ବାଲି ଦର ଅତ୍ୟଧିକ ଯୋଗୁଁ ହନ୍ତସନ୍ତ ଲୋକେ; ବର୍ଷେ ହେଲା କୁମ୍ଭକର୍ଣ୍ଣ ନିଦ୍ରାରେ ଖଣି ବିଭାଗ
ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ଲଘୁଜ ଖଣିଜ ପଦାର୍ଥ ବାଲି ଓ ମୋରମ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ନେଇ ଓଡ଼ିଶାର କୋଠାବାଡ଼ି, ରାସ୍ତା,ଗୃହ ନିର୍ମାଣ ପ୍ରଗତି ଏକଵର୍ଷ ହେଲା ବାଧାପ୍ରାପ୍ତ ହେଉଛି !ଅନ୍ୟ ପକ୍ଷରେ କିଛି ବାଲିଘାଟ ନିଲାମ ହୋଇଛି । ସେମାନେ ଟ୍ରାକ୍ଟର ପିଛା…
Read More...
Read More...