ଫାଇନାଲରେ ପରାଜୟ ପରେ ନିଜର ଯନ୍ତ୍ରଣା ବ୍ୟକ୍ତ କଲେ ଶୁଭମନ୍ ଗିଲ୍; ୧୬ରୁ ଘଣ୍ଟାରୁ ଅଧିକ ବିତିଯାଇଛି କିନ୍ତୁ….
ମୁମ୍ବାଇ:ବିଶ୍ୱକପ ଫାଇନାଲରେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ୬ ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ଲକ୍ଷ ଲକ୍ଷ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି। ଏହା ବ୍ୟତୀତ ଖେଳାଳିଙ୍କ ମୁହଁରେ ପରାଜୟର ଦୁଖ ସ୍ପଷ୍ଟ ଭାବରେ ଦେଖାଯାଇପାରେ । ତେବେ ଭାରତୀୟ ଦଳର ଓପନର୍ ଶୁବମାନ ଗିଲ…
Read More...
Read More...