ଏସିଆ କପ୍‌ର ପ୍ରଥମ ମ୍ୟାଚ୍ ଦେଖିବାକୁ ମୁଲତାନ ଯିବେ ବିସିସିଆଇ ସଚିବ ଜୟ ଶାହା;ନିମନ୍ତ୍ରଣ କଲା ପାକିସ୍ତାନ

ମୁମ୍ବାଇ: ପାକିସ୍ତାନ ୨୦୨୩ ଏସିଆ କପ୍ ଆୟୋଜନ କରୁଛି । ତେବେ ଭାରତ ସେଠାକୁ ଯିବାକୁ ମନା କରିବା ପରେ ପାକିସ୍ତାନ ହାଇବ୍ରିଡ ମଡେଲରେ ଏସିଆ କପ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଅନୁଯାୟୀ, ବର୍ତ୍ତମାନ ୨୦୨୩ ଏସିଆ କପର ଚାରୋଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। ବାକି ମ୍ୟାଚ୍…
Read More...

ଏସିଆ କପ୍ ଦଳରେ ସ୍ଥାନ ପାଇବେନି ଶ୍ରେୟସ୍ ଆୟର; ଅଗଷ୍ଟ ୨୧ ରେ ଟିମ୍ ଇଣ୍ଡିଆ ଘୋଷଣା କରିବ ବିସିସିଆଇ

ମୁମ୍ବାଇ: ୩୦ ଅଗଷ୍ଟରୁ ଏସିଆ କପ୍ ୨୦୨୩ ଅନୁଷ୍ଠିତ ହେବ । ଏଥି ସହିତ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୨ ସେପ୍ଟେମ୍ବରରେ ଖେଳାଯିବ। ସୋମବାର ଭାରତୀୟ ଦଳ ଘୋଷଣା କରାଯିବ। ଏହି ଦଳକୁ କେ.ଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ…
Read More...

ଲୋକଙ୍କୁ ଚାରୋଟି ଉପାୟରେ ଫସାଉଛନ୍ତି ସାଇବର ଠକ; ଜାଣନ୍ତୁ କେମିତି କରିବେ ନିଜ ପଇସାର ସୁରକ୍ଷା

ବ୍ୟୁରୋ ରିପୋର୍ଟ: ଆଜିକା ସମୟରେ ଅନଲାଇନ ଠକେଇ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଚାରୋଟି ଉପାୟରେ ଲୋଙ୍କୁ ଠକୁଛନ୍ତି ସାଇବର ଠକ । ତେବେ ଜାଣନ୍ତୁ କେମିତି ବର୍ତ୍ତିବେ ସାଇବର ଠକେଇର ଶିକାର ହେବାରୁ । ଲୋକଙ୍କୁ ଠକେଇର ଫାନ୍ଦରେ ପକାଇବା ପାଇଁ ସାଇବର ଅପରାଧୀମାନେ ଅନେକ…
Read More...

ବିଜୁଜନତା ଦଳ ପକ୍ଷରୁ ବାଇକ ଶୋଭାଯାତ୍ରା ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଦାନଗଦୀ/ଚିତ୍ତରଞ୍ଜନ ସାହୁ : ଆଜି ମଧ୍ୟାହ୍ନରେ ବିଜୁ ଜନତାଦଳ ପକ୍ଷରୁ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଦାନଗଦି ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶତାଧିକ କର୍ମୀ ତେଲିବାହାଳୀ ମହୋତ୍ସବ ପଡିଆରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବିଜ୍ଞାନୀ କାରିଗରୀ ସାମାଜିକ ସୁରକ୍ଷା ଓ…
Read More...

ବେଗୁନିଆରେ ବଳ ଦେଖାଇଲା କଂଗ୍ରେସ; ଶତାଧିକ ସମର୍ଥକଙ୍କୁ ନେଇ ଘେରିଲା ବ୍ଲକ ଅଫିସ୍

ବେଗୁନିଆ/ଶେଖ୍ ଅନୁଅର୍ ଅଲ୍ଲୀ: ସରକାରଙ୍କ ବିରୋଧରେ ସାରା ରାଜ୍ୟର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହି କ୍ରମରେ ଖୋର୍ଦ୍ଧାର ପ୍ରତ୍ୟେକ ବ୍ଲକ ଘେରାଉ କରି ନିଜ ପତିଆରା ଦେଖାଇଛି କଂଗ୍ରେସ । କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରି…
Read More...

ରାଜଧାନୀରେ ପୁଣି ରାତିଅଧରେ ବୁଲିଲା ଖଣ୍ଡା; ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ରାଜଧାନୀ । ବଢ଼ୁଛି ଅପରାଧିକ କାର୍ଯ୍ୟକଳାପ । ଆଇନ ବ୍ୟବସ୍ଥାକୁ ବେଖାତିର କରି ଅପରାଧିମାନେ ବେଧଡ଼କ ଅପରାଧ କରୁଛନ୍ତି । ଦିନ ଦିପ୍ରହରେ ମଧ୍ୟ ଗୋଡେଇ ଗୋଡେଇ ହାଣିବାକୁ ସଂକୋଚ କରୁନାହାନ୍ତି । ଏହାରି ଭିତରେ ସହୀଦନଗର ଦୁଇ ଗୋଷ୍ଠୀ…
Read More...

୧୦ ମିଲିୟନରେ ପହଞ୍ଚିଲା ଧୋନିଙ୍କ ଅଧିନାୟକତ୍ୱ ଟିମ୍ ସିଏସକେର ଟ୍ୱିଟର ଫୋଲର୍ସ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଖେଳୁଥିବା ଚେନ୍ନାଇ ସୁପର କିଙ୍ଗ୍ସ ଏବେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଆଇପିଏଲ୍ ଦଳ ହାସଲ କରିପାରିବ ନାହିଁ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ସର୍ବାଧିକ ଟାଇଟଲ୍ ଜିତିବା ଦୃଷ୍ଟିରୁ…
Read More...

ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି ବିଜେପି; ଦେଖନ୍ତୁ କାହାକୁ କେଉଁଠାରୁ ମିଳିଛି ଟିକେଟ୍?

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ହେବାକୁ ଥିବା ମଧ୍ୟପ୍ରଦେଶ ଏବଂ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ତାଲିକାରେ ମଧ୍ୟପ୍ରଦେଶର ୨୩୦ ଟି ଆସନ ମଧ୍ୟରୁ ୩୯ ଜଣ ପ୍ରାର୍ଥୀଙ୍କୁ ବିଜେପି ସ୍ଥାନ ଦେଇଛି। ଏଥିମଧ୍ୟରେ ପାଞ୍ଚ ଜଣ ମହିଳାଙ୍କ…
Read More...

ଚନ୍ଦ୍ରଯାନ-୩ରୁ ସଫଳତାର ସହିତ ପୃଥକ ହେଲା ଲ୍ୟାଣ୍ଡର୍ ‘ବିକ୍ରମ’

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ( ISRO ) ଚନ୍ଦ୍ରାୟଣ -୩ ର ଲ୍ୟାଣ୍ଡରକୁ ସଫଳତାର ସହିତ ଅଲଗା କରିଦେଇଛି । ଏହାର ଅର୍ଥ ହେଉଛି ଲ୍ୟାଣ୍ଡର ଏକାକୀ ଆଗକୁ ଯାତ୍ରା ସ୍ଥିର କରିବ ।ISRO ଅନୁଯାୟୀ, ଅବତରଣ ପାଇଁ ଆଗାମୀ ୬ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏଠାରେ…
Read More...

ଅନୁଗୋଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କର ହୃଦଘାତରେ ମୃତ୍ୟୁ

ଅନୁଗୋଳ/ସୁଧାକର ସାହୁ: ଅନୁଗୋଳ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କର ମୃତ୍ୟୁ ଘଟିଛି। ସୂଚନା ଯେ, ଅନୁଗୋଳ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଆଜି ସକାଳ ସମୟରେ ଘରେ କାର୍ୟ୍ୟ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଅନୁଗୋଳ ଜିଲ୍ଲା ଚିକିତ୍ସାଳୟ ରେ…
Read More...