ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟରୁ ଝଟକା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟରୁ ଝଟକା ମିଳିଛି । ଓକିଲ ଜରିଆରେ ହାଜର ହେବା ନିମନ୍ତେ ଶ୍ରଦ୍ଧାଞ୍ଜଳି କରିଥିବା ଆବେଦନକୁ ଖାରଜ କଲେ କୋର୍ଟ । ଆବେଦନ ଖାରଜ କରିବା ସହ ସିବିଆଇ…
Read More...

ମହିଳା ପୋଷ୍ଟ ମାଷ୍ଟରଙ୍କୁ ବିଭତ୍ସ ହତ୍ୟା ଘଟଣା; ହତ୍ୟା କରିଥିଲା ପୁରୁଷ ବନ୍ଧୁ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ତେଲେନଡିହିର ମହିଳା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କ ହତ୍ୟା ଘଟଣା । ଅଭିଯୁକ୍ତ ପୁରୁଷ ବନ୍ଧୁ ନୟନ ସେଠଙ୍କୁ ଗିରଫ କରିଛି ପୁଲିସ । ପ୍ରେମ ପାଇଁ ହତ୍ୟା କରିଥିଲା ପୁରୁଷ ବନ୍ଧୁ । ଅନ୍ୟ ଯୁବକଙ୍କ ସହ ସ୍ନିଗ୍ଧାଙ୍କ ପ୍ରେମ ସମ୍ପର୍କ…
Read More...

ବିଶେଶ୍ୱର ବସ୍ତିରୁ ବିପୁଳ ପରିମାଣର ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ଜବତ କଲା ଅବକାରୀ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ମାରାଥନ ରେଡ଼ । ଆପୋଲୋ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢ଼ାଉ । ଭୁବନେଶ୍ୱର ବିଶେଶ୍ୱର ବସ୍ତିରୁ ଆଜି ବିପୁଳ ପରିମାଣର ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ଜବତ ହୋଇଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୫ ହଜାର ଗଞ୍ଜେଇ ସିଗାରେଟ…
Read More...

ମୁମ୍ବାଇର ଟ୍ରାଫିକ ନିୟନ୍ତ୍ରଣ କକ୍ଷକୁ ଧମକପୂର୍ଣ୍ଣ କଲ୍; ଟାର୍ଗେଟରେ ଯୋଗୀ ଓ ମୋଦି ସରକାର

ମୁମ୍ବାଇ: ମୁମ୍ବାଇର ଟ୍ରାଫିକ ନିୟନ୍ତ୍ରଣ କକ୍ଷକୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି । ଯେଉଁଥିରେ କୁହାଯାଇଛି ଯେ, ୟୁପିର ସିଏମ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସେମାନଙ୍କ ଟାର୍ଗେଟରେ ଅଛନ୍ତି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ୨୬/୧୧ ପରି…
Read More...

ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡି

ମୁମ୍ବାଇ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓମାନ ଚାଣ୍ଡିଙ୍କର ମଙ୍ଗଳବାର (ଜୁଲାଇ ୧୮) ଦେହାନ୍ତ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ, ୭୯ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ ନେଇଛନ୍ତି।ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ଓମାନ…
Read More...

ଶ୍ରୀକ୍ଷେତ୍ରରେ ଚାଲିଛି ପଞ୍ଚତୀର୍ଥ ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟ

ପୁରୀ/ସଞ୍ଜୟ ମହାପାତ୍ର: ଶ୍ରୀମନ୍ଦିର ତଥା ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ହୋଇ ରହିଥିବା ତୀର୍ଥ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ଲାଗି ରାଜ୍ୟ ସରକାର କାର୍ୟ୍ୟ ଜାରୀ ରଖିଛନ୍ତି। ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ପୁଷ୍କରିଣୀ ଉନ୍ନତି କରଣ ପାଇଁ ସ୍ଵତନ୍ତ୍ର ଅର୍ଥ ମଞ୍ଜୁର କରିଛନ୍ତି। ତୀର୍ଥ…
Read More...

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ୟ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ…
Read More...

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ କାର ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂ: ଗତକାଲି ବିଳମ୍ବିତ ରାତିରେ ଇଣ୍ଡିକା କାରରେ ଦୁଇଜଣ ଘରକୁ ଫେରୁଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ମୃତକ ହେଲେ ସାଲେପୁର ଥାନା ହୀରାପୁର ଗ୍ରାମର ଆକାଶ ଦେହୁରୀ ଆହତ ହେଲେ ମୋହନ…
Read More...