ପୋଷ୍ୟ ମା’ଙ୍କୁ ମଧ୍ୟ ମିଳିବ ପ୍ରସବକାଳୀନ ଛୁଟି: ସୁପ୍ରିମକୋର୍ଟର ଐତିହାସିକ ରାୟ

New Delhi: ସୁପ୍ରିମ୍ କୋର୍ଟ ଶିଶୁ ପୋଷ୍ୟ ଗ୍ରହଣ କରୁଥିବା ମହିଳାମାନଙ୍କ ଅଧିକାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ରାୟ ଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯେ, ପୋଷ୍ୟ ମା’ମାନଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ କରାଯାଇପାରିବ ନାହିଁ ଏବଂ ସେମାନଙ୍କୁ ଜୈବିକ ମା’ମାନଙ୍କ ପରି…
Read More...

ଇରାନ ନେତା ଅଲି ଲାରିଜାନିଙ୍କୁ ଟାର୍ଗେଟ କଲା ଇସ୍ରାଏଲ, ମୃତ୍ୟୁ ଖବରକୁ ଅସ୍ୱୀକାର କଲା ତେହେରାନ

New Delhi: ମଧ୍ୟପ୍ରାଚ୍ୟର ସଂଘର୍ଷ ମଧ୍ୟରେ ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଆହୁରି ତୀବ୍ର ହେଉଛି। Ali Larijaniଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା ନେଇ ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ Israel Katz କହିଛନ୍ତି ଯେ, ଏହି ଆକ୍ରମଣରେ…
Read More...

ଗାଜିଆବାଦର ହରୀଶ ରାଣାଙ୍କ ପାଇଁ ଦିଲ୍ଲୀ AIIMSରେ ଆରମ୍ଭ ହେଲା ଇଚ୍ଛାମୃତ୍ୟୁ ପ୍ରକ୍ରିୟା

New Delhi: ଉତ୍ତର ପ୍ରଦେଶର ଗାଜିଆବାଦର ବାସିନ୍ଦା Harish Ranaଙ୍କ ଇଚ୍ଛାମୃତ୍ୟୁ ପ୍ରସଙ୍ଗରେ ଦିଲ୍ଲୀର All India Institute of Medical Sciences (AIIMS) Delhi ରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁସାରେ, ହସ୍ପିଟାଲରେ ଭର୍ତ୍ତି ହେବା ପରେ ହରୀଶଙ୍କ ପାଇଁ ଇଚ୍ଛାମୃତ୍ୟୁ…
Read More...

ମହାନଦୀ ଘାଟରେ ବାରୁଣୀ ସ୍ନାନ

ମହା ଆଡମ୍ବର ରେ ସରି ଯାଇଛି ବାରୁଣୀ ସ୍ନାନ ଯାତ୍ରା। ତା ମଧ୍ୟରେ ମଧ୍ୟ ସରିଛି ଆଠଗଡ ଗଡଜାତର ପ୍ରସିଦ୍ଧ ଦୋଳ ପର୍ବ । ମହାନଦୀରେ ବାରୁଣୀ ଘାଟରେ ବୁଡ ପକାଇଲେ ବାବା ସର୍ପେଶ୍ଵରଙ୍କ ସହ ଅଷ୍ଟଶମ୍ଭୁ। ଭକ୍ତ ଓ ଶ୍ରଦ୍ଧାଳୁମାନେ ହରିହର ଭେଟ ଦର୍ଶନ କରିବା ସହ ମହାନଦୀରେ ମହାପ୍ରଭୁଙ୍କ ସହ ବୁଡ…
Read More...

ମଧ୍ୟପ୍ରାଚ୍ୟ ସଂଘର୍ଷ ମଧ୍ୟରେ ପୁଣି ବଢିଲା ସୁନା-ରୁପା ଦର

Gold Price: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ସୁନା ଓ ରୁପା ଦରରେ ଆଜି ପୁଣି ବୃଦ୍ଧି ଦେଖାଯାଇଛି। ବିଶ୍ୱ ଅନିଶ୍ଚିତତା ବଢିବା ସହିତ ନିବେଶକମାନେ ସୁରକ୍ଷିତ ନିବେଶ ଭାବେ ସୁନା ଓ ରୁପାକୁ ବେଶି ପସନ୍ଦ କରୁଛନ୍ତି, ଯାହା ଫଳରେ ଦର ବଢିବାର ପ୍ରବଣତା ଦେଖାଯାଉଛି।…
Read More...

ଖୁଣ୍ଟା ବାରୁଣୀ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ହେଉଛି ପବିତ୍ର ବାରୁଣୀ ବୁଡ । ବିଭିନ୍ନ ବାରୁଣୀ ପୀଠରେ ଭକ୍ତମାନେ ବୁଡ ପକାଇବା ସହିତ ପୁଣ୍ୟ ଅର୍ଜନ କରୁଛନ୍ତି । କପ୍ତିପଦା ଉପଖଣ୍ଡର ପ୍ରସିଦ୍ଧ ଢୁଢୁଆ ବାରୁଣୀ ପୀଠରେ ଆଜି ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ । ଶ୍ରଦ୍ଧାଳୁମାନେ ଆସି ବାରୁଣୀ ପୀଠରେ ପୂଜାର୍ଚ୍ଚନା କରିବା…
Read More...

ଜ୍ଞାନ ପ୍ରକାଶ ଗଜପତି ଶାଖା ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ଜ୍ଞାନପ୍ରକାଶର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜ୍ଞାନ ପ୍ରକାଶର ଜିଲ୍ଲା ମୁଖ୍ୟ ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ…
Read More...

ରାଜ୍ୟସଭା ନିର୍ବାଚନରେ ବିଜୟୀ ମନମୋହନ ସାମଲ, ସୁଜିତ କୁମାର, ସନ୍ତୃପ୍ତ ମିଶ୍ର ଓ ଦିଲୀପ ରାୟ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ ଚାରିଟି ଆସନ ପାଇଁ ହୋଇଥିବା ଭୋଟିଂରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ମନମୋହନ ସାମଲ୍ ଓ ସୁଜିତ୍ କୁମାର୍, ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ । ପ୍ରଥମ ପସନ୍ଦ ଭୋଟର ଫଳାଫଳ ଅନୁସାରେ ମନମୋହନ ସାମଲ ଓ ସୁଜିତ…
Read More...

କ୍ରସ୍‌ ଭୋଟିଂରେ ବଦଳିଗଲା ରାଜ୍ୟସଭା ଫଳାଫଳ, ବାଜିମାତ୍ କଲେ ଦିଲ୍ଲୀପ ରାୟ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଗଣତି ସରିବା ପରେ ଚମତ୍କାର ପରିଣାମ ଦେଖିବାକୁ ମିଳିଛି। କ୍ରସ୍‌ ଭୋଟିଂ ନିର୍ବାଚନର ସମୀକରଣକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇଛି। ଏହି ନିର୍ବାଚନରେ ଦିଲ୍ଲୀପ ରାୟ ବାଜିମାତ୍ କରିଥିବାବେଳେ ଦତ୍ତେଶ୍ଵର ହୋତା ପରାଜିତ ହୋଇଛନ୍ତି। ଭୋଟ୍‌ ଗଣନା…
Read More...

ବ୍ୟବସାୟିକ LPG ପରିବର୍ତ୍ତେ PNG ବ୍ୟବହାରକୁ ପ୍ରୋତ୍ସାହନ, ନୂଆ ସଂଯୋଗରେ ରିହାତି ଓ କ୍ୟାସବ୍ୟାକ୍

New Delhi: ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ପାଇପ୍ଡ ନ୍ୟାଚୁରାଲ ଗ୍ୟାସ (PNG) ବ୍ୟବହାର କରିବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି। ନୂଆ PNG ସଂଯୋଗ ନେଲେ ଗ୍ରାହକଙ୍କୁ…
Read More...