ଜୋକୋଭିକଙ୍କ କୀର୍ତ୍ତିମାନ: ୩୫ଥର ଖେଳିଲେ ଗ୍ରାଣ୍ଡ ସ୍ଲାମ ଫାଇନାଲ

ଲଣ୍ଡନ:  ସର୍ବିଆ ତାରକା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ୍ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। ଶୁକ୍ରବାର ଖେଳାଯାଇଥିବା ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲରେ ଜୋକୋଭିକ୍ ୮ ନମ୍ବର ମାନ୍ୟତାପ୍ରାପ୍ତ…
Read More...

ଆଇସିସିର ନୂଆ ବିତ୍ତୀୟ ମଡେଲ: ବିସିସିଆଇର ବାର୍ଷିକ ଆୟ ହେବ ୨୩୦ ମିଲିଅନ୍ ଡଲାର

ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦଠାରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡକୁ ମିଳିବାକୁ ଥିବା ରାଜସ୍ବରେ ୭୨ ପ୍ରତିଶତ ବୃଦ୍ଧି ହୋଇଛି। ଆଇସିସିର ନୂଆ ବିତ୍ତୀୟ ମଡେଲ୍ ଅନୁସାରେ ବର୍ଷ ୨୦୨୪ ରୁ ୨୦୨୭ ମଧ୍ୟରେ ବର୍ଷକୁ ୬୦୦ ମିଲିଅନ୍ ଡଲାରରୁ ବିସିସିଆଇ ୩୮.୫ ପ୍ରତିଶତ ଅର୍ଥ…
Read More...

ଫ୍ଲାଟରୁ ମିଳିଲା ବଲିଉଡ କଳାକାର ରବିନ୍ଦ୍ର ମହାଜନୀଙ୍କ ମୃତଦେହ

ପୁନେ:  ବଲିଉଡର ଭେଟେରାନ କଳାକାର ରବିନ୍ଦ୍ର ମହାଜନୀଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଛି । ସେ ପୁନେର ଅମ୍ବି ଗାଅଁସ୍ଥିତ ଏକ ଫ୍ଲାଟରେ ଭଡାରେ ରହୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ସୂଚନା ମୁତାବକ, ଫ୍ଲାଟରୁ ଦୁର୍ଗନ୍ଧ ବାହାରିବା ପରେ ପୋଲିସକୁ ସୂଚନା ଦେଇଥିଲେ…
Read More...

ଉଡ଼ନ୍ତା ବିମାନ ଦୋହଲି ଯାତ୍ରୀ, କର୍ମଚାରୀ ଆହତ

ଫ୍ଲୋରିଡ଼ା: ପବନ ପ୍ରବାହ ବେଗରେ ହଠାତ୍ ପରିବର୍ତ୍ତନ ହେବାରୁ ଆମେରିକାର ଉତ୍ତର କାରୋଲିନାରୁ ଫ୍ଲୋରିଡା ଯାଉଥିବା ଗୋଟାଏ ବିମାନ ଦୋହଲି ଯାଇ ସେଥିରେ ଥିବା କେତେକ ଯାତ୍ରୀ ଓ ବିମାନ କର୍ମଚାରୀ ଆହତ ହୋଇଛନ୍ତି । ରିପୋର୍ଟ ଅନୁସାରେ, ଜୁଲାଇ ୧୨ ତାରିଖ ଦିନ ‘ଆଲେଜିଆଣ୍ଟ୍…
Read More...

ସାମ୍ବାଦିକଙ୍କୁ ସରକାରୀ କ୍ୱାର୍ଟର୍ସ ମିଳିବା ପ୍ରସଙ୍ଗରେ ନୋଟିସ ଜାରି କଲେ ପିସିଆଇ

ଭୁବନେଶ୍ୱର: ପ୍ରେସର ସ୍ୱାଧୀନତା ଓ ସାମ୍ବାଦିକତା ମାନରେ ଉନ୍ନତି ଆଣିବା ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପୂର୍ବରୁ ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ସୁପାରିଶ କରିଛନ୍ତି। ପ୍ରେସର କାର୍ୟ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ପ୍ରେସ କାଉନସିଲ ମିଡିଆ କର୍ମୀ ଓ ମାଲିକଙ୍କୁ ଭର୍ତ୍ସନା କରିବା ସହ…
Read More...

ସୋପିଆନ ଆତଙ୍କବାଦୀ ହମଲାରେ ୩ ଗୁରୁତର

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀରର ସୋପିଆନରେ ଆତଙ୍କବାଦୀ ହମଲା କରିଛନ୍ତି । ଦକ୍ଷିଣ କାଶ୍ମୀରର ଗଗରାନ ଅଞ୍ଚଳରେ ୩ ବାହାର ରାଜ୍ୟର ଶ୍ରମିକଙ୍କୁ ୨ ଜଣ ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ଏମାନେ ସମସ୍ତେ ବିହାର ଜିଲ୍ଲା ସୁପୌଲର ବୋଲି ଜଣାପଡ଼ିଛି । ଗୁଳିମାଡ଼ରେ ୩ଜଣ ଶ୍ରମିକ ଗୁରୁତର ଆହତ…
Read More...

ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସରେ ଲାଗିଲା ନିଆଁ

ଚିତ୍ତୋର: ଟ୍ରେନ୍ ଦୁର୍ଘଟଣା ଥମିବାର ନାଁ ଧରୁନାହିଁ । ଦିନକୁ ଦିନ ବଢ଼ିଚାଲିଛି ଏହି ଦୁର୍ଘଟଣା । ତେବେ ଏକ ଟ୍ରେନରେ ନିଆଁ ଲାଗିବା ଘଟଣା ପୁଣି ସାମ୍ନାକୁ ଆସିଛି । ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସରେ ଲାଗିଲା ନିଆଁ। ଟ୍ରେନ ଇଞ୍ଜିନରେ ଧୂଆଁ ବାହାରିବାରୁ ଆନ୍ଧ୍ରପ୍ରଦେଶର ଚିତ୍ତୋର ଠାରେ…
Read More...

ଚୌକା ମାରି ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲି

ଡୋମିନିକା:  ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଏବେ ଦୃଢ ସ୍ଥିତିରେ ରହିଛି । ୱେଷ୍ଟଇଣ୍ଡିଜ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିବା ବେଳେ ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ଏବେ ବିଶାଳ ସ୍କୋର ଅଭିମୁଖେ ଆଗକୁ ବଢୁଛି । ଭାରତ ୨ ୱିକେଟ ବିନିମୟରେ ୩୧୨ ରନ୍…
Read More...

ଟମାଟୋ ପାଇଁ ଗଲା ଜୀବନ

ବିଭିନ୍ନ ରାଜ୍ୟରେ ଟମାଟୋ ଦର ବଢ଼ି ଚାଲିଛି । ଯେବେଠାରୁ ଟମାଟୋ ଦର ବଢି ଚାଲିଛି, ସେବେଠାରୁ ଅପରାଧିକ ଘଟଣା ମଧ୍ୟ ବଢିବାରେ ଲାଗିଛି । କାହା କ୍ଷେତରୁ ଲକ୍ଷାଧିକ ଟଙ୍କାର ଟମାଟୋ ଚୋରି ହେଉଛି ତ ଆଉ କେଉଁଠି ମାରପିଟ ଓ ହତ୍ୟା ହେଉଛି । କିଛି ରାଜ୍ୟରେ ଏବେ ଟମାଟୋ କିଲୋ ୨୦୦ ଉପରେ ରହିଛି…
Read More...

ଆଇସିସି ଇଭେଣ୍ଟରେ ପୁରୁଷ ଏବଂ ମହିଳା ଟିମକୁ ମିଳିବ ସମାନ ପୁରଷ୍କାର ରାଶି

ନୂଆଦିଲ୍ଲୀ: ପୁରୁଷ ଓ ମହିଳା କ୍ରିକେଟ୍ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ଆଇସିସି ଇଭେଣ୍ଟରେ ପୁରୁଷ ଓ ମହିଳା କ୍ରିକେଟ ଦଳକୁ ସମାନ ପୁରସ୍କାର ରାଶି ମିଳିବ। ଦକ୍ଷିଣ ଆଫ୍ରିକାର ଡର୍ବାନରେ ଆୟୋଜିତ ଆଇସିସି…
Read More...