ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ, ସର୍ଚ୍ଚ ଅପରେଶନ ଜାରୀ

ଜାମ୍ମୁ କାଶ୍ମୀର: Jammu and Kashmir ର କିସ୍ତୱାଡ଼ ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଭୟଙ୍କର ଏନକାଉଣ୍ଟର ଘଟିଛି। ସୁରକ୍ଷା ବାହିନୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ Jaish-e-Mohammed ର କମାଣ୍ଡର ସୈଫୁଲ୍ଲା ସହ ତାଙ୍କ ଅନ୍ୟଜଣେ ସହଯୋଗୀଙ୍କୁ ନିହତ କରିବାରେ ସଫଳ…
Read More...

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍, ୧୯ ସାଧାରଣ ନାଗରିକ ମୃତ

ନୂଆଦିଲ୍ଲୀ: ପାକିସ୍ତାନ ଦ୍ୱାରା ଆଫଗାନିସ୍ତାନ ଭିତରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଭୟଙ୍କର ଭାବେ ବଢ଼ିଛି। Pakistan ବାୟୁସେନା ଆଫଗାନ ସୀମା ଉଲ୍ଲଂଘନ କରି ବଡ଼ ପରିମାଣର ସେନା ଅଭିଯାନ ଚଲାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତକାଲି ରାତିରେ…
Read More...

ବଢ଼ୁଛି ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନ ବିବାଦ

ଭୁବନେଶ୍ଵର: ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନକୁ ନେଇ ବିବାଦ ଦିନକୁ ଦିନ ତେଜୁଛି । ଜେନେରାଲ୍ ବଡି ବୈଠକକୁ ବୟକଟ୍ କରି Lalitendu Bidyadhar Mohapatra ଗଣମାଧ୍ୟମ ଆଗରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, OCA ପକ୍ଷରୁ ନିର୍ବାଚନକୁ ଇଚ୍ଛାପୂର୍ବକ…
Read More...

ଟସ୍ ଜିତିଲା ସାଉଥ୍ ଆଫ୍ରିକା, ପ୍ରଥମେ କରିବ ବ୍ୟାଟିଂ

ଅହମଦାବାଦ: ରବିବାର ICC Men's T20 World Cup 2026 ର ସୁପର-୮ ପର୍ଯ୍ୟାୟରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁତ୍ଵପୁର୍ଣ୍ଣ ମୁକାବିଲା Narendra Modi Stadium, ଅହମଦାବାଦରେ ଖେଳାଯାଉଛି। ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ବାଛିଛି, ଯାହା ଦଳର…
Read More...

‘ଅପରେସନ ସାଇବର କବଚ’: ୩୬୨୫ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ଜଣ ଅଭିଯୁକ୍ତ ଗିରଫ

ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଦଶମ ଦିନରେ ଜୋରଦାର ଭାବେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ  ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍‌.ପି. ଓ…
Read More...

ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଜୀଉଙ୍କ ରାଧା ମାଧବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ରସୁଲପୁର ବ୍ଲକ ଅଧୀନ ବାରବାଟୀ ପଂଚାୟତର  ବାରବାଟୀ ଗ୍ରାମରେ  ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ତିନି ଧରି ମହା ଆଡମ୍ବରରେ ଅନୁଷ୍ଠିତ ହେଉଛି lଏହି ଉତ୍ସବ ରେ ବ୍ରତଧାରୀମାନେ ପ୍ରାତଃ ୭ଘଟିକା ରେ ବ୍ରାହ୍ମଣୀ ନନ୍ଦୀରୁ ମାଟି କଳସରେ ପାଣିଧରି ଆସି…
Read More...

ଦାଦା ଓ ଗଣେଶ୍ୱର କ୍ଳବ ମିଳିତ ଆନୁକୁଲ୍ୟର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଢେଙ୍କାନାଳ -ଅନୁଗୁଳ ଡେଭେଲପମେଣ୍ଟ ଆସୋସିଏସନ (DADA), ହିନ୍ଦୋଳ ବ୍ଲକର ଵାଙ୍କଟିଆ ସ୍ଥିତି ଗଣେଶ୍ୱର କ୍ଲବ ଓ ସ୍ପର୍ଶ ହସ୍ପିଟାଲର ମିଳିତ ସହଯୋଗରେ ଏକ  ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ହିନ୍ଦୋଳ ଅଞ୍ଚଳର ପ୍ରାୟ ୩୦୦ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ତଥା ଔଷଧ ବିତରଣ…
Read More...

ଇତିହାସ ରଚିଲା ଭାରତ, ୧୭ ରନରେ ପରାସ୍ତ ହେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ତୃତୀୟ ଓ ନିର୍ଣ୍ଣାୟକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୧୭ ରନ୍‌ରେ ପରାସ୍ତ କରି ଭାରତୀୟ ମହିଳା ଦଳ ୨-୧ରେ ସିରିଜ୍ ଜିତି ଇତିହାସ ରଚିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ୍ ଜିତିବାର ସଫଳତା ଅର୍ଜନ କରିଛି। ଶନିବାର Adelaideରେ…
Read More...

ରାଜ୍ୟରେ ଏପ୍ରିଲ୍‌ ୧ରୁ ଆରମ୍ଭ ହେବ SIR, ଜାରି ରହିଛି ମ୍ୟାପିଂ

ଭୁବନେଶ୍ଵର: ରାଜ୍ୟରେ ଆସନ୍ତା ଏପ୍ରିଲ୍‌ ୧ ତାରିଖରୁ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ପ୍ରକ୍ରିୟା ଆରମ୍ଭ ହେବ ବୋଲି Election Commission of India ପକ୍ଷରୁ ସୂଚନା ମିଳିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ସନ୍ଥଗୋପାଳନ କହିଛନ୍ତି ଯେ ଏହା ପାଇଁ ପ୍ରସ୍ତୁତି…
Read More...

ଶ୍ରୀମନ୍ଦିରରେ ଧଜିଆ ଉଡୁଛି ନିୟମ, ସୁରକ୍ଷାକୁ ନେଇ ବିଧାନସଭାରେ ପ୍ରଶ୍ନ

ଭୁବନେଶ୍ଵର : ପୁରୀର Shree Jagannath Templeରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି । ବିଧାନସଭାରେ ବିଜେଡି ବିଧାୟକ Pratap Jena (ପ୍ରତାପ ଦେବ) ଅଣତାରକା ପ୍ରଶ୍ନ ମାଧ୍ୟମରେ ଶ୍ରୀମନ୍ଦିର ସୁରକ୍ଷା ସମ୍ବନ୍ଧରେ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହାର ଲିଖିତ ଉତ୍ତର…
Read More...