ଭାଜପା କଟକ ନଗର ଜିଲ୍ଲା ତରଫରୁ ଦୁର୍ନୀତି ଗ୍ରସ୍ତ ମଦ ମାଫିଆଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ

ଶିଳାଦିତ୍ୟ ପରିଡା/କଟକ: ଗତ କାଲି ଭାଜପା କଟକ ନଗର ଜିଲ୍ଲା ତରଫରୁ କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଅପରାହ୍ନରେ କଟକ ସବ କଲେକଟରଙ୍କ ଅଫିସ ସମ୍ମୁଖରେ ହିଁ ରେ କଂଗ୍ରେସର ଦୁର୍ନୀତି ଗ୍ରସ୍ତ ମଦ ମାଫିଆଙ୍କୁ ଅନୁକମ୍ପା କାରଣରୁ…
Read More...

ଗୋବିନ୍ଦପୁର ଗାନ୍ଧୀ ମେମୋରିଆଲ କଲେଜରେ ମୋ ସରକାର କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଳି /ଅଶ୍ୱିନୀ କୁମାର ସାହୁ: ଆଳି ବ୍ଳକ୍ ଅନ୍ତର୍ଗତ ଗୋବିନ୍ଦପୁର ଗାନ୍ଧୀ ମେମୋରିଆଲ କଲେଜରେ ମୋ ସରକାର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଆଳି ବିଧାୟକ ତଥା ଶକ୍ତି ମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରତାପ କେଶରୀ ଦେବ । ଏହି କାର୍ୟ୍ୟକ୍ରମ ମନ୍ତ୍ରୀ କଲେଜ୍ ର ଛତ୍ର…
Read More...

କେଶପୁର ପଂଚାୟତରେ ଆମ ସଂକଳ୍ପ ବିକଶିତ ଭାରତର କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା/ ସଞ୍ଜୟ ବାରିକି : କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା ବ୍ଲକ କେଶପୁର ପଂଚାୟତରେ ବେଶ ସୁନ୍ଦର ଭାବେ ଆମ ସଂକଳ୍ପ ବିକଶିତ ଭାରତର କାର୍ଯ୍ୟକ୍ରମକୁ ସୁଚାର ରୂପେ ପ୍ରଧାନ ମନ୍ତ୍ରୀଙ୍କୁ ସନମାନ ଦେଇ ବିକଶିତ ଭାରତ ଯାତ୍ରା ବେଶ ସଫଳତା ଦେବାରେ ପୁପା ମହାନ୍ତି ଉପସ୍ଥିତ ରହି…
Read More...

ଅଯୋଧ୍ୟା ଯିବେ ଦୁଇ କିମ୍ବଦନ୍ତୀ ଖେଳାଳୀ; ସଚିନ ଓ ବିରାଟଙ୍କୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମ ପାଇଁ…

ମୁମ୍ବାଇ: କ୍ରିକେଟ୍ ପଡ଼ିଆରେ ଆପଣ କ୍ରିକେଟର ଏହି ଦୁଇ ଦିଗଜ୍ଜ ସଚିନ୍ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ଅନେକ ଥର ଦେଖିଥିବେ, କିନ୍ତୁ ଖୁବ୍ ଶୀଘ୍ର ଆପଣ ଏହି ଦୁଇ ଖେଳାଳିଙ୍କୁ ଦେଶର ସବୁଠାରୁ ବଡ ଧାର୍ମିକ କାର୍ୟ୍ୟକ୍ରମରେ ଏକାଠି ଦେଖିପାରିବେ । ବାସ୍ତବରେ ଉଭୟ ସଚିନ ଏବଂ ବିରାଟ…
Read More...

ଡିସେମ୍ବରରେ ଜିଲ୍ଲାର ମାନ୍ୟତା ପାଇପାରେ ପଦ୍ମପୁର; ବଢ଼ିଲା ଆଶା

ଭୁବନେଶ୍ୱର: ବଢ଼ିଲା ପଦ୍ମପୁର ଜିଲ୍ଲା ମାନ୍ୟତା ଆଶା । ପଦ୍ମପୁରରେ ନୂତନ ଜିଲ୍ଲାପାଳ କାର୍ୟ୍ୟାଳୟର ସ୍ଥାନ ନିରୁପଣ କରିଛନ୍ତି ଉତରାଞ୍ଚଳ ଆରଡିସି । ଏହାସହ ବିଭିନ୍ନ ଅଫିସ ଖୋଲିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆରଡିସିଙ୍କ ସହ ବରଗଡ଼ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ,…
Read More...

ଭୁବନେଶ୍ୱର ପାହାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର: ଭୁବନେଶ୍ୱର ପାହାଳ ଉତ୍କଳ ହୋଣ୍ଡାଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଛିଡା ହୋଇଥିବା ଟ୍ରକର ପଛ ପାର୍ଶ୍ୱକୁ ଧକ୍କା ଦେଲା କାର । ରାତି ପାଖାପାଖି ୨ଟା ୨୫ରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତଙ୍କର ଚିକିତ୍ସା…
Read More...

ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ; ଏହି 15 ଖେଳାଳି ସ୍ଥାନ ପାଇଲେ

ମୁମ୍ବାଇ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଅଣ୍ଡର -୧୯ ଏସିଆ କପ୍ ୨୦୨୩ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ପଞ୍ଜାବରେ ଖେଳୁଥିବା ଉଦୟ ସାହାରନଙ୍କୁ ଏହି ଦଳର ନିର୍ଦ୍ଦେଶ ଦିଆଯାଇଛି। ଏହି ଟୁର୍ନାମେଣ୍ଟ ଦୁବାଇ ଦ୍ୱାରା ଆୟୋଜିତ ହେବ । ଏହି ଟୁର୍ନାମେଣ୍ଟ…
Read More...

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପିସିବିର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ; କୋଚ୍ରୁ ଅଧିନାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ…

ମୁମ୍ବାଇ: ୨୦୨୩ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା। ବାବର ଆଜମଙ୍କ ଅଧିନାୟକତ୍ୱରେ ଏକ ନମ୍ବର ODI ଦଳର ମୁକୁଟ ସହିତ ବିଶ୍ୱକପ ଖେଳିବାକୁ ଆସିଥିବା ପାକିସ୍ତାନ କ୍ରିକେଟ୍ ଦଳ ଲିଗ୍ ପର୍ୟ୍ୟାୟର ସମସ୍ତ ୯ ଟି ମ୍ୟାଚ ମଧ୍ୟରୁ ମାତ୍ର ୪ ଟି ଜିତିପାରିଥିଲା ଏବଂ…
Read More...

ଗଜପତି ଜିଲ୍ଲାକୁ ମରୁଡି ଘୋଷଣା କରିବା ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଗଜପତି/ ବିବେକାନନ୍ଦ ବେହେରା: ସିପିଆଇ (ଏମ୍ଏଲ) ଲିବରେସନ୍ ଓ ଅଖିଳ ଭାରତ କୃଷକ ମହାସଭା (AIKM) ତରଫରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୯ ଦଫା…
Read More...

ଆଇପିଏଲ ନିଲାମ ପୂର୍ବରୁ ଶାର୍ଦ୍ଦୁଲ ଠାକୁରଙ୍କ ସମେତ ପାଞ୍ଚ ଖେଳାଳିଙ୍କ ଉପରେ ଝୁଲିଲା ଖଣ୍ଡା; ରିଲିଜ କରିବାକୁ…

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଦଳଗୁଡିକ ସେମାନଙ୍କ ଖେଳାଳିଙ୍କ ତାଲିକା ପୁନ-ଯାଞ୍ଚ କରୁଛନ୍ତି ଏବଂ ଅନେକ ଖେଳାଳିଙ୍କ ବାହାର କରିବାକୁ ପ୍ରସ୍ତୁତି ଚାଲିଛି । ଆଇପିଏଲ୍ ୨୦୨୪ ପାଇଁ ନିଲାମ ଡିସେମ୍ବରରେ ହେବାର ସମ୍ଭାବନା ଅଛି । ଏହାପୂର୍ବରୁ…
Read More...