ଭରାତ ଯୋଡ ଯାତ୍ରା ଭଳି ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଆରମ୍ଭ କରିବ ଭାରତ ନ୍ୟାୟ ଯାତ୍ରା । ଭରାତ ଯୋଡ ଯାତ୍ରା ଭଳି ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ଏହି ଯାତ୍ରା ମଣିପୁରରୁ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ତେବେ ଏହି କଂଗ୍ରେସ ନ୍ୟାୟ ଯାତ୍ରାଟି ଆସନ୍ତା…
Read More...

ରାଜ୍ୟରେ ଘନ କୁହୁଡି , ଭିଜିବିଲିଟି ୫୦ ମିଟରରୁ କମ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି ଶୀତ କିନ୍ତୁ ବଢୁଛି କୁହୁଡି । ଉପକୂଳରୁ ଉପାନ୍ତ ସବୁଠି ଘନକୁହୁଡିର ଆସ୍ତରଣ ଦେଖିବାକୁମିଳୁଛି । ଫଳରେ ଯାତାୟତ ରେ ବାଧା ସୃଷ୍ଟି ହେଉଛି । ତେବେ ଘନ କୁହୁଡି ସମୟରେ ଭିଜିବିଲିଟି ୫୦ ମିଟରରୁ କମ ରହୁଥିବା କୁହାଯାଉଛି । ତେବେ ଘନ କୁହୁଡ଼ି…
Read More...

ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ବର: ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା  ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର Viability Gap Funding ଜରିଆରେ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି।  ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ…
Read More...

ଅସନ୍ତା ୫ ତାରିଖରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଅସନ୍ତା ୫ ତାରିଖରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଆସନ୍ତା ଜାନୁଆରୀ ୫ ତାରିଖରୁ ୧୩ ତରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ନିମନ୍ତେ ଭିତରକନିକା ବନ୍ଦ ରହିବ ବୋଲି କୁହାଯାଉଛି । ୯ଦିନ ଧରି ବନ୍ଦ ରହୁଥିବାରୁ ପର୍ଯ୍ୟଟକଙ୍କୁ ନଆସିବାକୁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ଶଙ୍ଖ ଛାଡି ପଦ୍ମ ଧରିଲେ କୃଷ୍ଣପ୍ରସାଦ ବ୍ଲକର ୩ ସମିତିସଭ୍ୟ

ବ୍ରହ୍ମଗିରୀ: ବ୍ରହ୍ମଗିରୀ ବିଜେପିରେ ମିଶ୍ରଣ ପର୍ବ। ଶଙ୍ଖ ଛାଡି ପଦ୍ମ ଧରିଲେ କୃଷ୍ଣପ୍ରସାଦ ବ୍ଲକର ୩ ସମିତିସଭ୍ୟ। ବଡଝାଡ, ସିଆଣ୍ଡି ଓ ସିଆଳ ପଞ୍ଚାୟତର ୩ସମିତିସଭ୍ୟ ହେଉଛନ୍ତି ଉମାକାନ୍ତ ସେଠୀ, ଲଳିତ ତରାଇ, ଭିମସେନ ସେଠୀ । ଗତକାଲି ଏମାନେ  ଭୂବନେଶ୍ବର ଠାରେ ରାଷ୍ଟ୍ରିୟପ୍ରବକ୍ତା…
Read More...

ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋରେଇ / ସୁନୀଲ କୁମାର ଓଝା:  ଯାଜପୁର ଜିଲ୍ଲା ରଗଡି ମଲାରିଆ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ରେ ବାର୍ଷିକ ଉତ୍ସଵ  ପାଳିତ ହୋଇଯାଇଅଛି ।  ସ୍କୁଲ ର ଇନ ଚାର୍ଜ କେ ଡି ସିଂ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ  ସେଣ୍ଟ ଯାଭିଅର ଗ୍ରୁପ ର ସିନିଅର ଅଧକ୍ଷ୍ୟ ଡକ୍ଟର…
Read More...

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ

ଭୁବନେଶ୍ବର: ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ।  ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ପୁରା ପରିସର।  ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଏକ ୫୦ ଜଣିଆ…
Read More...

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର: ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ । ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ ରକ୍ଷକରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଠାଏ ଚାଉଳ ଓ ଗୁଆ ଦେଇଛନ୍ତି । ପରେ ନିମନ୍ତ୍ରଣ କରିବାକୁ ଯାଇଥିବା ସେବାୟତ…
Read More...

ରାଜ୍ୟରେ କମିଛି ଶୀତ, ୧୦ ଡିଗ୍ରୀ ତଳେ ୩ ସହର

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି ଶୀତ । ୨ ଦିନ ପୂର୍ବରୁ ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତରେ ରହିଥିବା ବେଳେ ବର୍ତ୍ତମାନ ୧୦ ଡିଗ୍ରୀ ତରେ ୩ଟି ସହରର ତାପମାତ୍ରା ରେକର୍ଡ କରାଯାଇଛି । ୭ ଡିଗ୍ରୀ ସହ କୋରାପୁଟ ସବୁଠାରୁ ଥଣ୍ଡା ସହର ରେକର୍ଡ କରାଯାଇଛି। ଦାରିଙ୍ଗବାଡି ୮.୫,…
Read More...

ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷା ବାହିନୀ

କାଳିମେଳା: ସୁରକ୍ଷାବାହିନୀକୁ ପୁଣି ବଡ଼ଧରଣର ସଫଳତା ମିଳିଛି। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରେ ମାଟି ତଳୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍ଓଜି ଓ ଡିବିଏଫ୍…
Read More...