ନବାବ ମଲିକଙ୍କୁ ବଡ଼ ଆଶ୍ୱସ୍ତି; ଦୁଇ ମାସ ପାଇଁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ମୁମ୍ବାଇ: ଶୁକ୍ରବାର ସୁପ୍ରିମକୋର୍ଟ ଅର୍ଥ ହେରଫେର ମାମଲାରେ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ନବାବଙ୍କୁ ଦୁଇ ମାସ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ଅର୍ଥ ହେରଫେର ମାମଲାରେ ମଲିକ ଫେବୃଆରୀ ୨୦୨୨ ରୁ କାରାଗାରରେ…
Read More...

ଝାଡଖଣ୍ଡର ଚାଇବାସାରେ ମାଓ ହମଲା; ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ଝାଡଖଣ୍ଡର ଚାଇବାସାରେ ମାଓ ହମଲା । ଓଡ଼ିଆ ସିଆରପିଏଫ୍ ଯବାନ ସହିଦ । ହମଲାରେ ଆଉ ଜଣେ ଯବାନ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ରାଞ୍ଚି ସ୍ଥାନାନ୍ତର କରାଯାଇଛି । ସହିଦ ଯବାନ ହେଉଛନ୍ତି କେନ୍ଦୁଝର ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ ଖୁଣ୍ଟିଆ । ଆନନ୍ଦପୁର ପୌରାଞ୍ଚଳ ୪ ନମ୍ବର…
Read More...

ରଦ୍ଦ ହେବ ରାଜଦ୍ରୋହ ଆଇନ; ଲୋକସଭାରେ ପ୍ରସ୍ତାବ ଆଣିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଲୋକଭାରେ ଚାଲିଥିବା ମୌସୁମୀ ଅଧିବେଶନର ଶେଷ ଦିନରେ ଆଇନକାନୁନ ସମ୍ବନ୍ଧିତ ୩ଟି ବିଲ୍ ଉପସ୍ଥାପନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଶାହା କହିଛନ୍ତି ଯେ ଦେଶଦ୍ରୋହ ଆଇନ ରଦ୍ଦ କରାଯାଉଛି, ଏ ସମ୍ପର୍କରେ ସରକାର ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହି ୩ଟି ବିଲକୁ…
Read More...

ବିଜେପିରେ ଯୋଗଦେଲେ ପୂର୍ବତନ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥ

ଭୁବନେଶ୍ୱର: ରାଜନୀତିରେ ଯୋଗଦେଲେ ପୂର୍ବତନ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥ। ଆଜି ବିଧିବଦ ଭାବେ ସେ ବିଜେପିରେ ଯୋଗ ଦେଇଥିବା ନେଇ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି। ଚଳିତ ମାସ ୭ ତାରିଖ ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। କେନ୍ଦ୍ର ସରକାର…
Read More...

ବିଶ୍ୱକପ ପାଇଁ ଗେମ ଚେଞ୍ଜର ପ୍ରମାଣିତ ହେବେ କୁଲଦୀପ ଯାଦବ

ମୁମ୍ବାଇ: କୁଲଦୀପ ଯାଦବ ଆଜିକାଲି ଭାରତ ସହିତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟି -୨୦ ସିରିଜ୍ ଖେଳୁଛନ୍ତି। ଏହାପୂର୍ବରୁ କୁଲଦୀପ ଙଊଓ ସିରିଜରେ ଭାରତୀୟ ଦଳର ଏକ ଅଂଶ ଥିଲେ। ଧଳା ବଲ୍ ସିରିଜରେ ଏପର୍ୟ୍ୟନ୍ତ କୁଲଦୀପଙ୍କ ଠାରୁ ଏକ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି। କୁଲଦୀପଙ୍କ ଏହି ପ୍ରଦର୍ଶନ ଦେଖି…
Read More...

ପୁଣି ଭୟଙ୍କର କାହାଣୀ ବର୍ଣ୍ଣନା କଲେ ମଣିପୁରର ଆଉ ଜଣେ ମହିଳା; ମାମଲା ରୁଜୁ

ମଣିପୁର: ମଣିପୁରରେ ମହିଳାମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଭିଡିଓ ପରେ ଏବେ ଗ୍ୟାଙ୍ଗରେପର ଆଉ ଏକ ମାମଲା ସାମ୍ନାକୁ ଆସିଛି। ମେ ମାସ ଆରମ୍ଭରେ ଉତ୍ତର-ପୂର୍ବ ରାଜ୍ୟରେ ଜାତି ସଂଘର୍ଷ ପରେ ରିଲିଫ କ୍ୟାମ୍ପରେ ରହୁଥିବା ଜଣେ ପୀଡିତା ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି।…
Read More...

ଦୁଇଦିନ ବିତିଗଲାଣି, ମିଳୁନି ମହାନଦୀରେ ବୁଡିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା

ଭୁବନେଶ୍ୱର: ନିଖୋଜ ହେବାର ୨ ବିତି ଗଲାଣି ହେଲେ ଏଯାଏ ମିଳିନି ମହାନଦୀରେ ବୁଡିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା। ଗତ ମଙ୍ଗଳବାର ଅରାହ୍ମରେ ମୁଣ୍ଡଳୀ ନିକଟ ମହାନଦୀରେ ବୁଡ଼ିଯାଇଥିଲେ କଟକର ଦୁଇ ଛାତ୍ର । ଆଦିତ୍ୟ ଅଭିଷେକ ମଲ୍ଲିକ, ଦେବତୂଲ୍ୟ ଚୌଧୁରୀଙ୍କୁ ଲଗାତାର ୩୬ ଘଣ୍ଟାରୁ ଅଧିକ ସମୟ ଧରି…
Read More...

ସମିତି ଉପାଧ୍ୟକ୍ଷଙ୍କ ନାଁ ନଥିବାରୁ ଫଳକ ଭାଙ୍ଗିଦେଲେ ସମର୍ଥକ

କୋରାପୁଟ/ସଞ୍ଜୟ କୁମାର ପାଣି: ସମିତି ଉପାଧ୍ୟକ୍ଷଙ୍କ ନାଁ ନଥିବାରୁ ଫଳକ ଭାଙ୍ଗିଦେଲେ ସମର୍ଥକ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁସୁମଗୁଡ଼ା ଗ୍ରାମ ପଞ୍ଚାୟତ ଫୁଲଝଡ଼ି ଗ୍ରାମକୁ ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ରାସ୍ତା ମରାମତି ନିମନ୍ତେ ଗତକାଲି ଗ୍ରାମୀଣ ଉନ୍ନୟନ ବିଭାଗ…
Read More...

ଆଜି ଆନ୍ତର୍ଜାତିକ ଜନଜାତି ଦିବସ

ବୁରୋ ରିପୋର୍ଟ: ଆଜି ଆନ୍ତର୍ଜାତିକ ଜନଜାତି ଦିବସ । ଜାତିସଂଘର ସାଧାରଣ ପରିଷଦ ଦ୍ବାରା ଏହି ଦିବସ ପାଳନ ନେଇ ଘୋଷଣା ପରେ ୧୯୯୪ ମସିହାରୁ ଏହା ପାଳିତ ହୋଇଆସୁଛି । ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ଆନ୍ତର୍ଜାତିକ ଜନଜାତି ଦିବସ ଭାବେ ପାଳନ କରାଯାଉଛି । ବିଭିନ୍ନ ଦେଶରେ ବସବାସ କରୁଥିବା…
Read More...

ଅପରେସନ୍ ନହ୍ନେ ଫରିସ୍ତେ ମାଧ୍ୟମରେ ମାନବ ଚାଲାଣ ବନ୍ଦ କରିବା ପାଇଁ ରେଳବାଇର ପଦକ୍ଷେପ

ଭୁବନେଶ୍ୱର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି । ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି…
Read More...