ବାଘ ଛାଲ ବେପାରୀଙ୍କୁ ମାଡି ବସିଲା ଏସଟିଏଫ
ଭୁବନେଶ୍ୱର: ବାଘ ଛାଲ ବେପାରୀଙ୍କୁ ମାଡି ବସିଲା ଏସଟିଏଫ । ଦଶପଲ୍ଲାରୁ ଦୁଇ ଜଣ ବେପାରିଙ୍କୁ ଧରି ଗିରଫ କରିଛି ଏସଟିଏଫ ଟିମ । ଗ୍ରାହକ ସାଜି କରିଛି ଏଭଳି ଚଡାଉ । ୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ସେମାନଙ୍କ ନିକଟରୁ ୨ଟି କଲରାପତ୍ରିଆ ବାଘ ଛାଲ ଜବତ କରିଛି । ତେବେ ବାଘ…
Read More...
Read More...