ହଳଦିଗଡ଼ିଆ ସରପଞ୍ଚ ଓ ତାଙ୍କ ଭାଇଙ୍କ ସହ ୱାର୍ଡ ମେମ୍ବରଙ୍କ ଦବଙ୍ଗଗିରି: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ 

ବଡଚଣା/ବେଦପ୍ରକାଶ ନାୟକ : ହଳଦିଗଡ଼ିଆ ସରପଞ୍ଚ ଓ ତାଙ୍କ ଭାଇଙ୍କ ସହ ୱାର୍ଡ ମେମ୍ବରଙ୍କ ଦବଙ୍ଗଗିରି | ଏକ ୱେବ ଚାନେଲର ସଂପାଦକ ତପନ ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ । ଯାଜପୁର ଜିଲ୍ଲାର କୋରେଇ ବ୍ଲକ ହଳଦିଗଡ଼ିଆ ଗ୍ରାମର ଯୁବ ନେତା ଓ ୱେବ ଚାନେଲର ସଂପାଦକ ତପନ ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ…
Read More...

ପାରିବାରିକ କଳହରୁ ପଙ୍ଖାରେ ଝୁଲି ପଡିଲେ ପଙ୍କଜିନୀ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ପାରିବାରିକ କଳହରୁ ଫ୍ୟାନରେ ଲୁଗାଲଗାଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ମହିଳା ଜଣକ ହେଲେ କଟକ ଜିଲ୍ଲା କିଶନନଗର ଥାନା ପୁରୁଣାହାଟ ପଂଚାୟତ ଗଙ୍ଗାପୁର ଗ୍ରାମର ପ୍ରଫୁଲ୍ଲ କୁମାର ଓଝାଙ୍କ ପତ୍ନୀ ପଙ୍କଜିନୀ ଓଝା। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ…
Read More...

ଫ୍ୟାନ୍ସଙ୍କୁ ଚାପୁଡ଼ା ମାରିଲେ କ୍ରିକେଟର: ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ଚାପୁଡ଼ା ମାରିଲେ କ୍ରିକେଟର | ଭିଡିଓ ହେଲା ଭାଇରାଲ | ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଉଲ ହସନ, ଯାହାଙ୍କୁ ନେଇ ଅନେକ ସମୟରେ ଅନେକ ବିବାଦ ଦେଖିବାକୁ ମିଳିଥାଏ | ବାଂଲାଦେଶର ଷ୍ଟାର କ୍ରିକେଟର ମଗୁରା-୧ ନିର୍ବାଚନ ମଣ୍ଡଳୀରୁ ଅବାମି ଲିଗ ପାର୍ଟି ପାଇଁ ନିର୍ବାଚନ ଲଢ଼ି…
Read More...

ସଲମାନ ଖାନଙ୍କ ଫାର୍ମ ହାଉସରେ ୨ ଅଜଣା ବ୍ୟକ୍ତି

ମୁମ୍ବାଇ :  ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫାର୍ମ ହାଉସରେ ୨ ଅଜଣା ବ୍ୟକ୍ତି । ଅନେକ ଥର ମୃତ୍ୟୁ ଧମକ ଦିଆଯାଇଥିଲା । ଯେଉଁଥିପାଇଁ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା । ଏପରିକି ତାଙ୍କୁ Z ପ୍ଲସ୍ ସିକ୍ୟୁରିଟି ମଧ୍ୟ ଦିଆଯାଇଛି । ଏହାରି ମଧ୍ୟରେ ବର୍ତ୍ତମାନ ଆଉ ଏକ…
Read More...

ହରିହରଯୋର ଠାରେ ଇକୋ ଟୁରିଜିମ ଶୁଭାରମ୍ଭ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ହରିହରଯୋର ଡ୍ୟାମ ଠାରେ ସୁବର୍ଣ୍ଣପୁର ବନଖଣ୍ଡ ଦ୍ୱାରା ନିର୍ମିତ ଇକୋ ଟୁରିଜିମ ପ୍ରକଳ୍ପ ଆଜି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଶ୍ବିନୀ କୁମାର କର (ଆର. ସି. ସି. ଏଫ ), ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟଙ୍କ ଦ୍ୱାର…
Read More...

ବିଜେଡି ଛାଡିଲେ ବଳଭଦ୍ର ମାଝୀ

ଭୁବନେଶ୍ୱର: ବିଜେଡି ଛାଡିଲେ ବଳଭଦ୍ର ମାଝୀ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଲେ । ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଲେ । ୧୯୯୭ ମସିହାରୁ ଦଳ ସହ ଜଡିତ ଥିଲେ ବଳଭଦ୍ର ମାଝୀ ।
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ରାୟଗଡ଼ା/ରବିନ୍ଦ୍ର କୁମାର ସାହୁ : ମୁନିଗୁଡା ଥାନା ଅନ୍ତର୍ଗତ କନ୍ଧ ଗତିଗୁଡ ଗ୍ରାମ ନିକଟସ୍ଥ ଏକ ଗଛରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଧାର କରିଛି ମୁନିଗୁଡ଼ା ପୋଲିସ। ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଖରିଆର ଥାନା ଅନ୍ତର୍ଗତ ତୁକୁଲା ଗ୍ରାମର ଥବିରମାଝୀଙ୍କ, ପୁଅ…
Read More...

କଟକରେ ନୂଆ-ଓ କାର୍ଯ୍ୟକ୍ରମ

କଟକ : କଟକ ବାଲିଯାତ୍ରା ତଳ ପଡିଆରେ ନୂଆ-ଓ କାର୍ଯ୍ୟକ୍ରମ। ଏଥିରେ ଯୋଗ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ…
Read More...

୩ଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର

ସୋର : ତିନୋଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର l ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ତୀରଖୁଆ ଗ୍ରାମରେ ଏହି ବିରଳ ପକ୍ଷୀ l ଗ୍ରାମବାସୀ ଚାଷଜମିକୁ ଆସିଥିବା ବେଳେ ଏକ ଛୋଟ ଭଙ୍ଗା ତାଳ ଗଛରେ ତିନୋଟି ବିରଳ ପକ୍ଷୀ ଦେଖିବାକୁ ପାଇଥିଲେ l ଏପରି ପକ୍ଷୀ ଆଗରୁ ଦେଖି…
Read More...

ଅଫିସରେ ବେଶୀ ସମୟ କମ୍ପ୍ୟୁଟର ସାମ୍ନାରେ ବସିରହୁଛନ୍ତି କି ?

ଅଫିସରେ କିମ୍ବା ଯେକୌଣସି କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାର ନଜିର ରହିଛି | ଗୋଟିଏ ସ୍ଥାନରେ କିମ୍ବା କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ଧରି ପର୍ଯ୍ୟନ୍ତ ବସି ରହିବା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ | ଏଠି ଯୋଗୁଁ ବିଭିନ୍ନ…
Read More...