ଘରୁ ଉଦ୍ଧାର କରାଯାଇଛି ପୂଜକଙ୍କ ମୃତ ଦେହ
କୋରାପୁଟ / ସୁନ୍ଦର କୁମାର ପାଣି : ପୂଜକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଘରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି କୋରାପୁଟ ଟାଉନ୍ ଥାନା ଅଧୀନ ସହରର ବାଟମଙ୍ଗଳା ଛକ ନିକଟରେ। ମୃତ ପୂଜକ ଜଣଙ୍କ ହେଲେ ରମେଶ ଚନ୍ଦ୍ର ତ୍ରିପାଠୀ। ରମେଶ ବାଟମଙ୍ଗଳା ଛକ ନିକଟରେ ଥିବା ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜା…
Read More...
Read More...