କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଘରକୁ ବୋମା ମାଡ଼ ଧମକ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନାଗପୁରସ୍ଥିତ ଘରକୁ ବୋମା ମାଡ଼ ଧମକ । ଶନିବାର ରାତିରେ ଏହି ଧମକ ଆସିଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ସନ୍ଦିଗ୍ଧ ଉମେଶ ରାଉତଙ୍କୁ ଅଟକ ରଖିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏହି ଧମକ ଜଣେ ମଦ୍ୟପ ବ୍ୟକ୍ତି…
Read More...

ନିରାମିଷ ପିଲାଙ୍କୁ ମିଳିବ ଅଣ୍ଡା ମୂଲ୍ୟର ଫଳ…

ବିଦ୍ୟାଳୟରେ ନିରାମିଷ ଛାତ୍ରଛାତ୍ରୀଙ୍କ ପାଇଁ ମିଳିବ ଫଳ । ଶିଶୁ ବାଟିକାରୁ ଦଶମ ଯାଏଁ ଯେଉଁ ପିଲାମାନେ ଅଣ୍ଡା ଖାଉନାହାନ୍ତି ସେମାନଙ୍କୁ ଅଣ୍ଡା ମୁଲ୍ୟରେ ଫଳ ଦିଆଯିବ । ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ହୋଇଛି । ମିଡ ଡେ ମିଲରେ ସପ୍ତାହକୁ ୩ ଥର ସୋମବାର,ବୁଧବାର,ଶୁକ୍ରବାର…
Read More...

କେନାଲରେ ସାଇକେଲ ସହ ପଡି ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ରଘୁନାଥପୁର ଥାନା ଅନ୍ତର୍ଗତ କୂଳସାହି ଛକରେ ଏକ କେନାଲରେ ସାଇକେଲ ସହ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ହେଲେ ରଘୁନାଥପୁର ବାମ୍ପିତଳା ଗ୍ରାମର ୫୫ ବର୍ଷୀୟ ସୌମେନ୍ଦ୍ର ସିହ୍ନା। ଆଜି ସୌମେନ୍ଦ୍ର କୌଣସି କାମରେ ଏକ ସାଇକେଲ ଯୋଗେ କେନାଲ ବନ୍ଧ ରାସ୍ତାରେ ଯାଉଥିବା ସମୟରେ  କେନାଲର…
Read More...

ସ୍କୁଟି ଏବଂ ବାଇକ ପରସ୍ପର ସହିତ ଧକ୍କା, ସ୍କୁଟି ଚାଳକର ମୃତ…

ଦେବଗଡ଼ ଜିଲ୍ଲା ଜାତୀୟ ରାଜପଥ ବିଜୟ ନଗର ଛକ ଠାରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ଆଜି ଦିନ ଏକ ଘଟିକା ସମୟର ରାସ୍ତାରେ ସ୍କୁଟି ଏବଂ ବାଇକ ପରସ୍ପର ସହିତ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ଏବଂ ସ୍କୁଟି ଚାଳକ ଆହତ ହୋଇଥିଲେ । ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଯୋଗେ ଦେବଗଡ଼ ମୁଖ୍ୟ…
Read More...

ଜିଲ୍ଲାର ଉନ୍ନତି ନିମନ୍ତେ ନୂଆ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସାମ୍ବାଦିକ ସଂଘ

ଆଜି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘରର ସଭାପତି ଅଶୋକ ମିଶ୍ରଙ୍କ ନେତୃତ୍ୱର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିବା ଶ୍ରୀ ସୋମେଶ ଉପାଧ୍ୟାୟଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।…
Read More...