ଇମ୍ରାନଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟରୁ ଆଠଟି ମାମଲାରେ ଜାମିନ…

ପାକିସ୍ତାନ ତେହେରିକ୍-ଏ-ଇନସାଫ୍ ପାର୍ଟି ମୁଖ୍ୟ ଏବଂ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମେ 9 ହିଂସା ସହିତ ଜଡିତ ମାମଲାରେ ଜାମିନ ମିଳିଛି। ଗୁରୁବାର (21 ଅଗଷ୍ଟ, 2025) ପାକିସ୍ତାନ ସୁପ୍ରିମକୋର୍ଟରୁ ଆଠଟି ମାମଲାରେ ଜାମିନ ପାଇବା ପରେ ଇମ୍ରାନ ଖାନଙ୍କ ଦଳର ନେତା ଏବଂ…
Read More...

ଟ୍ରମ୍ପ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକି…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି କରି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଛନ୍ତି। ଟ୍ରମ୍ପ ଚାହାଁନ୍ତି ନାହିଁ ଯେ ଭାରତ ରୁଷଠାରୁ ତେଲ କିଣିବ ଏବଂ ସେ ଏ ବିଷୟରେ ଚେତାବନୀ ମଧ୍ୟ ଦେଇଥିଲେ। ଏବେ ଏହି ଘଟଣାର ଗମ୍ଭୀରତାକୁ ବୁଝି, ଜାତିସଂଘରେ ଆମେରିକାର…
Read More...

ସାନଖେମୁଣ୍ଡିରେ ଯୁବତୀଙ୍କୁ ନିର୍ଯ୍ୟାତନା ମାମଲାରେ ୨ ଜଣ କୋର୍ଟ ଚାଲଣ…

ସାନଖେମୁଣ୍ଡିରେ ଲଜ୍ଜ୍ୟା ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଦୁଷ୍କର୍ମ କରି କୋର୍ଟ ଚାଲାଣ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା କ୍ଷ ଜଣେ ଯୁବତୀ ଙ୍କୁ ଦୁଇ ସାଙ୍ଗ ବିବାହ ଏବଂ ଚାକିରୀ କରାଇ ଦେବି କହି ଦୁଷ୍କର୍ମ ଅଭିଯୋଗ ରେ ପାଟପୁର  ପୋଲିସ ଗିରଫ କରି…
Read More...

ଆମେରିକାରୁ ଖସି ଆସିଥିବା ପଳାତକ ମହିଳା ଭାରତରୁ ଗିରଫ…

ଆମେରିକାର ୧୦ ଜଣ ମୋଷ୍ଟ ୱାଣ୍ଟେଡ୍ ପଳାତକଙ୍କ ତାଲିକାରେ ସାମିଲ ଥିବା ଜଣେ ମହିଳାଙ୍କୁ ଭାରତରୁ ଗିରଫ କରାଯାଇଛି। ମହିଳା ଜଣଙ୍କ ତାଙ୍କ ୬ ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗ ତାଙ୍କ ନାଁରେ ମାମଲା ରହିଛି । ଆମେରିକୀୟ ଏଜେନ୍ସି ଫେଡେରାଲ୍ ବୁ୍ୟରୋ ଅଫ ଇନଭେଷ୍ଟିଗେସନ( FBI) ଭାରତରୁ…
Read More...

ଛୋଟ ପିଲାମାନଙ୍କର ବିଭିନ୍ନ ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ନିଯୁକ୍ତି ହେବେ ଶିଶୁ ସେବିକା

ଶିକ୍ଷକମାନଙ୍କୁ ଶ୍ରେଣୀଗୃହ ପରିଚାଳନାରେ ସହାୟତା କରିବା ଏବଂ ଛୋଟ ପିଲାମାନଙ୍କର ବିଭିନ୍ନ ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ନିଯୁକ୍ତି ହେବେ ଶିଶୁ ସେବିକା । ପିଲାମାନଙ୍କୁ ସ୍ୱାଗତ କରିବା, ପରିଷ୍କାର ପରିଚ୍ଛନ୍ନତା ପାଳନ କରିବା ଏବଂ ଦୈନନ୍ଦିନ ସ୍କୁଲ କାର୍ୟ୍ୟକଳାପ ମଧ୍ୟରେ ସୁଗମ…
Read More...

ଅଗ୍ନି-୫ର ସଫଳ ଉଡ଼ାଣ,ଏବେ ଆଖି ପିଛୁଳାକେ ଶତ୍ରୁ ହେବ ଧ୍ୱଂସ

ଭାରତ ନିରନ୍ତର ତାର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରୁଛି। ଏହା ସହିତ, ଏହା ନୂତନ ରେକର୍ଡ ମଧ୍ୟ ସ୍ଥାପନ କରୁଛି। ଏହି ପରିପ୍ରେକ୍ଷୀରେ। ବୁଧବାର ଦେଶ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ ଥିଲା। ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 'ଅଗ୍ନି 5' ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ…
Read More...

ପ୍ରେମାନନ୍ଦଙ୍କ ବିଷୟରେ କ’ଣ କହିଲେ ଖେସାରି ଲାଲ ଯାଦବ…

ବୃନ୍ଦାବନର ପ୍ରେମାନନ୍ଦ ମହାରାଜ ଏବେ ବେଶ ଚର୍ଚ୍ଚାରେ । ତାଙ୍କର କୋଟି କୋଟି ଭକ୍ତ ଅଛନ୍ତି। ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ରାଜନୀତି ଏବଂ ଚଳଚ୍ଚିତ୍ର ଜଗତର ଅନେକ ବଡ଼ ବଡ଼ ନାମ ତାଙ୍କ ଆଶୀର୍ବାଦ ନେବାକୁ ଯାଇଛନ୍ତି। ନିକଟରେ ଭୋଜପୁରୀ ଗାୟକ ଖେସାରି ଲାଲ ଯାଦବ ବାବାଙ୍କ ଉପରେ ଏକ…
Read More...

ଭୂତ ପେନସନ୍ ଉଠାଉଛି କିଏ ? ଥାନାରେ ଅଭିଯୋଗ…

ବସ୍ତା -(ଅଜିତ ସାହୁ ) ଭୁତ ଉଠାଉଛି ପେନସନ।ତାହା ପୁଣି ବ୍ୟାଙ୍କ୍ ରୁ। କଥାଟି ହୁଏତ  ବିଶ୍ବାସ ହୋଇ ନପାରେ। ତେବେ କେମିତି ଏହା ସମ୍ଭବ ତାହାକୁ ନେଇ ଅନେକ ପ୍ରଶ୍ନ। ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନାରେ । ଅଭିଯୋଗ ମୁତାବକ ପୂର୍ବତନ ଶିକ୍ଷକ ଅନନ୍ତ କୁମାର…
Read More...

ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ମାମଲାରେ ଗୃହ ମନ୍ତ୍ରଣାଳୟ ଦାୟୀ…

ଜନଶୁଣାଣି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ମାମଲାରେ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ କେସି ଭେନୁଗୋପାଳ ଗୃହ ମନ୍ତ୍ରଣାଳୟକୁ ଦାୟୀ କରିଛନ୍ତି। ଏହା ଗୃହ ମନ୍ତ୍ରଣାଳୟର ବିଫଳତା। ଏହାର ଗମ୍ଭୀରତାର ସହିତ ତଦନ୍ତ କରାଯିବା ଉଚିତ।" ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ…
Read More...

ସଦର ଥାନା ପକ୍ଷରୁ ଜୀବନ ହାରିବା ପଦକ୍ଷେପ ବିରୋଧରେ ଓ ଆତ୍ମ ସୁରକ୍ଷାକୁ ନେଇ ସଚେତନତା ଶିବିର…

କେନ୍ଦୁଝର ୧୯.୮.୨୦୨୫ ଆଜି ରାଇସୁଆଁ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରତିନ୍ଦ୍ର ପରିଡାଙ୍କ ଅଧ୍ୟକ୍ଷତାରେ ଜୀବନ ହାରିବା ଭଳି ଚରମ ପଦକ୍ଷେପ ବିରୋଧରେ ଓ ଆତ୍ମସୁରକ୍ଷାକୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ଶିବିର ରେ ମୂଖ୍ୟ ଅତିଥି ଭାବରେ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅମିତ…
Read More...