ନିଜ ମାଟିକୁ ଫେରିଲେ ଟନେଲରୁ ଉଦ୍ଧାର ହୋଇଥିବା ଓଡିଆ ଶ୍ରମିକ

ଭୁବନେଶ୍ୱର: ଶେଷରେ ନିଜ ମାଟିକୁ ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଓଡିଆ ଶ୍ରମିକ । ସେମାନେ କିଛି ସମୟ ତଳେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଛନ୍ତି । ପରେ ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି । ଏମାନେ ହେଲେ…
Read More...

ଡିସେମ୍ବର ମାସ ଆରମ୍ଭରୁ ମହଙ୍ଗା ହେଲା ଏଲପିଜି ଗ୍ୟାସ

ନୂଆ ଦିଲ୍ଲୀ: ପୁଣି ହାଣ୍ଡିଶାଳରେ ମାଡ । ଡିସେମ୍ବର ମାସ ଆର ମ୍ଭରୁ ମହଙ୍ଗା ହେଲା ଏଲପିଜି ଗ୍ୟାସ । ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା…
Read More...

ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଘଟଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା…
Read More...

ସହିଦ ଯବାନଙ୍କ ସୃତିରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବରୀ / ପ୍ରଶାନ୍ତ ଦ୍ବିବେଦୀ : ବିର ଯବାନ ସହିଦ ସଞ୍ଜୀବ ଓ ଶିଶିର ଙ୍କ ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତ ଦାନ ମହତ ଦାନ,  ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ଦେଶ ମାତୃକା ପାଇଁ ନିଜ ଜୀବନ କୁ ବଳିଦାନ ଦେଇଥିବା…
Read More...

ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର : ବ୍ରହ୍ମପୁର ଅଧୀନରେ ଥିବା ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ଖେଳ ପଡିଆରେ "ନୂଆଁ ଓ ଯୁବ ଓଡ଼ିଶା,ନବୀନ ଓଡ଼ିଶା" ତରଫରୁ ଆୟୋଜିତ ଖଲ୍ଲିକୋଟ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର…
Read More...

ବିଲରୁ ଉଦ୍ଧାର ହେଲା ଏକ ଶିଶୁ କନ୍ୟା

ହିଞ୍ଜିଳି: ନାରି ଆଜି କେତେ ଆଗରେ ପହଞ୍ଚି ଲାଣି । ଶିଶୁ କନ୍ୟା ପାଇଁ ସରକାର ମଧ୍ୟ ବିଭିନ୍ନ ପ୍ରଦକ୍ଷେପ ନେଉଛନ୍ତି ଓ ସଚେତନବି କରାଉଛନ୍ତି । କିନ୍ତୁ ଆଜି ବି ଅଲୋଡା ହୋଇଛି ଶିଶୁ କନ୍ୟା । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଦାରୁଭଦ୍ରା ପଞ୍ଚାୟତରେ ।…
Read More...

ଦେଶର ପ୍ରଥମ ମହିଳା ଏଡିସି ଓଡିଆ ଝିଅ ମନୀଷା

ଭୁବନେଶ୍ୱର: ଓଡିଆ ଝିଅ ମନୀଷା ପାଢି ହୋଇଛନ୍ତି ଦେଶର ପ୍ରଥମ ମହିଳା ଏଡିସି । ବାୟୁ ସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ଡ. ହରିବାବୁ କାମଭାମପତି ତାଙ୍କୁ ଏଡିସି ଭାବେ ନିଯୁକ୍ତି ଦେଇଛନ୍ତି । ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ଦେଶର ପ୍ରଥମ ମହିଳା ।…
Read More...

ଅଟକିଲା ଯୁଦ୍ଧ, ମୁକ୍ତ ହେଉଛନ୍ତି ପଣବନ୍ଦୀ!

ବ୍ୟୁରୋ: ସାମୟିକ ଯୁଦ୍ଧ ବିରତି । ଶାନ୍ତି ପ୍ରକ୍ରିୟା ପାଇଁ ବାଟ ଖୋଲିବ କି ? ଜାତିସଂଘ ଏହା ହିଁ ଆଶା କରିଛି । ଭୟଙ୍କର ଏହି ଯୁଦ୍ଧରେ ୧୩ ହଜାର ୩ଶହ ଲୋକ ପ୍ରାଣ ହରାଇ ସାରିଲେଣି । ୨୩ ଲକ୍ଷ ଲୋକ ନିଜ ଭିଟା ମାଟିରୁ ବିସ୍ଥାପିତ । ଯେଉଁ କାରଣ ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଉଦ୍ବେଗ…
Read More...

ସେନା କାହିଁକି ରାଜୌରୀରେ ରକ୍ତ ମୁଖା ?

ବ୍ୟୁରୋ: ପାକିସ୍ତାନ୍ର ନାପାକ୍ ଇରାଦା । ଲସ୍କର ଆତଙ୍କବାଦୀଙ୍କୁ କୋଳ କରିଛି । ଆଇ.ଏସ୍.ଆଇ ପଂଝାରେ ପରିଚାଳିତ ‘ଲସ୍କର’ । ପାକିସ୍ତାନୀଙ୍କ ଏ ପ୍ୟାରା ପ୍ୟାଦା ଆତଙ୍କବାଦୀ ସଂଗଠନ , ଭାରତୀୟ ସେନାଙ୍କ ସହିତ ଟକ୍କର ନେଉଛି । ଜମ୍ମୁ କଶ୍ମୀରର ରାଜୌରୀରେ ଘଟିଛି, ଯାହା ନ’ ଘଟିବା କଥା ।…
Read More...

କରାଚୀରେ ସପିଙ୍ଗ୍ ମଲ୍ରେ ଭୟଙ୍କର ଅଗ୍ନିକାଣ୍ଡ : ଗଲା ୧୧ ଜୀବନ

କରାଚୀ: ପାକିସ୍ତାନ କରାଚିରେ ଜଳିଲା ସପିଂ ମଲ୍‌ । ନିଆଁରେ ଜୀବନ୍ତ ପୋଡି ହୋଇ ୧୧ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ଆହୁରି ଅନେକ ଜ୍ବଳନ୍ତ ମଲ୍‌ରେ ଫସି ରହିଥିବା ଆଶଙ୍କା କରାଯାଉଥିବା କଥା ‘ଜିଓ ନିଉଜ୍’ ରିପୋର୍ଟ କରିଛି।  ଖବର ମୁତାବକ, କରାଚିର ରଶିଦ୍ ମିନହାସ୍ ରୋଡରେ ଥିବା…
Read More...