ପିଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନ: ମୋଦୀଜୀଙ୍କୁ ଜାଣିଛ?

ନୂଆଦିଲ୍ଲୀ:  ମୋଦୀଜୀଙ୍କୁ ଜାଣିଛ, ଏକ ପ୍ରଦର୍ଶନୀକୁ ଯାଇ ଛୋଟ ପିଲାଙ୍କୁ ଏଭଳି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ପରେ ତାଙ୍କୁ ଯେଉଁ ଉତ୍ତର ମିଳିଥିଲା, ତାହାର ଭିଡିଓ ଏବେ ଭାଇରାଲ ହେଉଛି। ଜୁଲାଇ ୨୯ରେ ନୂଆ ଜାତୀୟ ଶିକ୍ଷା ନୀତିର ତିନି ବର୍ଷ ପୂର୍ତ୍ତି ଅବସରରେ…
Read More...

ପ୍ରଧାନ ବିଚାରପତି ଓ ମଣିପୁର ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବଦ୍ରୀ ଶେଷାଦ୍ରି ଗିରଫ

ଚେନ୍ନାଇ:  ‘ୟୁଟ୍ୟୁବ୍’ରେ ସାକ୍ଷାତକାର ଦେଉଥିବା ବେଳେ ମଣିପୁର ହିଂସା ଓ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ବିଷୟରେ ଅପମାନଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଆଜି ତାମିଲନାଡୁ ପୁଲିସ ରାଜନୈତିକ ସମୀକ୍ଷକ ତଥା ପ୍ରକାଶକ ବଦ୍ରୀ ଶେଷାଦ୍ରିଙ୍କୁ ଗିରଫ କରିଛି। ପୁଲିସ କହିବା…
Read More...

ରାହୁଲଙ୍କ ବିବାହକୁ ନେଇ ସୋନିଆଙ୍କୁ ପ୍ରଶ୍ନ କଲେ ମହିଳା

ରିପୋଟର୍ସ ଟୁଡେ ବ୍ୟୁରୋ:  ରାହୁଲ ଗନ୍ଧୀଙ୍କ ବିବାହକୁୁ ନେଇ ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ହରିଆଣାରୁ ଆସିଥିବା ଜଣେ ମହିଳା । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି ହରିଆଣା ଚାଷୀ । ବିଭିନ୍ନ ପ୍ରସଙ୍ଗରେ ଚାଷୀଙ୍କ…
Read More...

ବିହାରରେ ଶିକ୍ଷକଙ୍କ ପାଇଁ ନୂଆ ନିୟମ: ଜିନ୍ସ, ଟି ସାର୍ଟ କିମ୍ବା ଦାଢି ରଖି ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ବେଗୁସରାଇ:  ବିହାରରେ ଶିକ୍ଷକଙ୍କ ପାଇଁ ନିୟମ ଦିନକୁ ଦିନ କଡ଼ାକଡ଼ି ହେଉଛି । । ଏବେ ବେଗୁସରାଇ ଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଆଉ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଜିଲ୍ଲା ଶିକ୍ଷାଧିକାରୀ କେ.କେ. ପାଠକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଅଜବ ନିୟମ ଲାଗୁ କରିଛନ୍ତି । କୌଣସି…
Read More...

ମହରମ୍ ଶୋଭାଯାତ୍ରାରେ ଅଘଟଣ ଘଟି ୪ମୃତ, ୧୩ ଆହତ

ବୋକାରୋ:  ଝାଡ଼ଖଣ୍ଡର ବୋକାରୋରେ ଆୟୋଜିତ ମହରମ୍ ଶୋଭାଯାତ୍ରା ସମୟରେ ବିଜୁଳି ଆଘାତ ଯୋଗୁଁ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି ।ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୮୦ କିଲୋମିଟର ଦୂର ପେତାରୱାର୍ ଥାନା ଅନ୍ତର୍ଗତ ଖେତ୍କୋ ଗ୍ରାମରେ ସକାଳ ୬ଟା ବେଳେ ଉକ୍ତ ଅଘଟଣ…
Read More...

ଟି-୨୦ ବିଶ୍ୱକପ୍: ଜୁନ୍ ୪ରୁ ଆରମ୍ଭ, ଭାଗ ନେବେ ୨୦ ଦଳ

ରିପୋଟର୍ସ ଟୁଡେ ବ୍ୟୁରୋ:  ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ କାର୍ୟ୍ୟସୂଚୀ ସାମ୍ନାକୁ ଆସିଛି । ୨୦୨୪ ମସିହା ଜୁନ ୪ରୁ ୩୦ ତାରିଖ ମଧ୍ୟରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । ମୋଟ ୧୦ଟି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ୨୭ ଦିନରେ ମୋଟ ୫୫ଟି ମ୍ୟାଚ…
Read More...

ଦୁର୍ନୀତିମୂଳକ ଖବର ପ୍ରସାରଣ ପାଇଁ ସାମ୍ବାଦିକଙ୍କୁ ଆକ୍ରମଣ

ଯାଜପୁର: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ଯାଜପୁର ଦଶରଥପୁରରେ ସାମ୍ବାଦିକ ଚନ୍ଦ୍ରଶେଖର ସାହୁଙ୍କ ସମେତ ଅନ୍ୟ ଜଣେ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ଚନ୍ଦ୍ରଶେଖରଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଶାସକ ଦଳର କିଛି କର୍ମୀ ଆକ୍ରମଣ…
Read More...

ପ୍ରୋଟୋକଲରେ ଗୁରୁତର ତୃଟି: ରାଜ୍ୟପାଳଙ୍କୁ ନ ନେଇ ଫେରିଆସିଲା ଏୟାର ଏସିଆ ବିମାନ

ରିପୋଟର୍ସ ଟୁଡେ ବ୍ୟୁରୋ:  ପ୍ରୋଟୋକଲ ରେ ଗୁରୁତର ତୃଟି ଯୋଗୁ ଏୟାର ଏସିଆର ଏକ ବିମାନ ଗୁରୁବାର ଦିନ କର୍ଣ୍ଣାଟକ ରାଜ୍ୟପାଳ ଥାବରଚନ୍ଦ ଗେହଲଟଙ୍କୁ ନଆଣି କେମ୍ପାଗୌଡା ବିମାନ ବନ୍ଦରରୁ ଉଡାଣ ଭରିଥିଲା । ଏୟାର ପୋର୍ଟରେ ବିମାନକୁ ଅପେକ୍ଷା କରିଥିବା ସମୟରେ ଏୟାର ଏସିଆର ଏହି ବିମାନଟି…
Read More...

ଭାରତ-ଚୀନ ସୀମା ବିବାଦ: ସମୀକ୍ଷା କଲେ ସେନା ମୁଖ୍ୟ

ରିପୋଟର୍ସ ଟୁଡେ ବ୍ୟୁରୋ:  ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ସେନାଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ବି ଚୀନ ଏଭଳି କିଛି କାମ କରୁଛି ଫଳରେ ବିବାଦ ଥମିବା ବଦଳରେ ବଢିବାରେ ଲାଗିଛି । ଏବେ ପୁଣିଥରେ ଚୀନ ପୂର୍ବ ଲଦାଖରୁ ନେଇ ଅରୁଣାଚଳ ପ୍ରଦେଶ…
Read More...

୩ଟି ସନ୍ତାନ ଥିବା କଥା ଲୁଚାଇ ନିଜ ପଦରୁ ବିଦା ହେଲେ ମେୟର

ଛପରା:  ତିନିି ସନ୍ତାନ ଥିବା ଜଣାପଡ଼ିଲା ପରେ ଗଲା ମେୟର ପଦ । ନିୟମ ଭାଙ୍ଗି ନାମାଙ୍କନ ସମୟରେ ସତ୍ୟପାଠରେ ୩ ଟି ପିଲା ଥିବା କଥା ଲୁଚାଇଥିବା ଯାଞ୍ଚରୁ ଜଣାପଡିବା ପରେ ମେୟର ପଦରୁ ବିଦାହେଲେ । ଏଭଳି ଘଟଣା ଘଟିଛି ବିହାର ଛପରା ଜିଲ୍ଲାର ମେୟର ରାକ୍ଷୀ ଗୁପ୍ତାଙ୍କ ସହ । ସୂଚନା ମୁତାବକ,…
Read More...