ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ‘ସ୍କଚ୍ ୨୦୨୩’ ପୁରସ୍କାର

ଭୁବନେଶ୍ୱର:   ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍-୨୦୨୩ ପୁରସ୍କାର ମିଳିଛି । କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍ଏଏମ୍…
Read More...

ପ୍ରକଳ୍ପ ପ୍ରସ୍ତାବ ଦେବେ ଗ୍ରାମବାସୀ

ଭୁବନେଶ୍ୱର:   ପ୍ରାଥମିକ ଶିକ୍ଷା ଭିତ୍ତିଭୂମି, କ୍ରୀଡ଼ା ବିକାଶ, ମିଶନ ଶକ୍ତି ପାଇଁ ଅତିରିକ୍ତ ସୁବିଧା, ମହିଳା ଓ ଯୁବ ସଶକ୍ତିକରଣ ପାଇଁ କ’ଣ କରାଯିବ ସେ ସଂପର୍କରେ ବି ଗ୍ରାମବାସୀ ଏବଂ ଜନ ପ୍ରତିନିଧି ଦେବେ ପ୍ରସ୍ତାବ । ପ୍ରକଳ୍ପ କାର୍ୟ୍ୟାନ୍ୱୟନ ଦାୟିତ୍ୱ ସମ୍ଭାଳିବ ପଞ୍ଚାୟତ ସମିତି…
Read More...

କୂଅରୁ ଉଦ୍ଧାର ହେଲା ମୃତଦେହ

ଗଞ୍ଜାମ/ ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁରେ ଘଟିଛି ଏକ ଅଭାବନୀୟ ଘଟଣା । ହିଂଜିଳିକାଟୁ ଥାନା ଅନ୍ତର୍ଗତ ଶିଖରପୁରରେ କୌଣସି କାରଣ ବଶତଃ ମଙ୍ଗୁ ସ୍ୱାଇଁ (୫୨) ନାମକ ଜଣେ ବ୍ୟକ୍ତି ଏକ ସଂକୀର୍ଣ୍ଣ ୪୦ ଫୁଟ ଗଭୀର କୂଅରେ ଖସିପଡିଥିଲେ। ଗ୍ରାମବାସୀ ଖବର ପାଇ ହିଂଜିଳିକାଟୁ…
Read More...

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା: ଶ୍ରୀମନ୍ଦିରରେ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ/ ସଞ୍ଜୟ ମହାପାତ୍ର:   ଆଜି ହେଉଛି ପବିତ୍ର ଚିତାଲାଗି ଅମାବାସ୍ୟା । ପରମ୍ପରା ଅନୁସାରେ ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି କରାଯାଇଥାଏ । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ସକାଳଧୁପ ବଢି ପ୍ରଥମ ଭୋଗମଣ୍ଡପ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ…
Read More...

ନକଲି ଡାକ୍ତରକୁ ଗିରଫ କଲା ପୋଲିସ

ବ୍ରହ୍ମପୁର:   ନକଲି ଡାକ୍ତରକୁ ଧରିଲା ନକଲି ରୋଗୀ । ଗଞ୍ଜାମଜିଲ୍ଲା ଦିଗପହଣ୍ଡି ଥାନା ଡ଼େଙ୍ଗାଉସ୍ତା ନିକଟସ୍ଥ ସିଙ୍ଗପୁର ରୋଡ଼ରେ ଥିବା ଏକ ଔଷଧ ଦୋକାନରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଏହି ଔଷଧ ଦୋକାନରେ ନକଲି ଡାକ୍ତର ଜଣକ ଦୀର୍ଘ ଦିନ ହେଲା ରୋଗୀ ଚିକିତ୍ସା କରିଆସୁଥିଲେ…
Read More...

ଘରୁ ବାହାରିଲା ସାପ ସହିତ ସାପ ଅଣ୍ଡା, ପରିବାର ଲୋକେ ଭୟଭିତ

ବିହାରର ବଗହା ମଧୁବନୀ ଅଞ୍ଚଳର ଏକ ଘରୁ ବାହାରିଲେ ୨୪ ଭୟଙ୍କର ନାଗ ସାପ ଛୁଆ । ତା’ ସହ ୫୦ରୁ ୬୦ ସାପ ଅଣ୍ଡା । ଏହାକୁ ଦେଖିବା ପରେ ଘର ଲୋକେ ଚିକ୍ରାର କରିଥିଲେ । ପଡୋଶୀ ଦୌଡିଆସି ଦେଖିବା ପରେ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଫୋନ କରି ଜଣାଇବାରୁ ଟିମ୍ ଆସି ପହଞ୍ଚି ସାପ ଗୁଡିକୁ ଉଦ୍ଧାର କରି…
Read More...

ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି: ଦୁଇ ଦେଶ ନିଜସ୍ୱ ମୁଦ୍ରାରେ କାରବାର କରିବା ନେଇ ବୁଝାମଣା ପତ୍ର ସ୍ୱାକ୍ଷର

ଆବୁଧାବି:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ପ୍ରଥମ ବୁଝାମଣାପତ୍ର ଅନୁସାରେ ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିବେ ଫଳରେ…
Read More...

ଇସ୍ରାଏଲ ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର: ମେରୁଦଣ୍ଡ ସହ ଯୋଡ଼ାହେଲା କଟା ମୁଣ୍ଡ

ଜେରୁଜେଲମ: ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର । ନୂଆ ଜୀବନ ପାଇଲା ୧୨ବର୍ଷର ବାଳକ । ଏକ ବିରଳ ଏବଂ ସବୁଠାରୁ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ଶେଷ କରିଛନ୍ତି ଇସ୍ରାଏଲ ଡାକ୍ତର । ଡାକ୍ତରମାନେ ୧୨ ବର୍ଷର ଶିଶୁ ସୁଲେମାନ ହସନର ମୁଣ୍ଡକୁ ପୁଣିଥରେ ଯୋଡ଼ିବାରେ ସଫଳ ହୋଇଛନ୍ତି। ଦୁର୍ଘଟଣାରେ…
Read More...

ମୋଦି ସାଙ୍ଗିଆ ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:   ମୋଦୀ ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଦଣ୍ଡବିଧାନ କରିଥିଲେ ସୁରଟ କୋର୍ଟ । କୋର୍ଟଙ୍କ ଦଣ୍ଡ ମୁତାବକ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ସହ ତାଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ ସୁରଟ କୋର୍ଟ । ସୁରଟ କୋର୍ଟଙ୍କ ଏହି ରାୟକୁ…
Read More...

ଅସୁସ୍ଥ ବାଘକୁ ନିଜ ବାଇକରେ ନେଇ ଚିକିତ୍ସା କରାଇଲେ ଯୁବକ

ବେଙ୍ଗାଲୁରୁ:   କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ଆଶ୍ଚର୍ୟ୍ୟକର ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ବାଗିଭାଲୁ ଗାଁର ଜଣେ ଯୁବକ ନିଜ ଜମି ନିକଟରେ ଏକ ଅସୁସ୍ଥ କଲରାପତ୍ରିଆ ବାଘକୁ ଦେଖିବାକୁ ପାଇଥିଲେ। ଏହାପରେ ସେ ଏହି ଅସୁସ୍ଥ ବାଘଟିକୁ ଚିକିତ୍ସା ପାଇଁ ନିଜ ବାଇକରେ ନେଇ ପ୍ରାଣୀ…
Read More...