ଓଡିଶୀ , ସମ୍ବଲପୁରୀ, ଲୋକ କଳା ନୃତ୍ୟରେ କମ୍ପୁଛି ଜାଗୃତି ମହୋତ୍ସବ

ପିପିଲି / ଜୟନ୍ତ କୁମାର ସେଠି : ମନ ମୋହୁଛି ଜାଗୃତି ମହୋତ୍ସବ । ଓଡିଶୀ,ସମ୍ବଲପୁରୀ, ଲୋକ କଳା ନୃତ୍ୟ ରେ କମ୍ପୁଛି ସଙ୍କଟ ମୋଚନ ମଇଦାନ । ତିନି ଦିନିଆ  ଏହି ମହୋତ୍ସବର ପ୍ରଥମ ଦିବସରେ ପୁରୀ ସାଂସଦ ଓ ସ୍ଥାନୀୟ ବିଧାୟକ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଦ୍ବିତୀୟ ସନ୍ଧ୍ୟାରେ ଦିଗ ପହଣ୍ଡି…
Read More...

ଦୋଳମୁଣ୍ଡାଇରେ କପଡା ଗୋଦାମରେ ଧରଣର ଅଗ୍ନିକାଣ୍ଡ 

କଟକ : କଟକ ଦୋଳମୁଣ୍ଡାଇରେ ବଡ ଧରଣର ଅଗ୍ନିକାଣ୍ଡ । କପଡା ଗୋଦାମରେ ନିଆଁ ଲାଗି ଧୂଆଁ ମୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଅଗ୍ନିକାଣ୍ଡରେ  ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଶୋ’ ରୁମ୍‌‌ ଖୋଲି ଏସି ସୁଇଚ୍‌‌ ଅନ୍‌‌ କରିବା କ୍ଷଣି ହଠାତ୍‌‌ ବିସ୍ଫୋରଣ…
Read More...

ଆଜି ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ…

ଭୁବନେଶ୍ବର : ଆଜି ପବିତ୍ର ଉତ୍କଳ ଦିବସ । ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ଓଡ଼ିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ…
Read More...

ରାଜ୍ୟସ୍ତରୀୟ ଓଡ଼ିଶା ଦିବସ-୨୦୨୫ ପାଳନ ପରିପ୍ରେକ୍ଷୀରେ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଓଡ଼ିଶା ଦିବସ-୨୦୨୫ ପାଳନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ…
Read More...

ଗୁଜରାଟର କଚ୍ଛର ଏକ କାଠ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଜରାଟର : ଗୁଜରାଟର କଚ୍ଛର ଗାନ୍ଧୀଧାମ ଭାଚୌ ରାଜପଥରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଏକ କାଠ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ସ୍ଥାନୀୟ ପୋଲିସ, ଗାନ୍ଧୀଧାମ ପୌରପାଳିକା ସମେତ ଅଗ୍ନିଶମ ବାହିନୀର ଦଳ ସହିତ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।…
Read More...

୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ହିଟୱେଭ  । ସକାଳୁ ଆରମ୍ଭ ହୋଇଯାଉଛି ଅସହ୍ୟ ତାତି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଆଜି ରାଜ୍ୟର କିଛି  ସ୍ଥାନରେ ତାପମାତ୍ରା ଉପର ମୁହାଁ ରହିଛି। ତେବେ ଏହାରି ମଧ୍ୟରେ…
Read More...

ଅରୁଣାଚଳ ପ୍ରଦେଶରେ ୩. ୫ର ଭୂକମ୍ପ ଝଟକା ଅନୁଭୂତ

ଅରୁଣାଚଳ ପ୍ରଦେଶ : ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ।  ଏହି ଭୂକମ୍ପର ତୀବ୍ରତା ୩. ୫ ରହିଥିବା ସୂଚନା ରହିଛି ।  ଅପରାହ୍ନ ୨ଟା ୩୮ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପର କେନ୍ଦ୍ର ଅରୁଣାଚଳ ପ୍ରଦେଶର ଶୀ ୟୋମିର ଠାରୁ ୧୦କିମି…
Read More...

ଛୁରାମାଡ଼ରେ ଯୁବକ ମୃତ, ଆକ୍ରମଣକାରୀ ବାପା-ପୁଅ ଅଟକ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଛୁରାମାଡ଼ରେ ଯୁବକ ମୃତ,ଆକ୍ରମଣକାରୀ ବାପା-ପୁଅ ଅଟକ ।  ଏଭଳି ଘଟଣା ଘଟିଛି  ବେଲଗାଁ ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ଜେନା ସାହିରେ  ।  ଚାଲିଥିବା ବେଲଗାଁ ଦଣ୍ଡ ନାଚ ଯାତ୍ରାରେ ଯାତ୍ରା ଅଧିକାରୀଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ…
Read More...

ଗିରଫ ହେଲେ  ଭାଇରାଲ୍ ଗର୍ଲ ମୋନାଲିସାଙ୍କୁ ଫିଲ୍ମ ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ର  

ନୂଆଦିଲ୍ଲୀ : ଗିରଫ ହେଲେ  ଭାଇରାଲ୍ ଗର୍ଲ ମୋନାଲିସାଙ୍କୁ ଫିଲ୍ମ ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ର  ।  ଦୁଷ୍କର୍ମ ମାମଲାରେ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିବା ପରେ, ତାଙ୍କୁ ଦିଲ୍ଲୀର ନବି କରିମ ପୋଲିସ ଷ୍ଟେସନ ଗିରଫ କରିଥିଲା ।…
Read More...

ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ହେଲେ IFS ଅଧିକାରୀ ନିଧି ତିୱାରୀ

ନୂଆଦିଲ୍ଲୀ : IFSନିଧି ହେଲେ ମୋଦିଙ୍କ ବ୍ୟକ୍ତିଗତ ସଚିବ  | ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ହେଲେ IFS ଅଧିକାରୀ ନିଧି ତିୱାରୀ। ନିଧିଙ୍କ ନିଯୁକ୍ତି ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ ସମ୍ପର୍କିତ ନିଯୁକ୍ତି କମିଟି।PMO ରେ ଡେପୁଟି ସେକ୍ରେଟାରୀ ଥିଲେ ନିଧି | 2022 ରୁ…
Read More...