ତରଭାରେ ୧୦୨ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ…

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ତରଭା ପଞ୍ଚାୟତ ସମିତି ଅନ୍ତର୍ଗତ ତୁଲୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ,ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ ଓ …
Read More...

ଆୱାମୀ ଲିଗକୁ “ଧ୍ୱଂସ” କରିବା ଏତେ ସହଜ ନୁହେଁ- ହସିନା

ସୋମବାର ଦିନ ଶେଖ ହସିନାଙ୍କ "ମାନବତା ବିରୋଧୀ ଅପରାଧ" ମାମଲାର ବହୁ ପ୍ରତୀକ୍ଷିତ ରାୟ ପାଇଁ ବାଂଲାଦେଶ ପ୍ରସ୍ତୁତ ହେଉଥିବା ବେଳେ, ସେ ତାଙ୍କ ସମର୍ଥକମାନଙ୍କୁ ଏକ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ଦଳ ଆୱାମୀ ଲିଗକୁ "ଧ୍ୱଂସ" କରିବା ଏତେ ସହଜ ନୁହେଁ କାରଣ ଏହା "ମାଟି ଏବଂ ଲୋକଙ୍କୁ ବୃଦ୍ଧି…
Read More...

ମୃତ୍ୟୁଦଣ୍ଡ ରାୟକୁ ଏକ ମିଥ୍ୟା ବିଚାର ବୋଲି କହିଛନ୍ତି ଶେଖ୍ ହାସିନା

ମାନବତା ବିରୋଧୀ ଅପରାଧ ପାଇଁ ଢାକାର ଏକ କୋର୍ଟ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ଆୱାମୀ ଲିଗ୍ ନେତା ଶେଖ୍ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ବର୍ତ୍ତମାନ ଭାରତରେ ନିର୍ବାସିତ ଥିବା ୭୮ ବର୍ଷୀୟା ହସିନା ଏହି ରାୟକୁ ଏକ ମିଥ୍ୟା ବିଚାର ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ…
Read More...

ବନ୍ଧା ପଡିଥିବା ପୁଅର ଶରୀର ମୁକୁଳାଇଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ

କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ମହାନତା । ଏକ ଘରୋଇ ମେଡିକାଲରେ ବନ୍ଧା ପଡିଥିବା ପୁଅର ଶରୀର ମୁକୁଳାଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ସୂଚନା ମୁତାବିକ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଅଞ୍ଚଳର ଓଡଙ୍ଗ ପଞ୍ଚାୟତ ର ଏରଝାଟିଆ ର ରାମଚଚନ୍ଦ୍ର ଜେନାଙ୍କ ପୁଅ ଶ୍ରୀକାନ୍ତ…
Read More...

ଅଠରବାଙ୍କି ମାର୍କେଟ ବିଲ୍ଡିଂ ରେ ଅଗ୍ନିକାଣ୍ଡ…

ଅଠରବାଙ୍କି ମାର୍କେଟ ବିଲ୍ଡିଂ ରେ ଅଗ୍ନିକାଣ୍ଡ। ମଟରସାଇକେଲ ପାର୍ଟ୍ସ ର ଗୋଦାମ ଘରେ ଲାଗିଛି ନିଆଁ। ହୁତୁ ହୁତୁ ହୋଇ ଜଳୁଛି ୨ୟ ମହଲା ର ଗୋଟିଏ ଘର। ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁମାନ କରା ଯାଉଛି। ଖବରପାଇ ପାରାଦୀପ ଓ…
Read More...

ନୂଆଗାଁ ପୋଲିସର ସହଭାଗିତାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…

ନୟାଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ଓ ନୂଆଗାଁ ପୋଲିସର ସହଭାଗିତାରେ ବ୍ଲକ ସଦରମହକୁମା ନିକଟରେ ଥିବା ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ନୟାଗଡ଼ ଏସଡ଼ିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଯୋଗଦେଇ…
Read More...

ନେହେରୁଙ୍କ ପାଖରେ ସବୁକିଛି ଥିଲା, ତଥାପି ସେ ସବୁଠି ନିର୍ୟାତନା ସହିଥିଲେ…

ଆମର ଜାତୀୟ ନାୟକମାନଙ୍କ ମଧ୍ୟରେ, ଜବାହରଲାଲ ନେହେରୁ ଏପରି ଏକ ଚରିତ୍ର ଯାହାଙ୍କ ପାଖରେ ସବୁକିଛି ଥିଲା, ତଥାପି ସେ ସବୁଠି ନିର୍ୟାତନା ସହିଥିଲେ। ସେ ଏପରି ଏକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଯେଉଁଠାରେ ସବୁକିଛି ଥିଲା: ପ୍ରଚୁର ଧନସମ୍ପତ୍ତି, ଏକମାତ୍ର ପୁଅ ଭାବରେ ତାଙ୍କ ପିତାମାତାଙ୍କ…
Read More...

ତାଳଚେର ରେ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଶୁଭ ଉଦଘାଟନ

ଆଜି ତାଳଚେର ପୋଲିସ ପକ୍ଷରୁ ଆୟୋଜିତ ସାଇବର ସୁରକ୍ଷା ଅଭିଯାନ- ୨୦୨୫ର ଶୁଭାରମ୍ଭ କାର୍ଯ୍ୟକ୍ରମ  ତାଳଚେର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ଆରମ୍ଭ ହୋଇ ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ଏଥିରେ ସମସ୍ତ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଓ NCC ଛାତ୍ର…
Read More...

ଉଦଳା ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ

ଉଦଳାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉଦଳା ପୋଲିସ ପକ୍ଷରୁ ଆଜି ଏକ ସଚେତନତା ରାଲି ବଜାର ପରିକ୍ରମା କରିଥିଲା। ଏହା ପରେ ଉଦଳା କଲେଜ ପରିସରରେ ଏକ ସଚେତନତା ସଭାର ଆୟୋଜନ ହୋଇଥିଲା। ମୟୁରଭଞ୍ଜ ପୋଲିସ ର ବରିଷ୍ଠ ଅଧିକାରୀଙ୍କ ସହିତ ଉପଜିଲ୍ଲାପାଳ ଏବଂ ଏନଏସି ଅଧ୍ୟକ୍ଷ…
Read More...

ସ୍ଗୁଟି ଚାଳକକୁ ବଞ୍ଚାଇବାକୁ ଯାଇ ଘଟିଛି ସିରିଜ ଦୁର୍ଘଟଣା

ଆଜି  ଦିନ ମଧ୍ୟାନ୍ନ ସମୟରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଛକ 49 ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା ଘଟି ଜଣେ ଗୁରୁତର ଆହତ ହୋଇଥିବା ବେଳେ ତିନି ଗାଡି କ୍ଷତିଗ୍ରସ୍ତ ହୋଇଛି।  ବାରକୋଟ ବ୍ଳକ ଛକ ଠାରେ ଘଟିଛି ଏଭଳି ଦୁଘାଟଣା । 49 ନମ୍ବର ଜାତୀୟ ରାଜପଥ  ବମ୍ବେ ରୁ କଲିକତା  ରାସ୍ତା …
Read More...