ଉଦଘାଟିତ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ବର୍ଷ ଯାକରେ ହେଉଥିବା ୩୨ ବେଶ ଆରମ୍ଭ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଷ୍ଟାଡିୟମରେ ଏକ ଆଧ୍ଯାମ୍ଭିକ ପରିବେଶ ମଧ୍ୟରେ ଉଦଘାଟିତ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ବର୍ଷ ଯାକରେ ହେଉଥିବା ୩୨ ବେଶ ଆରମ୍ଭ ହୋଇଛି । ଏଥିରେ ମହାପ୍ରଭୁଙ୍କ ଅବକାଶ ବେଶ ବା ତଡ଼ପ ଉତ୍ତରୀ ବେଶ, ନିତ୍ୟଧୂପ ବେଶ, ବଡସିଂହାର ବେଶ, ଚନ୍ଦନଲାଗି ବେଶ, ଗଜାନନ ବେଶ…
Read More...
Read More...