କାନପୁରରୁ ଲକ୍ଷ୍ନୌ ମାତ୍ର ଅଧଘଣ୍ଟା ଲାଗିବ: ନୀତିନ ଗଡକରୀ

ରିପୋଟର୍ସ ଟୁଡେ ବ୍ୟୁରୋ:   କାନପୁରରୁ ଲକ୍ଷ୍ନୌ ମାତ୍ର ଅଧଘଣ୍ଟା ଲାଗିବ । ଏଭଳି କିଛି କହି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । କାନପୁରରୁ ଲକ୍ଷ୍ନୌ ପର୍ୟ୍ୟନ୍ତ ୫ ହଜାର କିଲୋମିଟରର ଗ୍ରୀନ୍ ଏକ୍ସପ୍ରେସ ୱେ ନିର୍ମାଣ ଚାଲିଛି । ଯାହାର ୨୫ ପ୍ରତିଶତ କାମ…
Read More...

ବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଳୀ: ବିଜେପି ନେତା ତଥା ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ସିଂହଙ୍କୁ ଯୌନ ନିର୍ୟାତନା ମାମଲାରେ ଦିଲ୍ଳୀ କୋର୍ଟ ୨ ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ବ୍ରିଜଭୂଷଣ ଏବଂ ବିନୋଦ ତୋମାରଙ୍କ ଜାମିନ୍ ଆବେଦନର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ ତାରିଖରେ ହେବ।…
Read More...

ଗଞ୍ଜାମ ଏସପି ଦେଖାଇଲେ ମାନବିକତା

ଗଞ୍ଜାମ/ ରଜନୀକାନ୍ତ ପାତ୍ର:   ଗଞ୍ଜାମ ଏସପି ଜଗମୋହନ ମିନା ଦେଖାଇଲେ ମାନବିକତା । ଏସପି ଭଞ୍ଜନଗରରୁ ଛତ୍ରପୁର ଫେରୁଥିବା ବେଳେ ଆସିକା ପାକେଲାପଲି ଛକ ନିକଟରେ ଜଣେ ଯୁବକ ରାସ୍ତାକଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ । ଏସପି ଖୋଦ ସେଠାରେ ଅଟକି ନିଜ ଗାଡିରେ ଗୁରୁତର ଯୁବକଙ୍କୁ…
Read More...

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ହାଣିଲା ସ୍ୱାମୀ

ଜଳେଶ୍ୱର:   ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ୱାମୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ମହିଳାଙ୍କ ନାଁ ଲିଲି ଦଣ୍ଡପାଟ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଅର୍ଜୁନ ଦଣ୍ଡପାଟକୁ ଅଟକ ରଖି…
Read More...

ଗାଁରେ ଅଜଗର ଆତଙ୍କ

ବାଲେଶ୍ୱର:  ଗାଁ ଭିତରକୁ ୨୦ ଫୁଟର ଅଜଗର ସାପ ପଶି ଆସିବାରୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଘଟଣାଟି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରଣସିଙ୍ଗପୁର ଗାଁରେ ଘଟିଛି । ବନବିଭାଗ କର୍ମଚାରୀଙ୍କ ଦ୍ୱାରା ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡ଼ାଯାଇଛି । ମିଳିଥିବା…
Read More...

ବିଶ୍ୱ ମାନ୍ଦାବସ୍ଥା ଯୋଗୁଁ ଗାଡ଼ି ରପ୍ତାନି ପ୍ରଭାବିତ

ନୂଆଦିଲ୍ଲୀ:   ବିଶ୍ବର ବିଭିନ୍ନ ଦେଶରେ ମାନ୍ଦାବସ୍ଥା ଓ ଦରବୃଦ୍ଧି ସମସ୍ୟା ଲାଗି ରହିବାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଗାଡ଼ି ରପ୍ତାନି ୨୮ ପ୍ରତିଶତ ହ୍ରାସ ପାଇଛି। ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ୍ ମାନୁଫାକଚରର୍ସ ତଥ୍ୟ…
Read More...

ଆଲକାରାଜ ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତି କଲେ ରେକର୍ଡ

ଲଣ୍ଡନ୍:   ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାକୁ ମିଳିଛି ନୂଆ ଏକକ ପୁରୁଷ ବିଜେତା। ୨୦ ବର୍ଷର ଇତିହାସକୁ ବଦଳାଇ ଦେଲେ ୨୦ ବର୍ଷୀୟ ଯୁବ ଖେଳାଳି କାର୍ଲୋସ ଆଲକାରାଜ ଗାର୍ଫିଆ । ୱିମ୍ବଲଡନ୍ ଟେନିସ୍ ୨୦୨୩ ଟାଇଟଲ ହାସଲ କରିଛନ୍ତି ସ୍ପେନର ଖେଳାଳି କାର୍ଲୋସ ଆଲକାରାଜ । କାର୍ଲୋସ୍ ରବିବାର ୫…
Read More...

ପାଞ୍ଚଭାଇଙ୍କ କୀର୍ତ୍ତିମାନ: ଓଡ଼ିଶା କ୍ରିକେଟର ପଞ୍ଚୁ ପାଣ୍ଡବ

ଭୁବନେଶ୍ବର:   ଓଡ଼ିଶା କ୍ରିକେଟରେ ଏଭଳି ଏକ ଅନାଲୋଚିତ ଫର୍ଦ୍ଦ ରହିଛି ଯାହା ଅନେକଙ୍କୁ ଆଶ୍ଚର୍ୟ୍ୟଚକିତ କରିଦେବ। ଜେନା ବ୍ରଦର୍ସ ଭାବେ ଓଡ଼ିଶା ପାଇଁ ରଣଜୀ ଟ୍ରଫି ତଥା ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ ୫ ଭାଇ। ଯାହା ବିରଳ କୃତିତ୍ବ ହୋଇ ରହିଛି। ଏହି ୫ ଭାଇ ବିରଳ ରେକର୍ଡର ମଧ୍ୟ…
Read More...

କେତକିଶ୍ୱର ଘାଟିରୁ ମିଳିଲା କୁନି କାଉଡିଆଙ୍କ ଶବ

ଜଗତସିଂହପୁର/ ପ୍ରତାପ କୁମାର ସିଂ: ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ପ୍ରସିଦ୍ଧ ବାବା ଗୋରେଖନାଥଙ୍କ ପୀଠରେ କାଉଡିଆମାନେ ପାଣି ଢ଼ାଳିବା ନିମନ୍ତେ ରବିବାର ଅପରାହ୍ନରେ ଆଳିପିଙ୍ଗଳ ସ୍ଥିତ ଦେବୀନଦୀର କେତକିଶ୍ୱର ଘାଟିରୁ ହଜାର ହଜାର ଶିବ ଭକ୍ତ ପୂଜାର୍ଚ୍ଚନା କରି ପାଣି ଉଠାଇବା ବେଳେ ହଠାତ…
Read More...

ମୋ ରକ୍ତରେ ବେଇମାନି ନାହିଁ : ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ

ଭୁବନେଶ୍ୱର:   କଂଗ୍ରେସରୁ ନିଲମ୍ବିତ ହେବା ପରେ ଅସନ୍ତୋଷ ଝାଡିଲେ ଚିରଞ୍ଜୀବ ବିଶ୍ୱାଳ । ମୋ ଜେଜେ ବାପା ପିଲାବେଳେ କଂଗ୍ରେସ ସମ୍ପର୍କ ରେ ଶିକ୍ଷା ଦେଉଥିଲେ । ପିତା ବସନ୍ତ ବିଶ୍ୱାଳ କଂଗ୍ରେସ କୁ ସଂଗଠନ କରିବା ପାଇଁ ଯାହା ଉଦ୍ୟମ କରିଛନ୍ତି ସମସ୍ତ ଙ୍କୁ ଜଣା । ମୋ ରକ୍ତରେ ବେଈମାନ ନାହିଁ…
Read More...