ଶୀଘ୍ର ଟିମ୍ ଇଣ୍ଡିଆକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା ! ଚାଲିଛି ନେଟ୍ ପ୍ରାକ୍ଟିସ

ମୁମ୍ବାଇ: ଟିମ୍ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି, କାରଣ ସେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ଆକାରରେ ଭାରତର ବିଜୟରେ ସର୍ବାଧିକ ଯୋଗଦାନ ଦେଇପାରିବେ। ଖେଳୁଥିବା ପ୍ଲେଇଙ୍ଗ ୧୧ରେ ତାଙ୍କର ଉପସ୍ଥିତି ସହିତ ଦଳର ସନ୍ତୁଳନ ବହୁତ ଭଲ ହୋଇଯାଏ । ଏହି ବିଶ୍ୱକପ୍ର…
Read More...

ଆଫଗାନିସ୍ତାନ ଖେଳାଳି ରାସିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି ରତନ ଟାଟା? ଟ୍ୱିଟ୍ କରି ଜବାବ ଦେଲେ ରତନ ଟାଟା

ମୁମ୍ବାଇ: ନିକଟରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ପାକିସ୍ତାନକୁ ପରାସ୍ତ କରିଛି। ଆଫଗାନିସ୍ତାନର ବିଜୟ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥିଲା। ସେହିଭଳି ଏକ ଭିଡିଓରେ ଦାବି କରାଯାଇଛି ଯେ ପାକିସ୍ତାନ ଉପରେ ବିଜୟ ପରେ ଆଫଗାନିସ୍ତାନ ଖେଳାଳି ରସିଦ ଖାନଙ୍କୁ ଭାରତୀୟ ଶିଳ୍ପପତି…
Read More...

ଭୋଟର୍ ତାଲିକାର ତ୍ରୁଟି ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୱାକଥନ୍ ଓ ପଥ ଉତ୍ସବ ଆୟୋଜିତ

କେନ୍ଦ୍ରାପଡ଼ା/ମହେଶ ପାଢ଼ୀ: ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ । ତେଣୁ, ଭୋଟର୍ ତାଲିକାରେ ରହିଯାଇଥିବା ତ୍ରୁଟିର ସଂଶୋଧନ ଏବଂ ନୂତନ ପଞ୍ଜିକରଣ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୱାକଥନ୍ ଓ ପଥ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ୟ୍ୟକ୍ରମ…
Read More...

ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ; ଦିଲ୍ଲୀ ଗଲା ସଂଗୃହିତ ମାଟିର କଳସ

ଝରୀଗାଁ/ବସନ୍ତ କୁମାର ସାହୁ: ଆୟୋଜିତ ଏହି କାର୍ୟ୍ୟକ୍ରମରେ ଆଜି ନବରଙ୍ଗପୁର ଜିଲ୍ଲାର ଝରୀଗାଁ ନିର୍ବାଚନ ମଣ୍ଡଳୀର ଏ ଦେଶ ପାଇଁ ସହିଦ ହୋଇଥିବା ଅଂଚଳରୁ ସହିଦଙ୍କ ଗ୍ରାମରୁ ସଂଗ୍ରହ କରାଯାଇଥିବା ମାଟି ଏବଂ ଏହି ସଂଗୃହିତ ମାଟିକୁ ଏକତ୍ରିତ କରି ଝରୀଗାଁ ବ୍ଲକ ସଦର ମହକୁମା ପରିକ୍ରମା…
Read More...

ବହୁ ଆଡମ୍ବରର ସହ ଜଗତଜନନୀ ମାଆଙ୍କୁ ବିଦାୟ; ଆର ବର୍ଷକୁ ମାଙ୍କ ଆଗମନକୁ ପ୍ରତୀକ୍ଷା

ଆଠଗଡ଼/ଅଶୋକ ମଲ୍ଲିକ: ଜଗତଜନନୀ ମା ଦୁର୍ଗାଙ୍କ ଆଗମନରେ ସହର ଠାରୁ ପୁର ପଲ୍ଲୀ ଉତ୍ସବ ମୁଖର, ମାଙ୍କୁ ଆଜି ବିଦାୟ ମେଲାଣି ଦେଲାବେଳକୁ ଭକ୍ତ ଭାବବିହ୍ୱଳ ହୋଇ କାନ୍ଦି କାନ୍ଦି ବିଦା କରୁଥିଲେ । ଆଠଗଡ଼ରେ ମାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ବଜାରର ସମସ୍ତ ମେଢ଼ ବହୁ ଆଡମ୍ବର ସହ ଭସାଣୀ…
Read More...

୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆ ଆୱାର୍ଡ ୨୦୨୩ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ ହେଲା କ୍ରୁଟ

ଭୁବନେଶ୍ୱର: କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆ ଆୱାର୍ଡ ୨୦୨୩ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି। ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚ୍ୟୁଏ) ଦ୍ୱାରା ଆୟୋଜିତ ଏହି ସମ୍ମାନଜନକ…
Read More...

ନୂଆ ଦାୟିତ୍ଵ ଗ୍ରହଣ ପରେ ପୁରୀରୁ ପ୍ରଥମ ସମୀକ୍ଷା ଆରମ୍ଭ କଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ; ଡିସେମ୍ବର ୧୫ ସୁଦ୍ଧା କାମ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଭିକେ ପାଣ୍ଡିଆନ୍ ଅଧ୍ୟକ୍ଷ 5T ଓ ନବୀନ ଓଡିଶା ଆଜି ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଭୋର୍ ୪ ରୁ ୬ ପର୍ୟ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା . ନୂଆ…
Read More...

ଗଜପତିରେ ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ କୁମାର ଉତ୍ସବ ଅନୁଷ୍ଠିତ

ଗଜପତି/ ବିବେକାନନ୍ଦ ବେହେରା: ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ(ଗଜପତି) ମିଳିତ ଆନୁକୁଲ୍ୟରେ କୁମାର ଉତ୍ସବ-୨୦୨୩ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ପରିସରରେ ଅନୁଷ୍ଠିତ ହୋଇସାରିଛି। ସୁଶ୍ରୀ ପ୍ରତୀକ୍ଷା ପାଣିଗ୍ରାହୀ ସ୍ବାଗତ ସମ୍ଭାଷଣ ପରେ ପ୍ରଗତିର ସଭାନେତ୍ରୀ…
Read More...

ଆଜି ଓଡ଼ିଶା ଛାଡିବେ ପ୍ରଫେସର ଗଣେଶୀ ଲାଲ; ୩୧ ରେ ନୂଆ ରାଜ୍ୟାପାଳ ଭାବେ ଦାୟିତ୍ବ ନେବେ ରଘୁବର ଦାସ

ଭୁବନେଶ୍ୱର: ଆଜି ଓଡ଼ିଶା ଛାଡ଼ିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହି ପରୀପ୍ରେକ୍ଷୀରେ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଫେସର ଗଣେଶୀ ଲାଲଙ୍କ ଦୀର୍ଘ ଓ…
Read More...

ବାବର ଆଜାମଙ୍କ ସହ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଶାହିନ୍ ଶାହା ଆଫ୍ରିଦି ;କହିଲେ ବିଶ୍ୱକପ ଆମର

ମୁମ୍ବାଇ: ଶାହିନ୍ ଶାହା ଆଫ୍ରିଦି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ବିଶ୍ୱକପ ଜିତିବାର ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ବାସ୍ତବରେ ପାକିସ୍ତାନ କ୍ରିକେଟ୍ ଦଳ ଏହି ବିଶ୍ୱକପ୍ରେ ଏପର୍ୟ୍ୟନ୍ତ ବହୁତ ଖରାପ ପ୍ରଦର୍ଶନ କରିଛି। ସେମାନେ ନେଦରଲ୍ୟାଣ୍ଡ…
Read More...