ନିଜ ଚେୟାରରେ ମାଆଙ୍କୁ ବସାଇ ଚର୍ଚ୍ଚାରେ ଏସଡିଏମ୍ ମାଡାମ୍

ବୁରୋ ରିପୋର୍ଟ: କଥାରେ ଅଛି ଚାଟ ଘର ପିଲା ଚାଟ ଭାଟ ଘର ପିଲା ଭାଟ । ଯାହା ପରିବାରର ଶିକ୍ଷା ଯେମିତି ସେହିଭଳି ପିଲାଙ୍କର ସଂସ୍କାର ମଧ୍ୟ ସେମିତି ହୋଇଥାଏ । ତେବେ ବିଶେଷ କରି ଚର୍ଚ୍ଚାର ବିଷୟ ସେତେବେଳେ ପାଲଟିଥାଏ ଯେତେବେଳେ କେହି ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷ ଯଦି ନିଜ ସଂସ୍କାର,…
Read More...

ଆକାଶଙ୍କ ‘ମିଶନ୍ ସବୁଜ କୋରେଇ’ ଅଭିଯାନ

କୋରେଇ/ସୁନିଲ କୁମାର ଓଝା: ଆଜି ସକାଳ ୧୦ଘଟିକା ସମୟରେ କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ୍ ଗୋଳେଇପୁର ଗ୍ରାମପଞ୍ଚାୟତ ତେଲିଆ ଗ୍ରାମରେ କୋରେଇର ପୂର୍ବତନ ବିଧାୟକ ବର୍ତ୍ତମାନ ଓଡିଶା ସରକାରଙ୍କର ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ “ମିଶନ୍ ସବୁଜ କୋରେଇ” ଅଭିଯାନରେ ୧୦୦…
Read More...

ଅଗଷ୍ଟ ୧ ରୁ ସାରା ରାଜ୍ୟରେ ଅଖ ଚକ ବନ୍ଦ କରିବ ଡ୍ରାଇଭର ମହାସଂଘ; ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଅଗଷ୍ଟ ୧ ରୁ ସାରା ରାଜ୍ୟରେ ଅଖ ଚକ ବନ୍ଦ । ଡ୍ରାଇଭର ମହାସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ । କଲ୍ୟାଣ ବୋର୍ଡ ଗଠନ ସହ ଦାବୀ ପୁରଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁନଥିବା ହେତୁ ଚରମ ନିଷ୍ପତ୍ତି । ସରକାର ବାରମ୍ବାର ତାରିଖ ବଦଳାଉଥିବାରୁ ଅସନ୍ତୋଷ ବୃଦ୍ଧି ।…
Read More...

କମିଶନରେଟ ପୁଲିସ ଜାଲରେ କାର କାଚ ଭଙ୍ଗା ଲୁଟେରା

ଭୁବନେଶ୍ୱର: କମିଶନରେଟ ପୋଲିସ ଜାଲରେ କାର କାଚ ଭଙ୍ଗା ଲୁଟେରା। କିଛିଦିନ ତଳେ ପୁରୁଣା ବସଷ୍ଟାଣ୍ଡରେ କାଚ ଭାଙ୍ଗି ଟଙ୍କା, ସୁନା ମୋବାଇଲ ଲୁଟିଥିଲେ। ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କୁ କାବୁ କରି ପଚରାଉଚରା। ଖାରବେଳନଗର, ରସୁଲଗଡ଼, ସହିଦନଗର ଓ କ୍ୟାପିଟାଲ ଥାନା ଅଞ୍ଚଳରୁ ଲୁଟୁଥିଲେ। ଗ୍ୟାଙ୍ଗର…
Read More...

ଶଙ୍କର ଚକ୍ଷୁ ଚିକିତ୍ସାଳୟରୁ ସଫଳ ଅସ୍ତ୍ରୋପଚାର ପରେ ଫେରିଲେ ଚକ୍ଷୁ ରୋଗୀ

କଲ୍ୟାଣସିଂହପୁର/ସନ୍ତୋଷ କୁମାର ଲମତା: ଗତ ୨୦.୦୭.୨୦୨୩ ତାରିଖ ଦିନ କଲ୍ୟାଣସିଂହପୁର ବ୍ଲକ୍ ରେ ଥିବା ଗୁଣ୍ଡିଚା ମନ୍ଦିର ଠାରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସହାୟତାରେ ବଜରଙ୍ଗୀସେନା କମିଟି ଓ ଗାୟତ୍ରୀ ପରିବାର ର ମିଳିତ ସହଯୋଗ ରେ ୪୦ ଜଣକୁ ଚକ୍ଷୁ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧୭…
Read More...

ସର୍ଟସର୍କିଟ ଯୋଗୁଁ ଜଳିଗଲା ଦୋକାନ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ଜଗତସିଂହପୁର/ଦିଲ୍ଲିପ ସାହୁ: ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳିଗଲା ଦୋକାନ।ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ।ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବ୍ୟବସାୟୀକ ପେଣ୍ଠସ୍ଥଳୀ ରାହାମାରେ।ରାହାମା ହାଟ ବଜାରରେ ଥିବା ଶ୍ରୀଜଗନ୍ନାଥ ଫ୍ୟାନ୍ସି ଲାଇଟ ଦୋକାନରେ ଘଟିଛି…
Read More...

ବାଘ ଛାଲ ବେପାରୀଙ୍କୁ ମାଡି ବସିଲା ଏସଟିଏଫ

ଭୁବନେଶ୍ୱର: ବାଘ ଛାଲ ବେପାରୀଙ୍କୁ ମାଡି ବସିଲା ଏସଟିଏଫ । କଳାହାଣ୍ଡି ଜିଲ୍ଲା ଶ୍ରୀପଲ୍ଲୀ ଛକ ନିକଟରେ stfର ଚଢ଼ାଉ। ଡିଲ ବେଳେ ଅଭିଯୁକ୍ତକୁ ମାଡିବସିଲା ଏସଟିଏଫ । ଅଭିଯୁକ୍ତକୁ ଗିରଫ କରିବା ସହ ତିନୋଟି କଲରା ପତ୍ରିଆ ବାଘ ଛାଲ ଓ ତିନୋଟି ହରିଣ ଛାଲ ଜବତ କରିଛି stf । ଜବତ ଚମଡାକୁ…
Read More...

ମଣିପୁର ବର୍ବରତା ମାମଲା; ଗିରଫ ୪ ଅଭିଯୁକ୍ତଙ୍କୁ ୧୧ ଦିନିଆ ହେପାଜତକୁ ପଠାଇଲା କୋର୍ଟ

ମଣିପୁର: ମଣିପୁରରେ ୨ ମହିଳାଙ୍କ ସହ ହୋଇଥିବା ବର୍ବରତାର ଭିଡିଓ ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ସେହି ଘଟଣାରେ ପୁଲିସ ଅଭିଯୁକ୍ତଙ୍ଗୁ ଗିରଫ କରିଥିଲା । ତେବେ କୋର୍ଟ ଏହି ଚାରି ଅଭିଯୁକ୍ତଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି। ମଣିପୁର ପୋଲିସ ଶୁକ୍ରବାର (ଜୁଲାଇ…
Read More...

ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ନେଇ ବାର୍ ଆସୋସିଏସନର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପୁରୀ/ସଞ୍ଜୟ ମହାପାତ୍ର: କେବଳ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ନେଇ ଆଜି ବାର୍ ଆସୋସିଏସନର ୧୦ ଜଣିଆ କାର୍ୟ୍ୟକାରୀ କମିଟି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ମଧ୍ୟ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ପୁରୀ…
Read More...

ଲାଞ୍ଚ ନେବା ବେଳେ ଧରାପଡିଲେ ଶିକ୍ଷା ବିଭାଗର ଜେଣ୍ଡର କୋଅର୍ଡିନେଟର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଜେଣ୍ଡର କୋଅର୍ଡିନେଟର। ବଲାଙ୍ଗୀର ଊଚଉ କାର୍ୟ୍ୟାଳୟର ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ମାଗିଥିବା ବେଳେ ଓଡିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଜଣେ ପ୍ରଧାନ ଶିକ୍ଷକଙ୍କ ଠାରୁ ୩୧ ହଜାର ଟଙ୍କା…
Read More...