ଦୁଇ ଦିନିଆ ଓଡ଼ିଶା ସାଂଗଠନିକ ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନ
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନ ରବିବାର, ୧୭ ମଇ, ୨୦୨୬ ରେ ଏକ ଗୁରୁତ୍ୱପୂର୍ଣ୍ଣ ଦୁଇ ଦିନିଆ ଓଡ଼ିଶା ସାଂଗଠନିକ ଗସ୍ତରେ ଆସିବେ |ଏହି ଗସ୍ତ ସମୟରେ ଶ୍ରୀ ନବୀନ ଭୁବନେଶ୍ୱର ଏବଂ ପୁରୀରେ ଅନେକ ଉଚ୍ଚସ୍ତରୀୟ ସାଂଗଠନିକ ବୈଠକ, ତାଲିମ କାର୍ଯ୍ୟକ୍ରମରେ ଯୋଗଦେବେ…
Read More...
Read More...