ବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।

ବିରାଟଙ୍କ ରେକର୍ଡ କାଟିଲେ ବାବର । ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ ଖେଳାଳି କୋହଲିଙ୍କ ପୂର୍ବରୁ ଥିବା ରେକର୍ଡ ଭାଙ୍ଗିଛନ୍ତି। ବାବର ଏବେ…
Read More...

ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ମୁହଁ ଖୋଲିଲେ ରୋହିତ ଶର୍ମା

ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଗୋଟିଏ, ପଦ୍ମଶ୍ରୀରେ ସମ୍ମାନିତ ହେବା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ଏହାକୁ ତାଙ୍କ ଏବଂ ତାଙ୍କ ପରିବାର ପାଇଁ ଏକ ବିଶେଷ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ସେ ଭାରତ ପାଇଁ…
Read More...

ଲୋକସଭାରୁ କଂଗ୍ରେସର ୮ ଜଣ ସାଂସଦ ନିଲମ୍ବିତ

ଲୋକସଭାରୁ କଂଗ୍ରେସର ୮ ଜଣ ସାଂସଦ ନିଲମ୍ବିତ । ଲୋକସଭାରେ ହଟ୍ଟଗୋଳ ଏବଂ ଅଶୋଭନୀୟ ଆଚରଣ ପାଇଁ କଂଗ୍ରେସର ୮ ଜଣ ସାଂସଦଙ୍କୁ ବଜେଟ୍ ଅଧିବେଶନର ବାକି ଦିନଗୁଡ଼ିକ ପାଇଁ ନିଲମ୍ବିତ କରାଯାଇଛି । ଲୋକସଭା କାର୍ଯ୍ୟକାଳ ମଧ୍ୟରେ ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କିଛି ବିରୋଧୀ ଏମ୍‌ପି…
Read More...

ଯଦି କମ୍ପାନୀ ଭାରତୀୟ ସମ୍ବିଧାନର ନିୟମ ପାଳନ କରିପାରୁ ନାହିଁ ତାହେଲେ ଭାରତ ଛାଡ଼ି ପଳାଇ ଯାଉ

ସୁପ୍ରିମକୋର୍ଟ ହ୍ୱାଟ୍ସଆପ୍ ଏବଂ ମେଟାର ଡାଟା ସେୟାରିଂ ଅଭ୍ୟାସ ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ଭାରତୀୟ ପ୍ରତିଯୋଗିତା ଆୟୋଗ ହ୍ୱାଟ୍ସଆପ୍‌ର 2021 ର ଗୋପନୀୟତା ନୀତି ପାଇଁ ମେଟା ଉପରେ 213.14 କୋଟି ଜରିମାନା ଲଗାଇବା ନିର୍ଦ୍ଦେଶରୁ ଆଗତ ଆବେଦନଗୁଡ଼ିକର ଶୁଣାଣି କରି…
Read More...

20 ଲକ୍ଷ ଟଙ୍କାର ଧଳାଜହର ଜବତ : 2 ଗିରଫ , ବାଇକ୍ ଜବତ

ଧଳାଜହରକୁ ଚିନି ପୁଡିଆ ନାଁରେ ଯୁବବର୍ଗଙ୍କୁ ବାଣ୍ଟୁଥିଲେ, ବାଣ୍ଟିବା ବେଳେ ଧରାପଡିଲେ 2 ଧଳାଜହର ବ୍ୟବସାୟୀ । ଗ୍ରାହକ ବେଶରେ ଗଲେ, ଚିନି ପୁଡିଆ କିଣିଲେ ଆଉ ସେତିକିବେଳେ 2 ଜଣଙ୍କୁ ଧରିଲେ । ସେମାନଙ୍କ ଠାରୁ 20 ଲକ୍ଷ ଟଙ୍କାର ଧଳାଜହର ଜବତ କରିବା ସହିତ ଗୋଟିଏ ବାଇକ୍ ଜବତ କରିଛି ଟାଙ୍ଗୀ…
Read More...

ବୌଦ୍ଧ ବନ ବିଭାଗ ପକ୍ଷରୁ ବିଶ୍ୱ ଜଳ ଆଦ୍ରତା ଦିବସ

ବୌଦ୍ଧ ଜିଲ୍ଲା ବୀରନରସିଂହପୁର ନର୍ସରୀ ପରିସରରେ ବୌଦ୍ଧ ବନ ବିଭାଗ ପକ୍ଷରୁ ବିଶ୍ୱ ଜଳଆଦ୍ରତା ଦିବସ ପାଳନ କରାଯାଇଛି।କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ବନଅଧିକାରୀ ରାଜେନ୍ଦ୍ର ଗୋଛାୟତ ଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ। ଏବଂ ସ୍ଥାନୀୟ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ…
Read More...

୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭୁବନେଶ୍ବରରେ ପହଞ୍ଚିଲେ

ଭୁବନେଶ୍ଵର: ୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀ ସହ ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ଆସନ୍ତାକାଲି ଅପରାହ୍ନ ୫ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ…
Read More...

ଟି-୨୦ ବିଶ୍ୱକପ୍ ୨୦୨୬: ୩ଟି ଯାକ ମ୍ୟାଚ ବହିଷ୍କାର କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ପୁଣିଥରେ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ପହଞ୍ଚିଛି। ପୂର୍ବରୁ ହିଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ, କେବଳ ICC ଓ ACC ଟୁର୍ଣ୍ଣାମେଣ୍ଟରେ ମାତ୍ର ଦୁଇ ଦଳ ମୁହାଁମୁହିଁ ହେଉଥିଲେ।…
Read More...

ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କୁ 90 ବର୍ଷ ବୟସରେ ପ୍ରଥମ ଗ୍ରାମୀ ପୁରସ୍କାର

ତିବ୍ଦତର ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କୁ 90 ବର୍ଷ ବୟସରେ ତାଙ୍କର ପ୍ରଥମ ଗ୍ରାମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା, ଯାହା ତାଙ୍କ ଜୀବନକାଳରେ ଶାନ୍ତି ଏବଂ ପ୍ରତିଫଳନର ବାର୍ତ୍ତା ବାଣ୍ଟିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ଦଲାଇ ଲାମାଙ୍କ କଥିତ ଆଲବମ୍, ମେଡିଟେସନ୍ସ: ଦି…
Read More...

ମୋଜିଲା ଫାୟାରଫକ୍ସ ୟୁଜରଙ୍କ ପାଇଁ ହାଇ ସିକ୍ୟୁରିଟି ଆଲର୍ଟ, CERT-In ଜାରି କଲା ଚେତାବନୀ

ନୂଆଦିଲ୍ଲୀ: ଯଦି ଆପଣ ଇଣ୍ଟରନେଟ୍‌ ଚଳାଇବା ପାଇଁ ମୋଜିଲା ଫାୟାରଫକ୍ସ ବ୍ରାଉଜର ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କେନ୍ଦ୍ର ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି CERT-In ଫାୟାରଫକ୍ସ ୟୁଜରମାନଙ୍କ ପାଇଁ ହାଇ ରିସ୍କ ସିକ୍ୟୁରିଟି ଆଲର୍ଟ ଜାରି କରିଛି। CERT-In ଅନୁଯାୟୀ,…
Read More...