ପୁଣି ମିଆଁମାରରେ ୫.୧ତୀବ୍ରତାର ଭୂକମ୍ପ ଅନୁଭୂତ
ନୂଆଦିଲ୍ଲୀ: ପୁଣି ଭୂକମ୍ପରେ ଥରିଲା ମିଆଁମାର । ଯାହାର ତୀବ୍ରତା ରେକ୍ଟର ସ୍କେଲରେ ୫.୧ ରେକର୍ଡ କରାଯାଇଛି । ତେବେ କୁହାଯାଉଛି ଏହି ଭୂକମ୍ପର ଉତ୍ପତି ସ୍ଥଳି ମିଆଁମାରର ରାଜଧାନୀ ନେପିଣ୍ଡା ନିକଟ ଅଞ୍ଚଳ ରେ ରହିଛି ।
ସୂଚନା ଅନୁଯାୟୀ , ଭୂକମ୍ପରେ ଧ୍ୱଂସ ସ୍ତୁପ ପାଲଟିଛି ମିଆଁମାର ।…
Read More...
Read More...