କୋରେଇରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ସ୍ବେଛାସେବୀ ସଂଗଠନ ବିଶ୍ୱାସ ପରିବାର

କୋରେଇ/ସୁନୀଲ ଓଝା: ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଦେଶର ସୁରକ୍ଷାରେ ନିଜର ଜୀବନ ଆହୁତି ଦେଇଥିବା ଆମର ଅବସର ପ୍ରାପ୍ତ ସୈନିକ ଓ ବୁଦ୍ଧି ଯିବି ଶିକ୍ଷା ବିତ ମାନଂକୁ ବିଶ୍ୱାସ ପରିବାର ତରଫରୁ ସମ୍ବର୍ଦ୍ଧନା ସହ ଫୁଲ ଗୁଚ୍ଛ ଦେଇ ସମସ୍ତ କର୍ମ କର୍ତା ମାନେ ପାଛୋଟି ଆଣିଥିଲେ । ଏବଂ ସାଧାରଣ…
Read More...

ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଶୋଏବ ମଲିକଙ୍କ ବିପିଏଲ୍ ଚୁକ୍ତିନାମା ବାତିଲ

ମୁମ୍ବାଇ: ସାନିଆ ମିର୍ଜାଙ୍କ ଛାଡପତ୍ର ପରେ ଶୋଏବ ମଲିକଙ୍କ ଖରାପ ଦିନ ଆରମ୍ଭ ହୋଇଛି। ବାସ୍ତବରେ ଶୋଏବ ମଲିକଙ୍କୁ ବାଂଲାଦେଶ ପ୍ରିମିୟର ଲିଗରେ ମ୍ୟାଚ୍ ଫିକ୍ସିଂ କରାଯାଇଥିବା ଅଭିଯୋଗ ହୋଇଛି। ଯାହା ପରେ ବାଂଲାଦେଶ ପ୍ରିମିୟର ଲିଗରେ ଶୋଏବ ମଲିକଙ୍କ ଚୁକ୍ତି ବାତିଲ ହୋଇଛି। ବାଂଲାଦେଶ…
Read More...

ଶୋଏବଙ୍କ ସହ ଛାଡପତ୍ର ପରେ ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କଲେ ସାନିଆ ମିର୍ଜା

ମୁମ୍ବାଇ: ନିକଟରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଛାଡପତ୍ର ହୋଇଥିଲା। ଏହା ପରେ ଶୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ। ଏଥି ସହିତ ବର୍ତ୍ତମାନ ସାନିଆ ମିର୍ଜା ଛାଡପତ୍ର ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ…
Read More...

ବ୍ରିଟିଶମାନଙ୍କୁ ଦିନରେ ତାରା ଦେଖାଇଲେ ଅଶ୍ୱିନ-ଜାଡେଜା ଏବଂ ଜୈସୱାଲ; ହାଇଦ୍ରାବାଦ ଟେଷ୍ଟରେ ଭାରତ ଦୃଢ଼

ମୁମ୍ବାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ହାଇଦ୍ରାବାଦ ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଇଂଲଣ୍ଡ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଭାରତୀୟ ଦଳରୁ…
Read More...

ବିରାଟ କୋହଲି ହେଲେ ଆଇସିସି ODI କ୍ରିକେଟର ଅଫ୍ ଦି ଇୟର; ବିଶ୍ୱକପରେ କରିଥିଲେ ଧମାଲ

ମୁମ୍ବାଇ: ଗତ ବର୍ଷର ୱାନଡେ ବିଶ୍ୱକପ୍ରେ ସ୍ପ୍ଲାସ କରିବା ପରେ ବିରାଟ କୋହଲିଙ୍କୁ ଆଇସିସି ODI କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଜିତିବାରେ ବିରାଟ କୋହଲି ସଫଳ ହୋଇଛନ୍ତି। ୨୦୨୩ ପୂର୍ବରୁ, ବିରାଟ କୋହଲି ୨୦୧୨, ୨୦୧୭ ଏବଂ ୨୦୧୮ ରେ…
Read More...

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ପ୍ଲେଇିଂ ଇଲେଭେନର ଘୋଷଣା: ଜେମ୍ସ ଆଣ୍ଡରସନକୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତରେ ଅଛନ୍ତି। ଇଂଲିସ ଦଳକୁ ଭାରତରେ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆସନ୍ତାକାଲି ଅର୍ଥାତ୍ ଗୁରୁବାର, ୨୫ ଜାନୁଆରୀରୁ ଆରମ୍ଭ ହେବ । ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ହାଇଦ୍ରାବାଦରେ…
Read More...

ଇଂଲଣ୍ଡର ଶୋଏବ ବଶିରଙ୍କୁ ‘ପାକିସ୍ତାନୀ’ ହେବା ଭାରି ପଡିଲା?

ନୂଆଦିଲ୍ଲୀ: ଶୋଏବ ବଶୀରଙ୍କ ଅସୁବିଧା ସମାପ୍ତ ହେବାର କୌଣସି ଚିହ୍ନ ଦେଖାଉ ନାହିଁ ଜ୍ଝ ଭାରତ ପାଇଁ ଭିସା ନ ପାଇ ହାଇଦ୍ରାବାଦରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରୁ ଇଂଲଣ୍ଡର ଶୋଏବ ବଶୀରଙ୍କୁ ବାଦ୍ ଦିଆଯାଇଛି। ଭିସା ସମସ୍ୟା ହେତୁ ବଶୀର ଇଂଲଣ୍ଡକୁ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ।…
Read More...

ହାଇଦ୍ରାବାଦ ଟେଷ୍ଟ ପୂର୍ବରୁ ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡିଲେ ମହମ୍ମଦ ସିରାଜ

ନୂଆଦିଲ୍ଲୀ: ମହମ୍ମଦ ସିରାଜ ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବା ପ୍ରାୟ ନିଶ୍ଚିତ। ଦଳରେ ଅନ୍ତର୍ଭୁକ୍ତ ହୋଇଥିବା ମୁଖ୍ୟ ପେସର୍ ମଧ୍ୟରୁ ସିରାଜ ଅନ୍ୟତମ। ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ଖେଳିବା ପୂର୍ବରୁ ସିରାଜ ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଥିଲେ। ସେ…
Read More...

ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କଲେ ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ

ପୁରୀ/ସଞ୍ଜୟ ମହାପାତ୍ର:ପ୍ରତି ଶନିବାର ଭଳି ଆଜି ବି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେଲେ ୫ଟି ତଥା ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ । ଆଜି ଭୋର ପ୍ରାୟ ସାଢେ ୪ଟାରେ ପୁରୀରେ ପହଞ୍ଚିଥିଲେ। ଏଥି ସହିତ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ…
Read More...

ଟ୍ରକ ଡ଼୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସାଲେପୁର/ଜ୍ୟୋସ୍ନା ରାଣୀ: ନିଜ ଗାଡି ଚକା ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ । ଗତକାଲି ବିଳମ୍ବିତ ରାତିରେ ସାଲେପୁର ବ୍ଲକ ତଥା କିଶନନଗର ଥାନା ଅନ୍ତର୍ଗତ ହରିଚନ୍ଦନପୁର ବ୍ରିଜ ଉପରେ ଘଟିଛି ଏହି ଘଟଣା । ସୂଚନା ନୁସାରେ ତିଗିରିଆ ଅଞ୍ଚଳର ସୁଧିର ପରିଡା ନିଜେ ଚଲାଉଥିବା ଟ୍ରକର ବାମ…
Read More...