ଓଡ଼ିଶା ଡିଜିପି ନିଯୁକ୍ତି ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଓଡ଼ିଶାର ପୋଲିସ୍ ମହାନିର୍ଦ୍ଦେଶକ (DGP) ନିଯୁକ୍ତିକୁ ନେଇ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଇନଗତ ଲଢ଼େଇର ଶୁଣାଣି ଭାରତର ସୁପ୍ରିମକୋର୍ଟ ଶେଷ କରିଛନ୍ତି ଏବଂ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ତେବେ, ଆସନ୍ତା ଅକ୍ଟୋବର ୮ ତାରିଖରେ ଝାଡ଼ଖଣ୍ଡ ସମ୍ବନ୍ଧୀୟ ଏକ ସମାନ ମାମଲାର ଶୁଣାଣି ପରେ ହିଁ…
Read More...

ବାଂଲାଦେଶକୁ ପାକିସ୍ତାନ ଝଟକା: ବନ୍ଦ କଲା ଆକାଶ ପଥ…

ପାକିସ୍ତାନ କଲା ବିଶ୍ୱାସଘାତକତା ।  ବାଂଲାଦେଶକୁ ମିଳିଲା ଶକ୍ତ ଝଟକା। ବାଂଲାଦେଶ ରାସ୍ତାରେ ଏବେ ବାଧା ସୃଷ୍ଟି କରିଛି ପାକିସ୍ତାନ। ବାଂଲାଦେଶର ରୂପୁର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ପାଇଁ ତୈଳ ନେଇ ଆସୁଥିବା ରୁଷ ବିମାନର ବାଟ ଛାଡ ନାହିଁ। ଇସଲାମାବାଦ। ଆଣବିକ ତୈଳ ଆଣୁଥିବା ରୁଷ ବିମାନ…
Read More...

MoHUA ର ‘PRAGATI 50’ କାର୍ଯ୍ୟକ୍ରମ ଅଧୀନରେ ଚୟନିତ ୫୦ଟି ସହର ମଧ୍ୟରେ ଭୁବନେଶ୍ୱର ଓ ପୁରୀ ସାମିଲ

ଭୁବନେଶ୍ୱର: ସହରାଞ୍ଚଳ ସ୍ୱଚ୍ଛତା ଏବଂ ବୈଜ୍ଞାନିକ ଉପାୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ଦିଗରେ ଓଡ଼ିଶାର ପ୍ରୟାସକୁ ସ୍ୱୀକୃତି ମିଳିଛି। ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (MoHUA) ଦ୍ୱାରା 'ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ ୨.୦' (SBM-U…
Read More...

ରୋଗ ଭଲ କରିବା ବାହାନାରେ ଦୁଷ୍କର୍ମ କଲା ତାନ୍ତ୍ରିକ…

ମୋ ଝିଅ ଭଲ ହୋଇଯିବ,ପୁଣି ଆଗଭଳି ମୋ ଚାରିପଟେ ଘୁରି ବୁଲିବ। ଏପରି ଅନେକ ସ୍ବପ୍ନ ଦେଖିଥିଲା ମା’। ସେଥିପାଇଁ ରୋଗ ଭଲ କରିବାକୁ ତାନ୍ତ୍ରିକ ପାଖକୁ ନେଇଥିଲେ ମାଆ। ଚିକିତ୍ସା ହେଲେ ରୋଗ ଭଲକରିବା ବାହାନାରେ ଇଜ୍ଜତ ଲୁଟିନେଲା ତାନ୍ତ୍ରିକ। ଉତ୍ତରପ୍ରଦେଶର ବାନ୍ଦାରୁ ସାମ୍ନାକୁ ଆସିଛି…
Read More...

ପୀଡ଼ିତା କୁନି ଝିଅ ତ୍ରିସିକାଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କାର ସହାୟତା ଦେଲେ ଧର୍ମଶାଳା ବିଧାୟକ

ଜନସେବା, ମାନବିକତା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଧର୍ମଶାଳାର ମାନ୍ୟବର ବିଧାୟକ ହିମାଂଶୁ ଶେଖର ସାହୁ। ଦିନ ରାତି ଏକ କରି ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରୁଥିବା ନିଷ୍ଠାପର ସେବକ  ଲିକୁ ସବୁବେଳେ ଗରିବ ଓ ଦୁଃଖି ଲୋକମାନଙ୍କ ଅସମୟରେ ସେମାନଙ୍କ ପାଖରେ ପହଞ୍ଚି ସହେଯାଗର ହାତ…
Read More...

ଫାଟିଲା ଗ୍ୟାସ ସିଲିଣ୍ଡର:  ଗଲା ୪ ଜୀବନ

ରୋଷେଇ ଚାଲିଥିବା ବେଳେ ହଠାତ୍‌ ଫାଟିଲା ଗ୍ୟାସ ସିଲିଣ୍ଡର। ବିସ୍ଫୋରଣର ୪ ଜଣ ପ୍ରାଣ ହରାଇଥିବା ବେଳେ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଉତ୍ତର ପ୍ରଦେଶର ଫତେପୁରରୁ ଏହି ଘଟଣା ଘଟିଛି। ପୂରା ଘଟଣାଟି ହେଲା, ସନ୍ଧ୍ୟାରେ  ଘରେ ରୋଷେଇ ଚାଲିଥିଲା। ଏହି ସମୟରେ ହଠାତ୍‌ ସିଲିଣ୍ଡର…
Read More...

ବୟଫ୍ରେଣ୍ଡ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଲେ ନିଧିଙ୍କ ମା’

ସୋସିଆଲ ମିଡିଆ ପ୍ରଭାବଶାଳୀ ଏବଂ 'ମିସ୍ ପ୍ରେଟି ଇଣ୍ଡିଆ' ବିଜେତା ନିଧି ତିୱାରୀଙ୍କ ମାଆ ହେମଲତା ତିୱାରୀ ଅଭିଯୋଗ କରିଛନ୍ତି ଯେ ନିଧିଙ୍କ ପ୍ରେମିକ, ସୋନୁ ସିଂହ, ତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ନିରନ୍ତର ନଜର ରଖିବା, ଗୋପନ ବୈବାହିକ ସ୍ଥିତି ଏବଂ ଗୁରୁତର ମାନସିକ ନିର୍ଯାତନାର ଶିକାର…
Read More...

ବଜ୍ରପାତ ସହ ଝଡ଼ବର୍ଷା ସତର୍କତା: ଓଡ଼ିଶାର ୧୪ଟି ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ୧୪ଟି ଜିଲ୍ଲାରେ ଆଗାମୀ ତିନି ଦିନ ପାଇଁ କାଳବୈଶାଖୀ ବା ଘଡ଼ଘଡ଼ି ସହ ବର୍ଷା ନେଇ 'ୟେଲୋ ୱାର୍ଣ୍ଣିଂ' (ହଳଦିଆ ସତର୍କତା) ଜାରି କରିଛି। ପ୍ରଥମ ଦିନ ପାଇଁ (୩୦ ସେପ୍ଟେମ୍ବର ସକାଳ ୮:୩୦ ପର୍ଯ୍ୟନ୍ତ): ବାଲେଶ୍ୱର, ଭଦ୍ରକ, ଯାଜପୁର,…
Read More...

ଚର୍ବି କମାଇବାର ଉପାୟ

ଆଜିର ଆଧୁନିକ ଯୁଗରେ ମଣିଷ ପାଖରେ ନିଜ ପାଇଁ ସମୟ କାଢ଼ିବା ବହୁତ କଷ୍ଟକର କଥା ।ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଚିନ୍ତାର କାରଣ ହୋଇଛି ଓଜନ ବଢ଼ିବା। ଏଥିରୁ ରକ୍ଷା ପାଇବା ପାଇଁ ଦୈନିକ ଅନେକ ପ୍ରକାରର ବ୍ୟାୟାମ କସରତ କରାଯାଉଥିଲେ ମଧ୍ୟ ଅନେକଙ୍କ ନିକଟରେ କୌଣସି ଫରକ୍ ନଜର ଆସିନଥାଏ। ତେବେ…
Read More...

ଆସନ୍ତାକାଲି ୪ ଘଣ୍ଟା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ ବନ୍ଦ

ଭୁବନେଶ୍ୱର: ଶ୍ରୀଜିଉମାନଙ୍କର 'ବନକଲାଗି' ନୀତି ଯୋଗୁଁ ଆସନ୍ତାକାଲି ଚାରି ଘଣ୍ଟା ପାଇଁ ଶ୍ରୀଜଗନ୍ନାଥ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛି। ବିଜ୍ଞପ୍ତି ଅନୁଯାୟୀ, ଆସନ୍ତାକାଲି ବୁଧବାର (୩୦…
Read More...