ମଝି ଆକାଶରେ ପାଇଲଟଙ୍କର ହୃଦଘାତରେ ହୋଇଗଲା ଦେହାନ୍ତ; ଜରୁରୀ ଅବତରଣ କରାଇଲେ ସହକାରୀ ପାଇଲଟ
ନୂଆଦିଲ୍ଲୀ: ମିଆମିରୁ ଚିଲିର ସାଣ୍ଟିଆଗୋକୁ ଯାଉଥିବା ‘ଲାଟାମ୍ ଏୟାରଲାଇନ୍ସ’ ବିମାନର ଜଣେ ପାଇଲଟ ବାଥରୁମରେ ହୃଦଘାତର ଶିକାର ହେବା ପରେ ଜରୁରୀକାଳୀନ ଅବତରଣ କରାଯାଇଥିବା ଜଣାପଡିଛି। ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲି ଯାଉଥିଲା ବିମାନ । ଯାତ୍ରା ମଧ୍ୟଭାଗରେ, ବିମାନ କର୍ମଚାରୀମାନେ…
Read More...
Read More...