ଗଞ୍ଜେଇଚୋରା ଚାଲାଣ ବେଳେ ଧରିଲା ପୋଲିସ

ବିଷମ କଟକ / ରବିନ୍ଦ୍ର କୁମାର ସାହୁ: ଗଞ୍ଜେଇଚୋରା ଚାଲାଣ ବେଳେ ଧରିଲା ଅମ୍ବାଦେଳା ପୋଲିସ । ଏକ ବୋଲେରରେ ଗୋଞ୍ଜେଇ ଚାଲାଣ ବେଳେ ୨୫. କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କ ଗିରଫ କରିଛି ପୋଲିସ । ଏକ ବୋଲେରରେ ଚାରିଟା ସୁଟକେସ ବ୍ୟାଗରେ ଗୋଞ୍ଜେଇ ଭର୍ତ୍ତିକରି…
Read More...

ପରଲୋକରେ ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ଚନ୍ଦ୍ର ମୋହନ

ହାଇଦରାବାଦ: ପରଲୋକରେ ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ଚନ୍ଦ୍ର ମୋହନ । ହାଇଦରାବାଦର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୮୨ ବର୍ଷ ବୟଷରେ ତାଙ୍କର ହୃଦଘାତରେ ମୃତ୍ୟୁ ବରଣ କରିଥିବା କୁହାଯାଉଛି । ହୃଦୟଜନିତ ସମସ୍ୟା କାରଣରୁ ଚନ୍ଦ୍ରମୋହନଙ୍କୁ ହସ୍ପିଟାଲରେ…
Read More...

ଫୁଲବାଣୀକୁ ରେଳ ସଂଯୋଗ କରିବାକୁ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ କନ୍ଧମାଳ ବନ୍ଦ୍ ଡାକରା

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ, ଫୁଲବାଣୀ ସଦର ମହକୁମାକୁ ରେଳ ସଂଯୋଗ ନକରି ତଞ୍ଚକତା କରି କେବଳ ଚକାପାଦ ଦେଇ ପୁଣି ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ ସହ ସଂଯୋଗ  କରୁଥିବାରୁ ତାର ପୁନଃ ବିଚାର କରି ପୁନଃ ଫୁଲବାଣୀକୁ ରେଳ ସଂଯୋଗ କରିବାକୁ ସରକାରଙ୍କ…
Read More...

ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା

କଟକ:ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ଆଜି ଠାରୁ ଅରମ୍ଭ ହୋଇଯାଇଛି ପ୍ଲଟ ନିଲାମ ପ୍ରକ୍ରିୟା । ତେବେ ଏହି ପ୍ରକ୍ରିୟା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ଏଥି ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ…
Read More...

ଶ୍ରୀନଗରରେ ଥିବା ଡାଲ ହ୍ରଦ ହାଉସବୋଟରେ ଅଗ୍ନିକାଣ୍ଡ

ନୂଆ ଦିଲ୍ଲୀ: ଜମ୍ମୁ କାଶ୍ମୀର ଶ୍ରୀନଗରରେ ଥିବା ଡାଲ ଲେକରେ ହାଉସବୋଟରେ ଅଗ୍ନିକାଣ୍ଡ । ଶ୍ରୀନଗର ଜିଲ୍ଲାର ଡାଲ ହ୍ରଦରେ ୮ଟି ହାଉସ ବୋଟରେ ନିଆଁ ଲାଗି ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଖବର ପଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା…
Read More...

ବାଙ୍ଗିରିପୋଷି ଘାଟିରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ମରଣଯନ୍ତା ହେଉଛି ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟି । ଏଠାରେ ଦୈନିକ କିଛି ନା କିଛି ଦୁର୍ଘଟଣା ଓ ଅଘଟଣ ଘଟୁଛି । ଯେଉଁଥିପାଇଁ ବହୁ ମୂଲ୍ୟବାନ ଗାଡ଼ି ନଷ୍ଟ ହେବା ସହ ଅବାଧରେ ମୂଲ୍ୟବାନ ଜୀବନ ଚାଲି ଯାଉଛି । ସୂଚନାଯୋଗ୍ୟ…
Read More...

ରାଇରଙ୍ଗପୁର କୃଷକ ଉତ୍ପାଦର ସମନ୍ବୟ ବୈଠକ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ଚାଷୀ ହସିଲେ ଦେଶ ହସିବ । ଅନ୍ନଦାତାଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁବିଧ ଯୋଜନା ପ୍ରଣୟନ କରୁଛନ୍ତି । ରାଇରଙ୍ଗପୁର ଅଂଚଳର ଚାଷୀଙ୍କ ଉନ୍ନତି ପାଇଁ କୃଷକ ଉତ୍ପାଦକ ସଂଗଠନ ଆଗକୁ ପାଦ ବଢ଼ାଇଛି । ଏଣିକି ରବି ଋତୁରେ ଜମି ଖାଲି ପଡ଼ିବ ନାହିଁ । ଶିଳ୍ପ…
Read More...

ଅପମିଶ୍ରିତ ଘିଅ କାରଖାନାରେ ପୋଲିସର ଚଢାଉ

ଗଞ୍ଜାମ  / ରଜନୀକାନ୍ତ ପାତ୍ର: ଅପମିଶ୍ରିତ ଘିଅ କାରଖାନାରେ ପୋଲିସର ଚଢାଉ । ବ୍ରହ୍ମପୁର ବଡପଲିଶ ସଦର ଉପଖଣ୍ଡରେ ଚାଲିଥିବା ଘିଅ କାରଖାନାରେ ଚଢାଉ କରିଛି ପୋଲିସ । ଏହି ଚଢାଉ ସମୟରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ଜଣଙ୍କ ଗୋଶାନିନୂଆଁ ଗାଁ ଅନ୍ତର୍ଗତ ହାଉସିଂ ବୋଡ…
Read More...

ରାଜ୍ୟର ୫ଟି ସହରର ତାପମାତ୍ରା କମିବା ସହ ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଲାଣି ଶୀତ । କୁହୁଡି ସହିତ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ରାଜ୍ୟର ୫ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଥିବା କୁହାଯାଉଛି । ୧୧.୪ ଡିଗ୍ରୀ ସହ କନ୍ଧମାଳର ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ରହିଥିବା ବେଳେ କୋରାପୁଟ ୧୧.୭, ସିମିଳିଗୁଡା ୧୨,…
Read More...

‘ମାଣ୍ଡଇଆ- ଆଧୁନିକ ଆହ୍ୱାନ ପାଇଁ ପୁରାତନ ପୁଷ୍ଟିଶସ୍ୟ’

ଭୁବନେଶ୍ୱର: ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ-୨୦୨୩ ଅବସରରେ ‘ମାଣ୍ଡଇଆ- ଆଧୁନିକ ଆହ୍ୱାନ ପାଇଁ ପୁରାତନ ପୁଷ୍ଟିଶସ୍ୟ’ ବିଷୟ ଉପରେ ଅନୁଷ୍ଠିତ ହୋଇଥିବା ଆଲୋଚନାଚକ୍ରରେ କ୍ରୀଡାବିତମାନଙ୍କର ଖାଦ୍ୟରେ ପୁଷ୍ଟିଶସ୍ୟର ପୋଷକତତ୍ତ୍ୱ ଉପରେ ଆଲୋକପାତ କରାଯାଇଥିଲା । କ୍ରୀଡା ଓ ଯୁବସେବା…
Read More...