୯୦  ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଯାଜପୁର ଜିଲ୍ଲାରୁ ୫  ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ

ପାଣିକୋଇଲି / ସୁନୀଲ  ଓଝା  : ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ରିଜର୍ଭ ପୋଲିସ ପଡିଆରେ ମହାସମାରୋହରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରାହଣ…
Read More...

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ୯୦ତମ ଓଡିଶା ଦିବସ ପାଳିତ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ: ଆଜି ବାମନଘାଟୀ  ସଦର ମହକୁମା ରାଇରଙ୍ଗପୁର ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ  ୯୦ତମ ଓଡିଶା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି ।  ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରତ୍ୟୁଷ ଘ.୦୪-୩୦ ମିନିଟ ସମୟରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ କାର୍ଯ୍ୟାଳୟ…
Read More...

ଭୁଲଵେଡା ପ୍ରାଚୀନ ଜଳେଶ୍ବର ବାବା ଶୈବ ମନ୍ଦିରରେ କଳା କନା ବୁଲେଇଲେ ଦୁବୃର୍ତ୍ତ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ:  ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଭୁଟୁକାବାଦି ପଞ୍ଚାୟତ  ଅନ୍ତର୍ଗତ ଭୁଲବେଡା ଗ୍ରାମସ୍ଥ ସୁଉଚ୍ଚ ପର୍ବତ ଶିଖରରେ   ବହୁ ପୁରାତନ ରାଜାରୁଜୁଡା ଅମଳରୁ ପୂଜା ପାଇଁ ଆସୁଛନ୍ତି ଜଳେଶ୍ବର ବାବା । ପ୍ରତିବର୍ଷ ଶିବରାତ୍ରିକୁ ବାହାର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ…
Read More...

୪ ଦିବସୀୟ ବିଶ୍ବ କଲ୍ୟାଣ ମହାଯଜ୍ଞର ପୂର୍ଣ୍ଣାହୁତି ସମ୍ପର୍ଣ୍ଣ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ସୃଷ୍ଟି ସର୍ଜନାରେ ଯଜ୍ଞର ଭୂମିକା ଅନନ୍ୟ । ତେତିଶ କୋଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ଏବଂ ଆମ ପରିବେଶକୁ ପାବନମୟ କରିବା ଭୂମିକା ଯଜ୍ଞ ହିଁ ନେଇଥାଏ । ଆବାହମାନ ପୌରାଣିକ  ଯୁଗରୁ, ରାମାୟଣ, ମହାଭାରତ ଯୁଗରୁ ତଥା ରାଜାରୁଜୁଡା ଅମଳରୁ ବହୁ ବଡ଼ ଯଜ୍ଞ ଆୟୋଜନ…
Read More...

ବିଦ୍ୟାଳୟର ତାଲା ଭାଙ୍ଗି ସ୍ମାର୍ଟ ଟିଭି ସହ ସାଉଣ୍ଡ ବକ୍ସ ଲୁଟି ନେଇଛନ୍ତି ଲୁଟେରା

ବସ୍ତା / ଅଜିତ ସାହୁ  : ମଣିଷ ତିଆରି କାରଖାନା କୁହା ଯାଉଥିବା ବିଦ୍ୟାଳୟ କୁ ବି ଛାଡ଼ିଲେଣି ଦୁର୍ବୃତ। କୁନି ପିଲାଙ୍କ ଉଦ୍ଦେଶ୍ୟରେ ଲାଗିଥିବା  ସ୍ମାର୍ଟ ଟିଭି ଓ ସାଉଣ୍ଡ ବକ୍ସ କୁ  ତାଲା  ଭାଙ୍ଗି ଲୁଟି ନେଲେ  ଲୁଟେରା। ଏଭଳି ଅଭିଯୋଗ ଆସିଛି ସିଂଲା ଥାନା ମଧୁପୁରା  ଉପେନ୍ଦ୍ର ନାଥ…
Read More...

ଏକ ସମୃଦ୍ଧ ଓଡିଶା ଗଠନ କରି ବରପୁତ୍ର ମାନଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡିଶା ଦିବସ । ସାରା ରାଜ୍ୟରେ ଓଡିଆ ଅସ୍ମିତାର ଉତ୍ସବ। ଏହି ଅବସରରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଓଡିଶା ଗଠନର ମୁଖ୍ୟ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ମାଟି ସତ୍ୟଭାମାପୁରରେ ଆୟୋଜନ କରିଛନ୍ତି ରାଜ୍ୟ ସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମ ।…
Read More...

କିଟ ଛାତ୍ରଙ୍କ ମୃତଦେହ ଉଦ୍ଧାର: କ୍ୟାପିଟାଲ ହସ୍ପିଟାଲ୍ ପଠାଇଛି ପୋଲିସ

ଭୁନେଶ୍ୱର: ରାଜଧାନୀରେ କିଟ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତ ଛାତ୍ର କିଟରେ ବିଟେକ ତୃତୀୟ ବର୍ଷ ଛାତ୍ର ହୋଇଥିବା ସୂଚନା । ତାଙ୍କ ନାଁ ଅର୍ଣ୍ଣବ ମୁଖାର୍ଜୀ ହୋଇଥିବା ବେଳେ ତାଙ୍କ ଘର ପଶ୍ଚିମବଙ୍ଗ ବାଁକୁରା ଅଞ୍ଚଳର ବୋଲି କୁହାଯାଉଛି । କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିଲେ…
Read More...

ବନ୍ଦ ରହିବ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଡିଜିଟାଲ ସର୍ଭିସ 

ଭୁବନେଶ୍ୱର: ବନ୍ଦ ରହିବ ଭାରତୀୟ  ଷ୍ଟେଟ ବ୍ୟାଙ୍କ ର ଡିଜିଟାଲ ସର୍ଭିସ  । ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନି  ଭାରତୀୟ ଡିଜିଟାଲ ସର୍ଭିସ  ସେବା । ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଆଜି ଦିନ ଗୋଟାଏରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଡିଜିଟାଲ ସର୍ଭିସ ବନ୍ଦ ରହିବ।…
Read More...

ଜଗତସିଂହପୁରରେ ଓଡିଶା ପୋଲିସର ୯୦ ତମ ପ୍ରତିଷ୍ଠା ଦିବସ ପାଳନ

ଜଗତସିଂହପୁର/ ପ୍ରତାପ  କୁମାର  ସିଂ : ଜଗତସିଂହପୁରରେ ଜିଲ୍ଲା ପୋଲିସ ପକ୍ଷରୁ ୯୦ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ । ଜଗତସିଂହପୁର ସଦରମହକୁମା ପୁନଙ୍ଗ ରିଜର୍ଭ ପୋଲିସ ପଡ଼ିଆରେ ଏହି କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ…
Read More...

ଉତ୍କଳ ଦିବସରେ ବିଜେଡି କୁ ଟାର୍ଗେଟ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ବିଜେଡିର ନାହିଁ ଭାଷା ଜ୍ଞାନ | ଭାଷା କୁ କଦର୍ଥ କରିଥିଲା ବିଜେଡି | ଓଡ଼ିଶାର ଅସ୍ମିତା ବିପଦ ରେ ପଡିଯାଇଥିଲା ସେଥିପାଇଁ ଆମେ ଓଡ଼ିଆ ଅସ୍ମିତା କଥା କହିଲୁ |ଏବଂ ଲୋକମାନେ ତାକୁ ଗ୍ରହଣ କଲେ | ସେତବେଳେ ଓଡ଼ିଆ କୁ ଅଲଗା ପ୍ରକାର କହିଲେ | ତାଙ୍କ ଅମଳ ରେ ଓଡ଼ିଆ ଭାଷା ସାହିତ୍ୟ…
Read More...