେ ସନାତନ ମହାକୁଡ଼ଙ୍କ ରୋଚକ ପ୍ରଶ୍ନ

ଚର୍ଚ୍ଚାରେ ସନାତନ ମହାକୁଡ଼ଙ୍କ ରୋଚକ ପ୍ରଶ୍ନ | ମଦ୍ୟପମାନଙ୍କ ସ୍ୱାସ୍ଥ୍ୟ ବୀମା କରିବା ନେଇ ସେ ପ୍ରଶ୍ନ ଜରିଆରେ ଦାବି ଉଠାଇଥିଲେ | ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଉତ୍ତର ଦେଇଛନ୍ତି ଯେ ବୀମାଭୁକ୍ତ ହେବେନି ମଦ୍ୟପ କି ଓଡ଼ିଶାରେ ହେବନି ନିଶା ନିବାରଣ |
Read More...

ବିଧାସଭାରେ ଛତୁଆ ଚର୍ଚ୍ଚା

ଭୁବନେଶ୍ୱର : ଆଜି ବିଧାସଭାରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟ । ବିଧାୟକମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଇଚାଲିଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ଆଜି ଛତୁଆ ବଣ୍ଟନକୁ ନେଇ ହେଉଛି ଚର୍ଚ୍ଚା । ଛତୁଆର ମାନ ପରୀକ୍ଷଣ ଲାଗି ଶିଶୁ ମାନଙ୍କୁ ଦିଆଯାଉଥିବା ଛତୁଆର ମାନ ପରୀକ୍ଷଣ…
Read More...

ରାତି ଅଧରେ ଦିଅରଙ୍କୁ ସ୍ନେହରେ ଡାକିଲେ ଭାଉଜ, ଆଉ ତା ପରେ କିଛି ଏପରି କଲା ଯାହା ଶୁଣିଲେ ଆପଣ ବି ହୋଇଯିବେ ଅବାକ

ସିଦ୍ଧି: ରାତିଅଧରେ ଦିଅରଙ୍କୁ ସ୍ନେହରେ ଡାକିଲେ ଭାଉଜ | ଆଉ ତା ପରେ କିଛି ଏପରି କଲା ଯାହା ଶୁଣିଲେ ଆପଣ ବି ହୋଇଯିବେ ଅବାକ | ଭାଉଜର ଏଭଳି କାଣ୍ଡ ପରେ ଚିଲ୍ଲାଇ ଚିଲ୍ଲାଇ ଦୌଡିଲା ଦିଅର | ମଧ୍ୟପ୍ରଦେଶରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସିଦ୍ଧି ଜିଲାରେ ଜଣେ ଭାଉଜ ତାଙ୍କ ଦିଅରଙ୍କ…
Read More...