ସ୍ୱଦେଶୀ ଜିପିଏସ୍ ପାଇଁ ହେଇଯାଆନ୍ତୁ ପ୍ରସ୍ତୁତ;୨୦୨୫ ସୁଦ୍ଧା ପ୍ରତ୍ୟେକ ଫୋନରେ ଆସିବ ଇସ୍ରୋର ସଫ୍ଟୱେର୍

ବ୍ୟୁରୋ ରିପୋର୍ଟ :୨୦୨୫ ସୁଦ୍ଧା ସମସ୍ତ ମୋବାଇଲ୍ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ସ୍ମାର୍ଟଫୋନରେ NavIC ସେବା ଯୋଗାଇବାକୁ ପଡ଼ିବ । ଆପଲ୍ ଏହାର ନୂତନ କ୍ରମରେ ଏହି ସେବା ଯୋଗାଇବା ଆରମ୍ଭ କରିଛି । ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ…
Read More...

ଅନନ୍ତନାଗ ଏନକାଉଣ୍ଟର ଘଟଣାରେ ଆଉ ଜଣେ ଯବାନ ସହିଦ; ଆସିଲା ପାକିସ୍ତାନ ଲିଙ୍କ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ସହିତ ଚାଲିଥିବା ଗୁଳିବିନିମୟରେ ଆହତ ହୋଇ ଆଜି ଆଉ ଜଣେ ଯବାନ ସହିଦ ହୋଇଥିବା କଥା ରିପୋର୍ଟରୁ ଜଣାପଡିଛି । ଏହାକୁ ମିଶାଇ ବୁଧବାରଠାରୁ ଏହି ଗୁଳି ବିନିମୟରେ ସମୁଦାୟ ୪ଜଣ ଯବାନ ସହିଦ ହେଲେଣି। ସମ୍ପୃକ୍ତ ଅଞ୍ଚଳକୁ…
Read More...

ସୈତାନ୍ ସାଜିଲା ସ୍ଵାମୀ; ନିଶା ଦେଇ ସ୍ତ୍ରୀକୁ ଟେକି ଦେଲା ପର ପୁରୁଷଙ୍କୁ

ଭୁବନେଶ୍ୱର: ସୈତାନ୍ ସାଜିଲା ସ୍ଵାମୀ। ନିଶା ଦେଇ ସ୍ତ୍ରୀକୁ ଟେକି ଦେଲି ଦୁର୍ବୃତ୍ତଙ୍କ ହାତରେ। ହୋସ ଆସିବା ପରେ ଦୂର୍ବୁତ୍ତଙ୍କ କବଳରୁ ଖସି ଆସିଲେ ମହିଳା। ସପିଂ ମଲ୍ ରେ ଲୁଚିବା ପରେ ଦୌଡ଼ି ଆସି ପହଂଚିଲେ ଇନ୍ଫୋସିଟି ଥାନାରେ। କଟକ ଲାଲବାଗ ଥାନା ଅନ୍ତର୍ଗତ ନିମଚୌରି ଅଞ୍ଚଳରେ ରହୁଥିବା…
Read More...

ଏନଆରଆଇ କୋଟାରେ ନାମଲେଖା ଆଳରେ ଠକେଇ ଘଟଣା; ୧୩ ଜଣଙ୍କଠାରୁ ଠକିଛନ୍ତି ୨୦ ଲକ୍ଷ

ଭୁବନେଶ୍ୱର:ଏନଆରଆଇ କୋଟାରେ ନାମଲେଖା ଆଳରେ ଠକେଇ ଘଟଣା । ୧୩ ଆଶାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକିଛନ୍ତି ଠକ । ଏହି ଘଟଣାରେ ସ୍ପେଶାଲ କ୍ରାଇମ ୟୁନିଟ ନିକଟରେ ବଢୁଛି ଅଭିଯୋଗର ଫର୍ଦ୍ଦ । ତେବେ ସୂଚନା ଥାଉକି ଡିଏଫ ଏକାଡେମୀ ସଂସ୍ଥା ନାମରେ ଚାଲିଥିଲା ନାମଲେଖା ଠକେଇ ଯେଉଁଥିପାଇଁ ମେଡିକାଲ…
Read More...

ବାମିଖାଲ ବ୍ରିଜରେ ବୁଲେଟ ଦୁର୍ଘଟଣା; ଜଣେ ମୃତ ଜଣେ ଗୁରୁତର

ଭୁବନେଶ୍ୱର: ବାମିଖାଲ ବ୍ରିଜରେ ବୁଲେଟ ଦୁର୍ଘଟଣା। ଚଳନ୍ତା ଅବସ୍ଥାରେ ୫୦ଫୁଟ୍ ତଳକୁ ପଡ଼ିଲେ ଦୁଇ ଯୁବକ। ଘଟଣା ସ୍ଥଳରେ ଜଣେ ମୃତ ଓ ଅନ୍ୟ ଜଣେ କୋମାରେ। ପୁଲିସ୍ ର ତଦନ୍ତ ଆରମ୍ଭ। ସ୍ଥାନୀୟ ଲକ୍ଷ୍ମୀ ସାଗର ଥାନା ଅଧୀନ ବମିଖାଲ ବ୍ରିଜ ଉପରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବୁଲେଟରେ ଦୁଇ…
Read More...

ବିଲ ମଝିରୁ ଅଜଣା ମହିଳାଙ୍କ ବିବସ୍ତ୍ର ମୃତଦେହ ଜବତ

ବାଲେଶ୍ୱର; ବିଲ ମଝିରେ ପଡ଼ିଛି ମହିଳାଙ୍କ ବିବସ୍ତ୍ର ମୃତଦେହ । କେହି ହତ୍ୟା କରିବା ପରେ କେହି ଏଠି ଆଣି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ମହିଳା ଜଣକ ଏଠାକୁ କେମିତି ଆସିଲେ ଜଣାପଡିନଥିବା ବେଳେ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଲେଶ୍ୱର ଜିଲ୍ଲା…
Read More...

ସେମିଫାଇନାଲଠୁ କମ୍ ନୁହେଁ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍; ବିଜେତା ଦଳକୁ ମିଳିବ ଫାଇନାଲ ପାଇଁ ଟିକେଟ

ମୁମ୍ବାଇ: ଗୁରୁବାର ଦିନ ୨୦୨୩ ଏସିଆ କପରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଯେଉଁ ଦଳ ଜିତିବ ୧୭ ସେପ୍ଟେମ୍ବରରେ ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍ ଖେଳିବ । ଏଭଳି ପରିସ୍ଥିତିରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଏହି ମ୍ୟାଚ୍ ସେମିଫାଇନାଲରୁ କମ୍ ନୁହେଁ…
Read More...

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଏକ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ ସେପ୍ଟେମ୍ବର ୧୭ ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏକ ନ୍ୟୁଜ୍ ଏଜେନ୍ସି ଉତ୍ସରୁ ଏହି ସୂଚନା ମିଳିଛି । ସ୍ୱତନ୍ତ୍ର ଅଧିବେଶନ ୧୮ ରୁ ୨୨ ସେପ୍ଟେମ୍ବର ପର୍ୟ୍ୟନ୍ତ ଚାଲିବ । ସ୍ୱତନ୍ତ୍ର…
Read More...

ଏସିଆ କପ୍ ଫାଇନାଲରେ ଜାରି ରହିଛି ସଙ୍କଟ; ବର୍ଷା ବିଗାଡ଼ି ପାରେ ଫାଇନାଲ ମ୍ୟାଚ୍!

ମୁମ୍ବାଇ: ଏସିଆ କପ୍ ୨୦୨୩ ରେ ଶ୍ରୀଲଙ୍କାରେ ଖେଳାଯାଇଥିବା ମ୍ୟାଚଗୁଡିକରେ ବର୍ଷା ହେତୁ ଅନେକ ବ୍ୟାଘାତ ସୃଷ୍ଟି ହୋଇଛି । ୧୭ ନଭେମ୍ବରରେ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଭାରତୀୟ ଦଳ ସୁପର- ୪ ରେ…
Read More...

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଘରେ ଇନକମ୍ ଟ୍ୟାକ୍ସ ରେଡ୍;୬ ଟି ସ୍ଥାନରେ ଚଢ଼ଉ ଚାଲିଛି

ନୂଆଦିଲ୍ଲୀ: ଆୟକର ବିଭାଗ ବୁଧବାର ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କ ଘରେ ଚଢ଼ଉ କରିଛି। କୁହାଯାଇଥିଲା ଯେ ଏହି ଆକ୍ରମଣ ଅଲ ଜୌହର ଟ୍ରଷ୍ଟକୁ ନେଇ ହୋଇଛି। ଆୟକର ବିଭାଗ ରାମପୁର, ଲକ୍ଷେ୍ନø , ସାହାରନପୁର, ଗାଜିଆବାଦ, ସାହାରନପୁରରେ ଚଢ଼ଉ…
Read More...