ମହାଆଡମ୍ବର ରେ ପାଳିତ ହୋଇଯାଇଛି ମା’ଧନଲକ୍ଷ୍ମୀ ପୂଜା

କଲ୍ୟାଣସିଂହପୁର / ସନ୍ତୋଷ କୁମାର ଲମତା : ହନୁମାନ କ୍ଲବ ପକ୍ଷରୁ ମା’ ଧନଲକ୍ଷ୍ମୀ ପୂଜା ମହାଆଡମ୍ବର ରେ ପାଳିତ ହୋଇଯାଇଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ହନୁମାନ କ୍ଲବ ପକ୍ଷରୁ ଚଳତବର୍ଷ ମା’ ଧନ ଲକ୍ଷ୍ମୀ ପୂଜା ମହାଆଡମ୍ବର ସହିତ ପାଳନ କରାଯାଉଛି । ଏହି ପୂଜାରେ ଆକର୍ଷଣୀୟ…
Read More...

ନିଆଁ ଲାଗି ଅମଳ ଧାନ ପୋଡ଼ି ପାଉଁଶ

ବାଲେଶ୍ଵର / ଅଜିତ ସାହୁ : ନିଆଁ ଲାଗି ଅମଳ ଧାନ ପୋଡ଼ି ପାଉଁଶ । ବସ୍ତା ଥାନା ବରୁଣଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମରେ ଘଟିଛି ଏଭଳି ଅଘଟଣ । ଧାନ ଖଳାରେ ନିଆଁ ଲାଗି ୫୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଉଛି । ସୂଚନାରୁ ପ୍ରକାଶ କି ଗ୍ରାମର…
Read More...

ରାଇରଙ୍ଗପୁର ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଇରଙ୍ଗପୁର ପଂଚାୟତ ସମିତି ତରଫରୁ ଆଜି ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଦିନିକିଆ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ରେ ମୋଟ…
Read More...

ଆସନ୍ତା ୨୨ ରୁ କମିବ ଶୀତ ବଢିବ କୁହୁଡି

ଭୁବନେଶ୍ୱର: ରାଜ୍ୟରେ ଆଉ ଦିନକ ପରେ ଶୀତ କମିବା ସହ ବଢିବ କୁହୁଡି । ଆସନ୍ତା ୨୨ ତାରିଖ ପର ଠାରୁ ଶୀତ କମିବା ସହ କୁହୁଡି ବଢିବା ନେଇ ଆଜି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଦୀର୍ଘ ଏକ ସପ୍ତାହ ଧରି ଲାଗି ରହିଥିବା ଶୀତର ପ୍ରକୋପ ଡିସେମ୍ବର ୨୨ ଯାଏଁ ରହିବ। ଡିସେମ୍ବର…
Read More...

ରାଉରକେଲାରେ ପହଞ୍ଚିଲେ ଏସସିବିର ଡାକ୍ତରୀ ଟିମ

ରାଉରକେଲା: ରାଉରକେଲାରେ ହଇଜା ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ସଚିବ ରାଉରକେଲା ଗସ୍ତ କରିଛନ୍ତି । ସେଠାରେ ଯାଇ ସ୍ଥିତି ସମୀକ୍ଷା କରିଥିବା ବେଳେ ତାଙ୍କ ସହ ଏସସିବିର ୪ଜଣ ଡାକ୍ତର ମଧ୍ୟ ସେଠାରେ ପହଞ୍ଚିଛନ୍ତି । ଆଜି ଆଉ ଜଣେ ଡ଼ାକ୍ତର ଏସ୍ସିବିରୁ ଆସି ରାଉରକେଲାରେ ପହଞ୍ଚିଛନ୍ତି । ଏମାନଙ୍କ…
Read More...

୨୪ ଘଣ୍ଟାରେ କେରଳରେ ୩୦୦ ନୂଆ କରୋନା ଆକ୍ରାନ୍ତ, ୩ ମୃତ

ନୂଆଦିଲ୍ଲୀ: ଦେଶରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ କେରଳରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୨୪ ଘଣ୍ଟାରେ ଭାରତରେ ୩୫୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏହା ସହିତ କରୋନାରେ ୩ଜଣଙ୍କ ଜୀବନ ଜାଇଥିବା…
Read More...

ଏନ୍ ଏଚ୍ ରେ ଡ୍ରାଇଭର ମାନଙ୍କୁ ରାତିରେ ମିଳିବ ମାଗଣା ଚା’

ଭୁବନେଶ୍ୱର: ଏନ୍ଏଚ୍ ରେ ରାତିରେ ମିଳିବ ମାଗଣା ଚା’। ଭାରୀଯାନ ଚଳାଉ ଥିବା ଡ୍ରାଇଭର ମାନଙ୍କୁ ରାତିରେ ରାସ୍ତା କଡରେ ମିଳିବ ମାଗଣା ଚା’ । ଏନେଇ ଢାବା ଚିହ୍ନଟ କରିବେ ଜିଲ୍ଲାପାଳ । ସେହି ରାସ୍ତାରେ ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ତାର ଚାଳକଙ୍କୁ ମାଗଣାରେ ଚା’ ଦିଆଯିବ । ଏହା ସରକାର…
Read More...

ପିକନିକ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟି ଜଣେ ମୃତ, ୧୦ ଗୁରୁତର

ନୟାଗଡ଼ / ମାନସ କୁମାର ସାହୁ : ମର୍ମନ୍ତୁଦ ସଡକ ଦୁର୍ଘଟଣା ଗଲା ଜୀବନ । ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା ଟାକରା ମଧ୍ୟସ୍ଥଳ ଖରଡାପିଟା ଘାଟି ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଗତ ରାତି ଭୋର ସମୟରେ ଏକ ଟ୍ରଲର ପଛରେ ଧକ୍କା ଦେଲା ଏକ ଯାତ୍ରୀବାହି ଟ୍ରାଭଲର। ଘଟଣା ସ୍ଥଳରେ ଜଣେ ମୃତ୍ୟୁ…
Read More...

ଭୁବନେଶ୍ୱର ଆସିଛନ୍ତି ବଲିଉଡ ଷ୍ଟାର ଗୁଲସନ ଗ୍ରୋଭର

ଭୁବନେଶ୍ୱର : ଭୁବନେଶ୍ୱର ଆସିଛନ୍ତି ବଲିଉଡ ଷ୍ଟାର ଗୁଲସନ ଗ୍ରୋଭର।   ଏୟାରପୋର୍ଟ ରେ ପହଂଚିବା ପରେ ଗୁଲସନ ଗ୍ରୋଭର କହିଥିଲେ ଓଡିଶା ହେଉଛି ଜଗନ୍ନାଥ ଙ୍କ ସ୍ଥାନ ମୁଁ ଯେତେଥର ଆସେ ମତେ ବହୁତ ଭଲ ଲାଗେ।  ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଡିସେମ୍ବର ମାସର ୨୦  ତାରିଖରେ…
Read More...

ହାଟମୁନିଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ବିଷମକଟକ / ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ପଞ୍ଚାୟତ ର ହାଟମୁନିଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜକୁ ତିନି ଦିନ ଧରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆଜି ତାହା ସମାପ୍ତ ହୋଇଯାଇଛି  । ଏହି କ୍ରୀଡା…
Read More...