ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ବିପୁଳ ମାଓ ଡମ୍ପ

ମାଲକାନଗିରି /ଆଶିଷ  ବାଇନ:ମାଲକାନଗିରି ଜିଲ୍ଲା ବିଏସଏଫ ଯବାନଙ୍କୁ ପୁଣି ଏକ ସଫଳତା। ବିଏସଏଫ ବାଟାଲିୟନ ୨ ର ସର୍ଚ୍ଚ ଅପରେସନ ବେଳେ ଠାବ କଲା ବିପୁଳ ପରିମାଣର ମାଓ ଡମ୍ପ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲି ପଞ୍ଚାୟତର କିରମିଟ ଏବଂ  ତୁଳସୀ ଗାଁ ଜଙ୍ଗଲରେ ନିକଟ ଏକ…
Read More...

ରାଇରଙ୍ଗପୁରରେ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କଲେ ମୟୂରଭଞ୍ଜ ଜିଲ୍ଲାପାଳ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ  : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨୭ ରୁ ଡିସେମ୍ବର  ୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ଦୁଇଟି ନିର୍ବାଚନ ମଣ୍ଡଳୀ ରାଇରଙ୍ଗପୁର…
Read More...

ମାହାଙ୍ଗା କଂଗ୍ରେସର ସଂକୀର୍ତ୍ତନ ମାଧ୍ୟମରେ ପ୍ରତିବାଦ ସଭା

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଏବେ ବିବାଦ ଘେରରେ l  ଏହି ରତ୍ନଭଣ୍ଡାର ଦୀର୍ଘ ବର୍ଷ ହେବ ଖୋଲୁନଥିବାରୁ, ସେଥିରେ ଥିବା ଠାକୁରଙ୍କ ଅଳଙ୍କାର କେତେ ସୁରକ୍ଷିତ ତାକୁ ନେଇ ସବୁଠି ପ୍ରଶବାଚୀ ସୃଷ୍ଟି ହେଉଛି lସରକାର ଏଥି ପ୍ରତି କର୍ଣ୍ଣପାତ…
Read More...

୧୦ ଡିଗ୍ରୀ ତଳକୁ ରହିଛି ଜି.ଉଦୟଗିରିର ତାପମାତ୍ରା

ଭୁବନେଶ୍ୱର: ଧିରେ ଧିରେ ରାଜ୍ୟରେ ଅନୁଭୂତ ହେଲାଣି ଶିତ । ଏବେ ଠାରୁ ସବୁଠୁ ଥଣ୍ଡା ସହର ଭାବେ ଜି . ଉଦୟଗିରି ରହିଛି । ତେବେ ସେଠାରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା ରହିଛି । ତେଣୁ ରାଜ୍ୟର ସବୁଠରୁ ଥଣ୍ଡାର ସହର ଭାବରେ ଜି. ଉଦୟଗିରି ରହିଛି । ସେହିପରି କୋରାପୁଟ ରେ ୧୧.୫ଡିଗ୍ରି ରୋକର୍ଡ…
Read More...

ଧନତେରାସ୍ ପାଇଁ ଶସ୍ତା ହେଲା ସୁନା, ରୁପା

ନୂଆଦିଲ୍ଲୀ: ଆଜି ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ ସୁନାଦୋକାନରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୨୩ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୬୦,୧୧୭ ଟଙ୍କାକୁ ଖସି ଆସିଛି । ଅନ୍ୟପଟେ ୧୮ କ୍ୟାରେଟ୍ ସୁନା ମୂଲ୍ୟ…
Read More...

ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ: ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି । ବୁଧବାର ଦିନ ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହୋଇ ବନ୍ଦ ହୋଇଯାଇଥିଲା । ଆଜି ଟଙ୍କା ୩ ପଇସା ହ୍ରାସ ପାଇ ଡ଼ଲାର ତୁଳନାରେ ୮୩ଟଙ୍କା ୩୦ ପଇସା ହ୍ରାସ ହୋଇ ବନ୍ଦ ହୋଇଯାଇଛି । ବୈଦେଶିକ ମୁଦ୍ରା ବ୍ୟବସାୟୀଙ୍କ ଅନୁଯାୟୀ ଷ୍ଟକ୍…
Read More...

ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ସେଲ, ଓସେପାର ବଡ଼ ନିଷ୍ପତି

ଭୁବନେଶ୍ୱର: ପାଖେଇ ଆସୁଛି ମାଟ୍ରିକ ପରୀକ୍ଷା । ଆଉ ମାତ୍ର କିଛି ମାସ ପରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଭୟ ଓ ଆଶଙ୍କା ଲାଗି ରହିଥାଏ । ଛାତ୍ରଛାତ୍ରୀମାନେ ଅନେକ ମାନସିକ ଚାପରେ ରହିଥାନ୍ତି । ପିଲାଙ୍କ ସମସ୍ୟାକୁ…
Read More...

କିକ୍ରେଟ ବିଶ୍ୱକପ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରୁଛି ନ୍ୟୁଜଲ୍ୟାଣ୍ଡ

ବେଙ୍ଗାଲୁରୁ:ବେଙ୍ଗରଲୁରୁ ସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁ ମୁହିଁ ହୋଇଛନ୍ତି ନ୍ୟୁଜଲ୍ୟାଣ୍ଡକୁ ଶ୍ରୀଲଙ୍କା । କିକ୍ରେଟ ବିଶ୍ୱକପ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରୁଛି ନ୍ୟୁଜଲ୍ୟାଣ୍ଡ । ବିପକ୍ଷରେ ଶ୍ରୀଲଙ୍କା ଟିମ ବ୍ୟାଟିଙ୍ଗ କରୁଛି । ସୂଚନା ଅନୁଯାଇ ୭ ଓଭରରେ ୩ଟି…
Read More...

ଉଦ୍ଧାର ହୋଇଛି ଅଜଣା ମୃତ ଦେହ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: ଉଦ୍ଧାର ହୋଇଛି ଅଜଣା ମୃତ ଦେହ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ କଟିକଟା ପଞ୍ଚାୟତ ପଶ୍ଚିମଖଣ୍ଡ ଭୋଳ ଧାନବିଲ ମଝିରେ ଅଚିହ୍ନା ବ୍ୟକ୍ତି ଙ୍କ ମୃତ୍ୟୁ ଶରୀର ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ମୃତ ଦେହ ପଡିଥିବା ର ଦେଖି ପୋଲିସ କୁ ଖବର…
Read More...

ବାଘ ଛାଲ ସହ ୨ଜଣଙ୍କୁ ଗିରଫ କରିଛି ଏସଟିଏଫ

ରାୟଗଡା/ ମନୋଜ କୁମାର ସାହୁ: ବାଘ ଛାଲ ଡିଲ କରୁଥିବା ଧରାପଡିଲେ ୨ ମାଫିଆ । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ବାଘଚମଡା କାରବାର ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ମାଫିଆ ହେଲେ ରାୟଗଡା ଜିଲ୍ଲାର ବିକ୍ରମ ମାଝି ଏବଂ ରାଜା ମାଝିବୋଲି ଜଣାପଡିଛି ।…
Read More...